No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର ) ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଚରପାଲି ଗ୍ରାମ ପଞ୍ଚାୟତ ବୈଠକ ଲମ୍ବରଜୁନା ଠାରେ ବରିକେଲ ମଣ୍ଡଳ ସଭାପତି ଶ୍ରୀ ସୌକିଲାଲ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବରଗଡ ଜିଲ୍ଲା ପରିଷଦ ଅଧକ୍ଷା ମୁକ୍ତା ସାହୁ,ରାଜ ବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ଶ୍ରୀ କୁମରମଣି ନାୟକ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ଶ୍ରୀ ପ୍ରୀତେଶ ବହିଦାର,ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର,ଜିଲ୍ଲା ସମ୍ପାଦିକା ସରସ୍ବତୀ ସାହୁ,ସରପଞ୍ଚ ଇନ୍ଦ୍ରଜିତ ପ୍ରଧାନ, ସମିତି ସଭ୍ୟ ମଣି ରଣା,ଝାରବନ୍ଧ ସାଂସଦ ପ୍ରତିନିଧି ହରିହର ସାହୁ,ରାଜବୋଡା ସମ୍ବର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ,ପଦ୍ମପୁର ଏନଏସି ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା,

ଦହିତା ମଣ୍ଡଳ ସଭାପତି କେତନ ମେହେର ଜଗଦଳପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲ,ପଦ୍ମପୁର ନଗର ସମ୍ପାଦକ ଅଶୋକ ମିଶ୍ର,ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରୋଶନ ପାଣିଗ୍ରାହୀ,ଯୁବ ମୋର୍ଚ୍ଚା ସମ୍ପାଦକ କୁନାଲ ପାଣିଗ୍ରାହୀ,ଯୁବ ମୋର୍ଚ୍ଚା ସଂଯୋଜକ ଲଷ୍ମୀକାନ୍ତ ବରିହା, କୃଷକ ମୋର୍ଚ୍ଚା ସଂଯୋଜକ ନୀଳାଞ୍ଚଳ ଦରୁୱାନ,ସକୀର୍ତ୍ତନ ସାହୁ,ବସନ୍ତ ବଢ଼େଇ ଦିବ୍ୟ ପ୍ରଧାନ,ସାନନ୍ଦା ଗର୍ତିଆ ଓ ପଞ୍ଚାୟତ ର ସମସ୍ତ କାର୍ଯ୍ଯକର୍ତ୍ତାଙ୍କ ଉପସ୍ଥିତି ରେ ନୂତନ ଭାବେ ପଞ୍ଚାୟତ ପ୍ରମୁଖ ତୋଫାନ ସାହୁ ଓ ସହ ପ୍ରମୁଖ ଦିବସ ପୁଟା ଚୟନ କରାଗଲା ଓ ନିସ୍ଵାର୍ଥ ପର ଭାବେ ଭାରତୀୟ ଜନତା ପାର୍ଟି ରେ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଥିବା ଚରପାଲି ପଞ୍ଚାୟତ ଭୋଳାଶଙ୍କର ବେହେରା,
ତୋଫାନ ସାହୁ ,ଗୌରହରି ସାହୁ,ଅମୃତ ଲାଲ ସାହୁ,ଉଦ୍ଧବ ଜଗତ,ଧନୀ ବାରିକ, ଯୌତି କାନ୍ତ ବୈକାର,ବାସୁଦେବ ରଣା, ମୁରଲୀ ବିଶ୍ୱାଳ,ଦୟାସିନ୍ଧୁ ସାହୁ,ଲାଲ ମୋହନ ମିର୍ଦ୍ଧା,;ଘନଶ୍ୟାମ ସାହୁ ଙ୍କୁ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଜୀ ଙ୍କ ସମ୍ମାନ ରେ ସମ୍ମାନିତ କରା ଯାଇଥିଲା । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ କାର୍ଯ୍ୟ କଳାପ ରେ ଅନୁପ୍ରାଣିତ ହୋଇ ରାଜୀବ ବୁଦ୍ଧିଆ,ବେଦ ପ୍ରକାଶ ବିଶ୍ୱାଳ,ବସନ୍ତ କୁମ୍ଭାର,ରମାକାନ୍ତ ବାଗ,ସୁଦାମ ସୁନା, ଭାଗିରଥି ଭରାସାଗର ଓ ସତାଧିକ ଯୁବକ ମାନେ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିଲେ । ନୂତନ ଭାବରେ କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ବସନ୍ତ ବଢ଼େଇ ମନୋନୀତ ହୋଇ ଥିବା ରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।(ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result