• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ

Proprietor Abhimanyu Maharana by Proprietor Abhimanyu Maharana
July 24, 2021
in ଓଡ଼ିଶା, ମହାନଗର, ହୋମ୍
0
ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ଶନିବାର) ଭୁବନେଶ୍ୱର :- ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ (ଜେ .ଡି ସି .ଆଇ ) ସମଗ୍ର ଦେଶର ସାମ୍ବାଦିକ ମାନଙ୍କର ସମୂହ ସ୍ୱାର୍ଥ ସାଧନ ଓ ସାମଗ୍ରିକ କଲ୍ୟାଣ ପାଇଁ ଅଭିପ୍ରେତ ବୋଲି ଏହାର ଜାତୀୟ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ତଥା ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ମତ ପ୍ରକାଶ କରିଛନ୍ତି | ଭାରତର ସମସ୍ତ ସାମ୍ବାଦିକ ସଂଘ ଏବଂ ସଂଗଠନ ଗୁଡିକର ଉର୍ଦ୍ଧରେ ରହି ଏହା କର୍ମରତ ସାମ୍ବାଦିକ ମାନଙ୍କୁ ଉଚିତ ମର୍ଯ୍ୟାଦା , ସାମାଜିକ ସ୍ୱୀକୃତି ଏବଂ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରାଇବା ପାଇଁ ପ୍ରୟାସ କରିବ ବୋଲି ଶ୍ରୀ ଦ୍ୱିବେଦୀ ଘୋଷଣା କରିଛନ୍ତି | ଜେ.ଡି.ସି.ଆଇ ଏବଂ ରୋଟାରି କ୍ଲବ ରୟାଲ ତରଫରୁ ଏଠାକାର ବାଣୀବିହାର ପରିସର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଦ୍ୱିବେଦୀ ସାମ୍ବାଦିକ ମାନେ ସେମାନଙ୍କର ପ୍ରକୃତ ନ୍ୟାୟ ହାସଲ ପାଇଁ ବହୁ ସଂଖ୍ୟାରେ ଯେଡ଼ିସିଆଇ ସହିତ ଯୋଡି ହେବାକୁ ଆହ୍ୱାନ ଜଣାଇଛନ୍ତି |

ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସଭାରେ ସ୍ୱାଗତ ଭାଷଣ ପ୍ରଦାନ କରି ଓ.ୟୁ.ଡବ୍ଲୁ.ଜେ ର ଉପସଭାପତି ରଜନୀକାନ୍ତ ସାମନ୍ତରାୟ , ଜେ .ଡି .ସି .ଆଇ ମୁଖ୍ୟତଃ ସାମ୍ବାଦିକ ମାନଙ୍କର ଲୋଗୋ ଓ ଉପସର୍ଗକୁ ଚୂଡାନ୍ତ କରିବା ସହିତ ଓଡ଼ିଶାରେ ପ୍ରଥମ ଭାରତୀୟ ସାମ୍ବାଦିକ କଂଗ୍ରେସକୁ ଆହୂତ କରିବା ପାଇଁ ସୁଚାଇଥିଲେ | ବୈଠକକୁ ଟେଲି କାନଫରେନସିଙ୍ଗ ଜରିଆରେ ସମ୍ବୋଧନ କରି ଜେ .ଡି .ସି .ଆଇ ଓଡିଶା ଶାଖାର ସଭାପତି ଗୋପାଳକୃଷ୍ଣ ମହାପାତ୍ର ସାମ୍ବାଦିକ ମାନଙ୍କର ବୃହତ୍ତର ଅଭ୍ୟୁଥାନକୁ ସାକାର କରିବା ପାଇଁ ତାଙ୍କ ସଂଗଠନର ସକ୍ରିୟ ଓ ସଚ୍ଚା ପ୍ରୟାସ ପ୍ରଶଂସନୀୟ ବୋଲି ଦର୍ଶାଇଥିଲେ |

ସମାବେଶରେ ଉଦବୋଧନ ଦେଇ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର ୧୯୪୭ ମସିହା ଦେଶ ସ୍ୱାଧୀନ ହେବା ସମୟରୁ ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ବୋଲି ଆଖ୍ୟା ଦିଆଯାଉଥିଲେ ସୁଦ୍ଧା ପ୍ରକୃତ ପକ୍ଷେ ବର୍ତମାନ ପର୍ଯ୍ୟନ୍ତ ସାମ୍ବାଦିକ ମାନଙ୍କୁ ସେଭଳି କୌଣସି ସାମ୍ବିଧାନିକ ମାନ୍ୟତା ମିଳି ନଥିବା ନେଇ ଗଭୀର କ୍ଷୋଭ ପ୍ରକାଶ କରିଥିଲେ | ସାମ୍ବାଦିକ ମାନଙ୍କର ଆନୁଷ୍ଠାନିକ ନର୍ଯ୍ୟା ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଜେ .ଡି .ସି .ଆଇ ଉତ୍ସର୍ଗିକୃତ ସାଧନା ଓ ସଂଘର୍ଷ ଜାରି ରଖିବା ବୋଲି ଶ୍ରୀ କର ଉଲ୍ଲେଖ କରିଥିଲେ |

ସଭାରେ ନିଜର ବକ୍ତବ୍ୟ ପ୍ରଦାନ କରି ଜେ .ଡି .ସି .ଆଇ ସେକ୍ରେଟେରୀ ଜେନେରାଲ ସନତ ମିଶ୍ର ଓଡ଼ିଶାର ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀ ମାନେ ଜେ .ଡି .ସି .ଆଇ ସହିତ ହାତ ମିଳେଇବାକୁ ନିବେଦନ କରିଥିଲେ | ବୈଠକରେ ରୋଟାରୀ କ୍ଲବ୍ ଅଫ ଭୂବନେଶ୍ୱର ରୟାଲ୍କୁ ପ୍ରତିନିଧିତ୍ବ କରି ସଭାପତି ଅଜୟ କୁମାର ପଟ୍ଟନାୟକ ଜେ .ଡି .ସି .ଆଇର ଲକ୍ଷ ଓ ଯୋଜନା ଗୁଡିକୁ ଫଳପ୍ରସୂ କରିବା ଦିଗରେ ତାଙ୍କର କ୍ଲବ ପୁର୍ଣ ସହଯୋଗ କରିବା ପାଇଁ ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ | ଖୁବ ଶୀଘ୍ର କେବଳ ସାମ୍ବାଦିକ ମାନଙ୍କ ପାଇଁ ଏକ ଚକ୍ଷୁ ଶିବିର ଆୟୋଜନ କରାଯାଉଥିବାର ସେ ସୂଚନା ପ୍ରଦାନ କରିଥିଲେ |

ଏହି ସମାବେଶରେ ଜେ .ଡି .ସି .ଆଇର ସଦସ୍ୟ ସଞ୍ଜୟ ଦାସ , ପାର୍ଥ ସାରଥୀ ଜେନା ,ନିମେଇ ଚରଣ ଦାସ , ପବିତ୍ର ମହାରଥା , ସନାତନ ଦଳବେହେରା , ପ୍ରଦ୍ୟୁମ୍ନ ଦାସ ,ସୁଧୀର କୁମାର ପଣ୍ଡା , ପ୍ରିୟରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ | ରୋଟାରୀ କ୍ଲବ୍ ତରଫରୁ ସଭାପତି ଅଜୟ କୁମାର ପଟ୍ଟନାୟକ, ମିଡ଼ିଆ ସେଲ୍ ବିଭୂତି ଭୂଷଣ କର,ପୂର୍ବତନ ପ୍ରାନ୍ତପାଳ ରବିନାରାୟଣ ନନ୍ଦ,ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସାହୁ,ପିପି ପ୍ରଦୀପ କୁମାର ଦାସ, ସଂଜୀତ୍ ଜେନା,ସ୍ମରଣ ମିଶ୍ର,ଦୀପକ ସେହଗଲ୍,ଇନର୍ ହୁଇଲ୍ କ୍ଲବ୍ ସଭାପତି କଳ୍ପନା ବିଶ୍ୱାଳ,ସଂପାଦକ ଲୋପାମୂଦ୍ରା ମିଶ୍ର,କୋଷାଧ୍ୟକ୍ଷା କାଦମ୍ବିନୀ ରଥ,ଡି ଆର ଆର୍ ସ୍ମୃତି ରଞ୍ଜନ ବିଶ୍ୱାଳ, ସାଗରିକା ସାମଲ ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ଏହି ଅବସରରେ ଉପସ୍ଥିତ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ବିଭିନ୍ନ ପରିବେଶ ଉପଯୋଗୀ ବୃକ୍ଷ ରୋପଣ କରିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
 ବରଗଡ଼ ଜିଲ୍ଲା ର ଶିବ ପ୍ରସାଦ ସାହୁ ଙ୍କୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନ 

 ବରଗଡ଼ ଜିଲ୍ଲା ର ଶିବ ପ୍ରସାଦ ସାହୁ ଙ୍କୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନ 

June 12, 2026
ଦେଶର ୭୦ କୋଟି ଯୁବକଙ୍କୁ ସମ୍ପତ୍ତି ବୋଲି କହିବା ସହ ଜନସାଂଖ୍ୟିକ ଲାଭାଂଶକୁ ବିକାଶ ଲାଭାଂଶରେ ରୂପାନ୍ତରିତ କରିବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

ଦେଶର ୭୦ କୋଟି ଯୁବକଙ୍କୁ ସମ୍ପତ୍ତି ବୋଲି କହିବା ସହ ଜନସାଂଖ୍ୟିକ ଲାଭାଂଶକୁ ବିକାଶ ଲାଭାଂଶରେ ରୂପାନ୍ତରିତ କରିବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

June 12, 2026
AM/NS India Leads Capability Building with BITS Pilani, Celebrates Graduation of First MBA Batch in Manufacturing Management

AM/NS India Leads Capability Building with BITS Pilani, Celebrates Graduation of First MBA Batch in Manufacturing Management

June 11, 2026
AM/NS India and IIT Roorkee Sign Strategic MoU to Advance Education, Research and Innovation in Manufacturing and Steel Technologies

AM/NS India and IIT Roorkee Sign Strategic MoU to Advance Education, Research and Innovation in Manufacturing and Steel Technologies

June 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

 ବରଗଡ଼ ଜିଲ୍ଲା ର ଶିବ ପ୍ରସାଦ ସାହୁ ଙ୍କୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନ 

 ବରଗଡ଼ ଜିଲ୍ଲା ର ଶିବ ପ୍ରସାଦ ସାହୁ ଙ୍କୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନ 

June 12, 2026
ଦେଶର ୭୦ କୋଟି ଯୁବକଙ୍କୁ ସମ୍ପତ୍ତି ବୋଲି କହିବା ସହ ଜନସାଂଖ୍ୟିକ ଲାଭାଂଶକୁ ବିକାଶ ଲାଭାଂଶରେ ରୂପାନ୍ତରିତ କରିବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

ଦେଶର ୭୦ କୋଟି ଯୁବକଙ୍କୁ ସମ୍ପତ୍ତି ବୋଲି କହିବା ସହ ଜନସାଂଖ୍ୟିକ ଲାଭାଂଶକୁ ବିକାଶ ଲାଭାଂଶରେ ରୂପାନ୍ତରିତ କରିବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version