• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କୋଭିଡ୍‌ – ୧୯ ଚେନ୍‌କୁ ଭାଙ୍ଗିବା ପାଇଁ ଏୟାରଟେଲ୍ ଓ ଆପୋଲୋ ହସ୍ପିଟାଲ ଗ୍ରୁପ୍ ସହବନ୍ଧିତ

Proprietor Abhimanyu Maharana by Proprietor Abhimanyu Maharana
April 13, 2020
in Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
0
କୋଭିଡ୍‌ – ୧୯ ଚେନ୍‌କୁ ଭାଙ୍ଗିବା ପାଇଁ ଏୟାରଟେଲ୍ ଓ ଆପୋଲୋ ହସ୍ପିଟାଲ ଗ୍ରୁପ୍ ସହବନ୍ଧିତ
Share on FacebookShare on TwitterWhatsapp

ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌) ଏୟାରଟେଲ୍, ସୋମବାର, ଏପ୍ରିଲ 13.4.2020 :- ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ବିରୋଧରେ ଭାରତର ଲଢେଇରେ ସହଯୋଗ କରିବା ପାଇଁ ଭାରତୀ ଏୟାରଟେଲ୍ (ଏୟାରଟେଲ୍‌) ପକ୍ଷରୁ ଆଜି ଆପୋଲୋ ହସ୍ପିଟାଲ୍ସ ଗ୍ରୁପ୍‌ର ଡିଜିଟାଲ ବିଜ୍‌ନେସ୍ ୟୁନିଟ୍ ଆପୋଲୋ ୨୪/୭ ସହ ଏକ ସ୍ୱତନ୍ତ୍ର ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସହଭାଗିତା ଏୟାରଟେଲ୍‌ର ପ୍ୟାନ୍‌-ଇଣ୍ଡିଆ ନେଟ୍‌ୱର୍କ ପହଂଚ ଓ ଆପୋଲୋ ହସ୍ପିଟାଲର ଇଣ୍ଡଷ୍ଟ୍ରୀ ଲିଡିଙ୍ଗ୍ ଡିଜିଟାଲ ହେଲ୍‌ଥକେୟାର ପ୍ଲାଟ୍‌ଫର୍ମ ଆପୋଲୋ ୨୪/୭କୁ ଏକତ୍ରୀତ କରି କୋଭିଡ୍‌-୧୯ ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ଓ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି । ଆପୋଲୋ ୨୪/୭ ପକ୍ଷରୁ ଏହାର ଗ୍ରାହକମାନଙ୍କୁ ସେମାନଙ୍କର କୋଭିଡ୍‌-୧୯ ରିସ୍କ ପ୍ରୋଫାଇଲ ଯାଂଚ କରିବାକୁ ସକ୍ଷମ କରିବା ଲାଗି ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍‌ରେ ଏକ ମାଗଣା ଡିଜିଟାଲ ସେଲ୍ଫ-ଆସେସ୍‌ମେଂଟ୍‌ ଟେଷ୍ଟ ବା ଆତ୍ମ-ମୂଲ୍ୟାଙ୍କନ ପରୀକ୍ଷଣ ଶୁଭାରମ୍ଭ କରିଛି । ଆପୋଲୋ ୨୪/୭ ଦ୍ୱାରା ବିକଶିତ ଏହି ଟେଷ୍ଟ୍ କିଛି ସରଳ ପ୍ରଶ୍ନର ଉତର ଦେଇ ଉପଭୋକ୍ତାଙ୍କୁ ନିଜର କୋଭିଡ୍‌- ୧୯ ରିସ୍କ ପ୍ରୋଫାଇଲ ଯାଂଚ କରିବାକୁ ଅନୁମତି ଦେବା ଲାଗି ଏଆଇ ଆଧାରିତ ପ୍ରଯୁକ୍ତି ବ୍ୟବହାର କରୁଛି ।

ଉପଭୋକ୍ତାଙ୍କ ପ୍ରତିକ୍ରିୟା ଉପରେ ଆଧାରିତ ଏହି ଡିଜିଟାଲ ଟୁଲ୍ ଏକ ରିସ୍କ ସ୍କୋର ଜେନେରେଟ୍ କରିଥାଏ ଏବଂ ପରବର୍ତୀ ସର୍ବୋତମ ପଦକ୍ଷେପର ପରାମର୍ଶ ଦେଇଥାଏ ଯେଉଁଥିରେ ଆପୋଲୋ ୨୪/୭ରେ ମାଗଣାରେ ଅନ୍‌ଲାଇନ୍‌ କନ୍‌ସଲ୍‌ଟେସନ, ଏହି ଆପ୍‌ରୁ କୋଭିଡ୍ ହେଲ୍ପଲାଇନ୍ ଡାଏଲ କରିବା, ନିଜର ଯତ୍ନ ନେବା ପାଇଁ ପରାମର୍ଶ, ସାମାଜିକ ଦୂରତା ନିୟମାବଳୀ ଓ ଡବ୍ଲ୍ୟୁଏଚ୍‌ଓ ଏବଂ ଏମ୍‌ଓଏଚ୍‌ଏଫ୍‌ଡବ୍ଲ୍ୟୁ ଦ୍ୱାରା ସୁପାରିଶ କରାଯାଇଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷେଧକମୂଳକ ପଦକ୍ଷେପ ଆଦି ସାମିଲ ରହିଛି । ଆପୋଲୋ ୨୪/୭ ମାଗଣା କୋଭିଡ୍ ହେଲ୍ପଲାଇନ୍‌ରେ ୧୦୦ରୁ ଅଧିକ ବିଶେଷଜ୍ଞ ଡାକ୍ତରମାନେ ପ୍ରଶ୍ନଗୁଡିକର ଉତର ଦେବା ସହ ଲୋକଙ୍କ ସନ୍ଦେହ ଦୂର କରୁଛନ୍ତି । ଏହି ଅଭିଯାନକୁ ଏୟାରଟେଲ୍‌ର ଲକ୍ଷ ଲକ୍ଷ ଗ୍ରାହକଙ୍କ ମନରେ କୋଭିଡ୍‌-୧୯କୁ ନେଇ ରହିଥିବା କୌଣସି ପ୍ରକାରର ଚିନ୍ତା ଓ ସନ୍ଦେହକୁ ଦୂର କରିବାରେ ସହଯୋଗ କରିବା ପାଇଁ ଡିଜାଇନ୍‌ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲର ଏମ୍‌ଡି ଓ ସିଇଓ (ଭାରତ ଓ ଦକ୍ଷିଣ ଏସିଆ) ଗୋପାଲ ଭିଟ୍ଟଲ କହିଛନ୍ତିଯେ, ଏୟାରଟେଲ୍ ଥ୍ୟାଙ୍କସ୍ ଆପ୍ ଭାରତର ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଂଚିପାରିଛି ଏବଂ ଏହି ସ୍ୱତନ୍ତ୍ର ଟୁଲ୍ ମାଧ୍ୟମରେ ଆମେ କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବାରେ ସହଯୋଗ କରିବାକୁ ଆଶା ରଖିଛୁ । ଏହି ଟୁଲ୍‌ ଉପଭୋକ୍ତାଙ୍କୁ ଏକ ଭାରତବ୍ୟାପୀ କୋଭିଡ୍‌-୧୯ ହିଟ୍ ମ୍ୟାପ୍ ମାଧ୍ୟମରେ ସେମାନଙ୍କ ଅଂଚଳର କୋଭିଡ୍‌-୧୯ ରିସ୍କ ପ୍ରୋଫାଇଲ ଯାଂଚ କରିବାକୁ ଅନୁମତି ଦେଉଛି ।” ଏସମ୍ପର୍କରେ ଆପୋଲୋ ହସ୍ପିଟାଲ୍ସ ଗ୍ରୁପ୍‌ର କାର୍ଯ୍ୟକାରୀ ଉପାଧ୍ୟକ୍ଷା ସୋବାନା କମିନେନି କହିଛନ୍ତିଯେ, “ମାଗଣା କୋଭିଡ୍‌-୧୯ ସ୍କାନ୍ ଏୟାଇ ଟୁଲ୍ ସହିତ ଦେଶବ୍ୟାପୀ ଏୟାରଟେଲ୍‌ର ଗ୍ରାହକମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଓ ସୁରକ୍ଷିତ ରହିବା ପାଇଁ ଉପଯୁକ୍ତ ତଥ୍ୟ ଓ ଆପୋଲୋର ସଂଶାଧନ ପାଇପାରିବେ ।” ଅନ୍ୟପକ୍ଷରେ ଏୟାରଟେଲ୍‌ର ଗ୍ରାହକମାନେ ଏବେ ଦେଶବ୍ୟାପୀ ୩୦୦୦ରୁ ଅଧିକ ଆପୋଲୋ ଫାର୍ମାସି ଷ୍ଟୋର୍‌ଗୁଡିକରେ ନିଜର ଏୟାରଟେଲ୍ କନେକ୍ସନକୁ ରିଚାର୍ଜ କରିପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version