• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତାଳବସ୍ତ ପଞ୍ଚାୟତ ରେ ବିଦ୍ୟୁତ ବିଲ ବାକି ଥବାରୁ ୩ଦିନ ହେବ ୧୦ହଜାର ରୁ ଉର୍ଦ୍ଧ ଲୋକେ ପାନୀୟ ଜଳ ରୁ ବଞ୍ଚିତ

Proprietor Abhimanyu Maharana by Proprietor Abhimanyu Maharana
August 13, 2021
in ଓଡ଼ିଶା, କଟକ, ହୋମ୍
0
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର ) ବାଙ୍କୀ :- ଡମପଡା ବ୍ଲକ ତାଳବସ୍ତ ପଞ୍ଚାୟତ ର ୧୪ଗୋଟି ୱାର୍ଡ ର ୧୦ ହଜାର ରୁ ଉର୍ଦ୍ଧ ଲୋକେ ଆଜକୁ ୩ଦିନ ହେବ ପାନୀୟ ଜଳ ଯୋଗାଣ ରୁ ବଞ୍ଚିତ ହୋଇ ନାନାପ୍ରକାର ଦୁର୍ଦ୍ଦଶା ଭୋଗୁଛନ୍ତି ।ଲୋକେ ପ୍ରଚଣ୍ଡ ଖରା , ଗୁଳୁଗୁଳି ଓ ଅନ୍ଧାର ରାତି ରେ କିଲୋମିଟର କିଲୋମିଟର ଯାଇ ପୋଖରୀ ଓ ପରିତକ୍ତ କୂପ ରୁ ଦୂଷିତ ପାଣି ଆଣି ତାକୁ ପିଉଛନ୍ତି ଉକ୍ତ ପାଣି ପିଇବା ଦ୍ୱାରା କିଛି ବ୍ୟକ୍ତି ଙ୍କ ପେଟ ରୋଗ ମଧ୍ୟ ବାହାରିଥିବା ବହୁ ଜନସାଧାରଣ ପ୍ରକାଶ କରିଛନ୍ତି।ସୂଚନା ଯୋଗ୍ୟ ୧୫ଆର୍ଥିକ ବର୍ଷ ଯୋଜନା ରେ ତାଳବସ୍ତ ପଞ୍ଚାୟତ କୁ ସରକାର ଙ୍କ ପକ୍ଷରୁ ବାର୍ଷିକ ୨୫ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା

ବେଳେ ସେଥିରୁ ୬୦%ପାନୀୟଜଳ ପାଇଁ ଓ ଅବଶିଷ୍ଟ ୪୦%ଜେନେରାଲ କାର୍ଯ୍ୟ ପାଇଁ ପଞ୍ଚାୟତ କୁ ଆସିଥାଏ।୬୦%ଅର୍ଥ ମାନେ ୧୫ଲକ୍ଷ ଟଙ୍କା ରେ ସାନିଟାଇସନ ,ବିଦ୍ୟୁତ ବିଲ,ମଟର ଚାଳକ ଦରମା ଓ ମେଣ୍ଟେନାସ ରେ ଅର୍ଥ ଖର୍ଚ୍ଚ କରାଯାଇଥାଏ।ଅନୁଦାନ ରାଶି ଅର୍ଥ କିପରି ଖର୍ଚ୍ଚ କରାଯିବ ସେ ସମ୍ପର୍କରେ ସରପଞ୍ଚଓ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ସ୍ଥିର କରିଥାନ୍ତି।ପାନୀୟ ଜଳ ଯୋଗାଣ ର ମୁଖ୍ୟବ୍ୟବସ୍ଥା ପାଣି ପମ୍ପ ମଟର ପଏଣ୍ଟ କୁ ବିଦ୍ୟୁତ ସେବା ଅହରହ ଯୋଗାଣ କରିବା।ମାତ୍ର ପଞ୍ଚାୟତ ପକ୍ଷରୁ ଉକ୍ତ ଅନୁଦାନ ଅର୍ଥ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାରୁ ବିଦ୍ୟୁତ ବିଲ ୧ଲକ୍ଷ୭୧ହଜାର ବାକି ଥିବା ବେଳେ ପଞ୍ଚାୟତ ପକ୍ଷରୁ ବିଲ ପୈଠ କରି ନଥିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ୩ଦିନ ହେଲା ପାନୀୟ ଜଳ ଯୋଗାଣ ପମ୍ପ ପଏଣ୍ଟ ରୁ ବିଦ୍ୟୁତ କାଟ କରାଯାଇଛି।

ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଦିନବନ୍ଧୁ ସାହୁ ଙ୍କ ଅବହେଳା ଓ ବିଦ୍ୟୁତ ଅର୍ଥ କୁ ଖର୍ଚ୍ଚ କରିଦେଇ ଥିବାରୁ ୧୦ହଜାର ରୁ ଉର୍ଦ୍ଧ୍ବ ଲୋକେ ପାନୀୟ ଜଳ ରୁ ବଞ୍ଚିତ ହୋଇଛନ୍ତି ।ଏ ସମ୍ପର୍କରେ ତାଳବସ୍ତ ସରପଞ୍ଚ ଶ୍ରୀ ସାହୁ ଙ୍କୁ ପଚରିବାରୁ ସେ କହିଲେ ବିଦ୍ୟୁତ ବିଭାଗ ର ସହ ଭୁଲ ବୁଝାବଣା ରୁ ଏହି ସମସ୍ୟା ଉପୁଜିଛି କାଲି ଭିତରେ ଆମେ ବିଦ୍ୟୁତ ବିଲ ପୈଠ କରିଦେବୁ ।ତାଳବସ୍ତ ପଞ୍ଚାୟତ ର ଉକ୍ତ ୧୪ଗୋଟି ୱାର୍ଡ ର ବୁଦ୍ଧି ଜୀବୀ ଦୁଃଖ ର ସହ ପ୍ରକାଶ କରିଛନ୍ତି ସରପଞ୍ଚ ବିଦ୍ୟୁତ ବିଲ ପୈଠ ନ କରିବାରୁ ପାନୀୟ ଜଳ ଉଠାଣପମ୍ପ କେନ୍ଦ୍ର ମାନଙ୍କର ବିଦ୍ୟୁତ କାଟ ହୋଇଛି ଯାହା ଫଳରେ ଆମେ ସ୍ୱଚ୍ଛ ପାନୀୟ ଜଳ ପିଇବା ରୁ ବଞ୍ଚିତ ହୋଇଛୁ । ସରକାର ଙ୍କ ପାନୀୟ ଜଳ ଉନ୍ନତି ପାଇଁ ପଞ୍ଚାୟତ ଅର୍ଥ କୁ କାହା ପରାମର୍ଶ ରେ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁ ଚନ୍ଦ୍ରିକା କରି ଖର୍ଚ୍ଚ କରିଦେଇ ଛନ୍ତି ତାହା ତଦନ୍ତ ସାପେକ୍ଷ। ଆଜକୁ ୩ଦିନ ହେବ ଆମ୍ଭେମାନେ ପାନୀୟ ଜଳ ରୁ ବଞ୍ଚିତ ଅଛୁ ମାତ୍ର ସରପଞ୍ଚ ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଇନାହାନ୍ତି କି ପାଣି ଟାଙ୍କି ମାଧ୍ୟମରେ ଆମକୁ ପାନୀୟ ଜଳ ଯୋଗେଇ ନାହାନ୍ତି ତାହା ବାସ୍ତବିକ ଚିନ୍ତା ର ବିଷୟ।ଉକ୍ତ

୧୪ଗୋଟି ୱାର୍ଡ ର ଜିତୁ ସାହୁ, ସୁଷମା ପରିଡା,ସଦାଶିବ ସାହୁ,ବୈରାଗୀ ବେହେରା, ଅନନ୍ତ ମହାପାତ୍ର, ସୁଦର୍ଶନ ତ୍ରିପାଠୀ, ମାନ ଗୋବିନ୍ଦ ବେହେରା ଙ୍କ ସହ ଶତାଧିକ ବ୍ୟକ୍ତି ପ୍ରକାଶ କରିଛନ୍ତି ଯଦି ଆମ ୱାର୍ଡ କୁ ପାନୀୟ ଜଳ ଯୋଗାଣ କାଲି ଭିତରେ ଯୋଗେଇ ଦିଆ ନଯାଏ ତେବେ ଆମେ ବାଙ୍କୀ ଖୋର୍ଦ୍ଧା ରାସ୍ତା ଅବରୋଧ କରିବା ସହ ଜିଲ୍ଲାପାଳ,ମୋ ସରକାର ଓ ମୁଖ୍ୟମନ୍ତ୍ରୀ ଙ୍କୁ ଏ ସମ୍ପର୍କରେ ଅବଗତ କରେଇବୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel

AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel

September 17, 2026
ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା – ରୋଗୀ ସେବା ବ୍ୟାହତ

ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା – ରୋଗୀ ସେବା ବ୍ୟାହତ

September 16, 2026
ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ

September 14, 2026
World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel

AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel

September 17, 2026
ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା – ରୋଗୀ ସେବା ବ୍ୟାହତ

ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା – ରୋଗୀ ସେବା ବ୍ୟାହତ

September 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version