• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

 ବରଗଡ଼ ଜିଲ୍ଲା ର ଶିବ ପ୍ରସାଦ ସାହୁ ଙ୍କୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନ 

Proprietor Abhimanyu Maharana by Proprietor Abhimanyu Maharana
June 12, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
 ବରଗଡ଼ ଜିଲ୍ଲା ର ଶିବ ପ୍ରସାଦ ସାହୁ ଙ୍କୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନ 
Share on FacebookShare on TwitterWhatsapp

ଭୁବନେଶ୍ଵର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବିଶିଷ୍ଠ ସମାଜ ସେବୀ ତଥା ପ୍ରସିଦ୍ଧ ପରିବେଶବିତ ପ୍ରଫେସର୍ ରାଧାମୋହନ ଙ୍କର ପଞ୍ଚମ ଶ୍ରାଦ୍ଧ ଦିବସ ଅବସରର ପଦ୍ମଶ୍ରୀ ରାଧାମୋହନ ସ୍ମୃତି କାର୍ଯ୍ୟକ୍ରମ ଭୁବନେଶ୍ଵର ସ୍ଥିତ ଜୟଦେବ୍ ଭବନ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କର ପି.ପି.ଭି.ଏଫ୍.ଅର.ଏ ଅଧକ୍ଷ ଡ଼ଃ ତ୍ରିଲୋଚନ ମହାପାତ୍ର ମୁଖ୍ୟ ଅତିଥି ଏବଂ କର୍ଣ୍ଣାଟକ ର ଜୈବ ବିବିଧତା ସଂରକ୍ଷକ ତଥା ସହଜ ସମୃଦ୍ଧାର ପ୍ରତିଷ୍ଠାତା ମୁଖ୍ୟ ବକ୍ତା ଭାବରେ ଜି. କୃଷ୍ଣ ପ୍ରସାଦ ଯୋଗଦାନ କରିଛନ୍ତି ।

ଡ଼ଃ ତ୍ରିଲୋଚନ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ବର୍ତମାନ ଜଳବାୟୁ ପରିବର୍ତ୍ତନ ର ମୁକାବିଲା କରିବାକୁ ହେଲେ ଜୈବ ବିବିଧତା ସଂରକ୍ଷଣକୁ ପ୍ରାଧାନ୍ୟ ଦବାକୁ ପଳିବ । ତାଙ୍କ ବକ୍ତବ୍ୟରେ ଡ଼ଃ ତ୍ରିଲୋଚନ ମହାପାତ୍ର ପି.ପି.ଭି.ଏଫ୍.ଅର.ଏ ଦ୍ୱାରା ଜୈବ ବିବିଧତା ପାଇଁ ପ୍ରୋତ୍ସାହନ ଏବଂ ପୁରସ୍କାର ସମ୍ବନ୍ଧରେ ଆଲିକପତ୍ କରିଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଜି. କୃଷ୍ଣ ପ୍ରସାଦ ତାଙ୍କ ଅଭିଭାଷଣରେ ଦେଶୀ ବିହନ, ଦେଶୀ ଚାଷ ଯାତ୍ରାରେ ପ୍ରଫେସର ରାଧାମୋହନ ଓ ସମ୍ଭବ ସଂଗଠନର ଗୋଟେ ସୁଦୀର୍ଘ ପ୍ରଭାବ ରହିଥିବା କଥା ଉଲ୍ଲେଖ କରିଥିଲେ l

ତାଙ୍କ ସଂଗଠନର ଦେଶୀ ଧାନ ବିହନ ଓ ଚାଉଳ କାର୍ଯ୍ୟକ୍ରମର ଶ୍ରେୟ ସମ୍ଭବ ଓ ପ୍ରଫେସର ରାଧାମୋହନ ଙ୍କୁ ଯାଏ ବୋଲି ସେ କହିଥିଲେ । ଦେଶୀ ବିହନ ତଥା ପାରମ୍ପରିକ ଖାଦ୍ଯ ଶସ୍ୟ ର ସଂରକ୍ଷଣ କାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଆଲୋକପାତ କରିଛନ୍ତି । ବରଗଡ଼ ଜିଲ୍ଲା ଅଧିନସ୍ଥ ଅହିଂସା କ୍ଲବ ର ପ୍ରତିଷ୍ଠାତା ଶିବ ପ୍ରସାଦ ସାହୁ ଙ୍କୁ ତାଙ୍କ ଦୀର୍ଘବର୍ଷ ର ଦେଶୀ ବିହାନ ସଂରକ୍ଷଣ ତଥା ଜୈବ ବିବିଧତା ସଂରକ୍ଷଣ ଏବଂ ପ୍ରାକୃତିକ କୃଷୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି ।

ଏହି ଉପଲକ୍ଷେ ପ୍ରଫେସର ରାଧାମୋହନ ନୟାଗଡ଼ ଜିଲ୍ଲାର ୧୭ ଖଣ୍ଡ ଗାଁ କୁ ପ୍ରେରିତ କରି ଜଙ୍ଗଲ ସୃଷ୍ଟି କରିଥିବା କାର୍ଯ୍ୟକୁ ନେଇ କ୍ଷୁଦ୍ର ଚଳଚିତ୍ର ‘ପୁନର୍ଜୀବନ’ ପ୍ରଦର୍ଶିତ କରାଯାଇଛି l ସମ୍ଭବ ଦ୍ୱାରା ପ୍ରାୟୋଜିତ ଓଲମ୍ପାଇଡ ଅନ ସର୍ଭାଇବଲ୍ ଆଣ୍ଡ ସଷ୍ଟାନବିଲିଟି କାର୍ଯ୍ୟକ୍ରମରେ ବିଜେତା ବିଭିନ୍ନ ସ୍କୁଲ ପିଲମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ବର୍ଷ ତମାମ ରାଜ୍ୟରେ ବୃକ୍ଷ ରୋପଣ କାର୍ଯ୍ୟ ମାଧ୍ୟ୍ୟମରେ ପ୍ରଫେସର ରାଧାମୋହନ ଙ୍କୁ ସବୁଜ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିବାକୁ ଡ଼ ମହମ୍ମଦ ଇମ୍ରାନ ଅଲି ନିଵେଦନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଗୁରୁ କୃଷ୍ଣ ଚନ୍ଦ୍ର ବରାଳ, ବାଳକୃଷ୍ଣ ଜେନା, ଅମର୍ତ୍ୟ କୁମାର, ଶ୍ୟାମଳୀ ଲେଙ୍କା, ରଞ୍ଜିତା କବି ଯୋଗଦାନ କରି ସଙ୍ଗୀତ ମାଧ୍ୟମରେ ପ୍ରଫେସର ରାଧାମୋହନ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି କାର୍ଯ୍ୟକ୍ରମ କୁ ପଦ୍ମଶ୍ରୀ ସାବରମତୀ, ଡଃ ବିଶ୍ଵଭାରତୀ, ଅମରାବତୀ ଏବଂ ଡା ଶ୍ରଦ୍ଧା ଶତପର୍ବା ପରିଚାଳନା କରିଛନ୍ତି। ଶେଷରେ ଡଃ ପଦ୍ମଶ୍ରୀ ସାବରମତି ଧନ୍ୟବାଦ ଅର୍ପଣ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦେବସ୍ନାନ ପୂର୍ଣ୍ଣିମା ୨୦୨୬ ଲାଗି ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଦେବସ୍ନାନ ପୂର୍ଣ୍ଣିମା ୨୦୨୬ ଲାଗି ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 12, 2026
  ହାଇ-ଟେକ୍ ମେଡିକାଲ୍ କଲେଜ କକ୍ଲିୟର ଇମ୍ପ୍ଲାଣ୍ଟ କାର୍ଯ୍ୟକ୍ରମ

  ହାଇ-ଟେକ୍ ମେଡିକାଲ୍ କଲେଜ କକ୍ଲିୟର ଇମ୍ପ୍ଲାଣ୍ଟ କାର୍ଯ୍ୟକ୍ରମ

June 12, 2026
ଦଳ ଡିଆଁ ଗଣତନ୍ତ୍ର ପାଇଁ ବିପଦ  !

ଦଳ ଡିଆଁ ଗଣତନ୍ତ୍ର ପାଇଁ ବିପଦ  !

June 12, 2026
 ବରଗଡ଼ ଜିଲ୍ଲା ର ଶିବ ପ୍ରସାଦ ସାହୁ ଙ୍କୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନ 

 ବରଗଡ଼ ଜିଲ୍ଲା ର ଶିବ ପ୍ରସାଦ ସାହୁ ଙ୍କୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନ 

June 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦେବସ୍ନାନ ପୂର୍ଣ୍ଣିମା ୨୦୨୬ ଲାଗି ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଦେବସ୍ନାନ ପୂର୍ଣ୍ଣିମା ୨୦୨୬ ଲାଗି ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 12, 2026
  ହାଇ-ଟେକ୍ ମେଡିକାଲ୍ କଲେଜ କକ୍ଲିୟର ଇମ୍ପ୍ଲାଣ୍ଟ କାର୍ଯ୍ୟକ୍ରମ

  ହାଇ-ଟେକ୍ ମେଡିକାଲ୍ କଲେଜ କକ୍ଲିୟର ଇମ୍ପ୍ଲାଣ୍ଟ କାର୍ଯ୍ୟକ୍ରମ

June 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version