No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ) ଭୁବନେଶ୍ୱର :- ଗୋଦ୍ରେଜ୍ ଗ୍ରୁପ୍ର ପ୍ରମୁଖ କଂପାନି ଗୋଦ୍ରେଜ୍ ଆଣ୍ଡ୍ ବଏସ୍ର ଏକ ସଂସ୍ଥା ଗୋଦ୍ରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ ପକ୍ଷରୁ ଭାରତର ସବୁଠାରୁ ସୁରକ୍ଷିତ ହୋମ୍ କ୍ୟାମେରା ସ୍ପଟ୍ଲାଇଟ୍କୁ ଉନ୍ମୋଚନ କରାଯାଇଛି । ଭାରତରେ ଡିଜାଇନ୍ ଓ ତିଆରି ହୋଇଥିବା ଏହି କ୍ୟାମେରା ଭାରତୀୟ ମାନଙ୍କୁ ଶ୍ରେଷ୍ଠ ଶ୍ରେଣୀର ତଥ୍ୟ ସୁରକ୍ଷା ପ୍ରଦାନ କରିବ, ଫଳରେ ଗ୍ରାହକମାନଙ୍କ ବ୍ୟକ୍ତିଗତ ଓ ଗୃହ ତଥ୍ୟ ସୁରକ୍ଷିତ ରହିପାରିବ । ଆମାଜନ୍ ୱେବ୍ ସର୍ଭିସେସ୍ର ବିଶ୍ୱସ୍ତରୀୟ କ୍ଲାଉଡ୍ ଭିତ୍ତିଭୂମିକୁ ଏହା ବ୍ୟବହାର କରୁଛି ଯାହାର ଭାରତ ଭିତରେ ଡାଟା ସେଌକ୍ଷଗ୍ଧ;ର ରହିଛି । ଏହା ବ୍ୟତୀତ ଏଥିରେ ଇଌକ୍ଷଗ୍ଧ;ର୍ନେଟ୍ ଅଫ୍ ଥିଙ୍ଗ୍ସ, ଆନାଲିଟିକ୍ସ, ନିରାପତ୍ତା ସେବା ଆଦି ରହିଛି ଯାହାକୁ ବ୍ୟାପକ କରାଯାଇପାରିବ, ସହଜରେ କ୍ଲାଉଡ୍ ଷ୍ଟୋରେଜ୍ ବିକଳ୍ପ ଚୟନ କରିହେବ ଏବଂ କ୍ୟ।।ମରା ଓ କ୍ଲାଉଡ୍ ମଧ୍ୟରେ ସୁରକ୍ଷିତ ଭାବେ ଡାଟା ଟ୍ରାନ୍ସଫର୍ କରିହେବ । ଅତି ସୁନ୍ଦର ଭାବେ ତିଆରି କରାଯାଇଥିବା ସ୍ପଟ୍ଲାଇଟ୍ କ୍ୟାମେରା ୱାଇ- ଫାଇରେ ଚାଲିପାରିବ ଏବଂ ଏକ ମୋବାଇଲ୍ ଆପ୍ ମଧ୍ୟ ରହିଛି । ଆମାଜନ୍ କାଇନେସିସ୍ ଭିଡିଓ ଷ୍ଟ୍ରିମ୍ସରେ ଏହାର ଫିଡ୍କୁ ସୁରକ୍ଷିତ ଭାବେ ଷ୍ଟ୍ରିମ୍ କରାଯାଇପାରିବ । ଆମ ନିଜ ସ୍ଥାନର ୧୧୦ ଡିଗ୍ରି ପାନୋରାମିକ୍ ଭିଉ ପାଇପାରିବେ ।

ଏଥିରେ ରିଅଲ୍ ଟାଇମ୍ ମୋସନ୍ ଆଲର୍ଟ, ଅଲ୍ଟ୍ରା- କ୍ଲିୟର୍ ନାଇଟ୍ ଭିଜନ୍ ଓ ହାଇ ଫିଡେଲିଟି ନାଇଟ୍ ସପୋର୍ଟ ମଧ୍ୟ ରହିଛି । ଏହି କ୍ୟାମେରାର ଦାମ୍ ୪୯୯୯ ଟଙ୍କା ରହିଛି ଓ ଏହାକୁ ଗୋଦ୍ରେଜ୍ ସିକ୍ୟୁରିଟିଜ୍ ସଲ୍ୟୁସନ୍ସ ଦୋକାନ, ଆମାଜନ୍ ଓ ଫ୍ଲିପ୍କାର୍ଟ ସାଇଟ୍ରୁ କିଣିହେବ । ଏହି ଉନ୍ମୋଚନ ସମ୍ପର୍କରେ ମେହେର୍ନୋଷ ପିଠାୱାଲା, ଉପସଭାପତି, ଗୋଦ୍ରେଜ୍ ସିକ୍ୟୁରିଟିଜ୍ ସଲ୍ୟୁସନ୍ସ କହିଛନ୍ତି ଯେ, “ଭାରତୀୟ ପରିବାରଗୁଡ଼ିକରେ କନେକ୍ଟେଡ୍ ଡିଭାଇସ୍ଗୁଡ଼ିକର ଲୋକପ୍ରିୟତା ବଢ଼ୁଥିବା ବେଳେ ସୁରକ୍ଷା ଭଙ୍ଗ ହେବାର ସମ୍ଭାବନା ମଧ୍ୟ ବଢ଼ୁଛି । ଏହାକୁ ନଜରରେ ରଖି ଆମେ ସ୍ପଟ୍ଲାଇଟ୍ ବର୍ଗର କ୍ୟାମେରା ଉନ୍ମୋଚନ କରିଛୁ ଯାହା ସହଜରେ ବ୍ୟବହାରଯୋଗ୍ୟ ନିରୀକ୍ଷଣ ଏବଂ ଆପଣଙ୍କ ଘର ଉପରେ କେହି ନଜର ରଖିଥିବାର ଭୟ ଠାରୁ ଦୂରେଇ ନିଜ ପ୍ରିୟଜନଙ୍କ ସହିତ ଆପଣ ଯୋଗାଯୋଗାରେ ରହିପାରିବାର ଦକ୍ଷତା ହାସଲ କରିପାରିବେ । ପୁନଶ୍ଚ, ପ୍ରମାଣିତ ଏଡବ୍ଲୁଏସ୍ର କ୍ଲାଉଡ୍ ପ୍ରଯୁକ୍ତି ସହିତ ଆମେ କଠୋର ଡାଟା ସୁରକ୍ଷା ଆହ୍ୱାନର ମୁକାବିଲା କରିପାରିବୁ ।’’ ବୈଶାଳୀ କସ୍ତୁରେ, ମୁଖ୍ୟ-ଏଌକ୍ଷଗ୍ଧ;ର୍ପ୍ରାଇଜେସ୍, ମିଡ୍-ମାର୍କେଟ୍ ଆଣ୍ଡ୍ ଗ୍ଲୋବାଲ୍ ବିଜ୍ନେସ୍-ଭାରତ ଓ ଦକ୍ଷିଣ ଏସିଆ, ଏଡବ୍ଲୁଏସ୍, ଏଆଇଏସ୍ପିଏଲ୍ କହିଛନ୍ତି ଯେ, “ଉନ୍ନତ ଏଡବ୍ଲୁଏସ୍ ଆଇଓଟି ଓ ସୁରକ୍ଷା ସେବା ଗୋଦ୍ରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସକୁ ସହାୟତା ପ୍ରଦାନ କରୁଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ ।’’
No Result
View All Result