ନୟାଗଡ଼ ରେ ବାଲ୍ୟ ବିବାହ କୁ ରୋକିଲା – ଚାଇଲ୍ଡଲାଇନ

ଓଡ଼ିଶା ତାଜା ନ୍ୟୁଜ (୧୩ ଜୁଲାଇ , ମଙ୍ଗଳବାର )ନୟାଗଡ /ରିପୋର୍ଟ ଅଭିମନ୍ୟୁ ମହାରଣା :- ନୟାଗଡ ଚାଇଲ୍ଡଲାଇନ ଆଜି ଦୁଇଟି ବାଲ୍ୟବିବାହ ବନ୍ଦ କରାଯାଇଛି ନୂଆଗାଁ ବ୍ଲକ ର 1- ବେରୁଆ ବାରି ,ବାହାଡାଝୋଲା ନୂଆଗାଁ ପିଲାର ବୟସ 16 ବର୍ଷ ଅଷ୍ଟମ କ୍ଳାସ ରୁ ପାଠ ଛାଡି ଦେଇଛି ବାପା – ଜଳନ୍ଧର ନାୟକ ମା – ସଜନୀ ନାୟକ ଝିଅଟିର ବିବାହ ଆସନ୍ତା 14/7/21 ରେ ପୁଅ ଘରେ ହୋଇଥାନ୍ତା ପୁଅ – ବିଦ୍ୟାଧର ନାୟକ 25 ବର୍ଷ ରଙ୍ଗ କାମ କରେ ବାପା – ଭକୁଳି ନାୟକ ଗ୍ରାମ – ସିଆରୀମାଲ ଓଡ଼ଗାଁ .

2- ଛଦ୍ମନାମ 15 ବର୍ଷ ବାପା- ରମେଶ କୁମାର ନାୟକ ମା- କୁମାରୀ ନାୟକ ଗ୍ରାମ- ନରଜି ପଡ଼ା କୁମୁଣ୍ଡି ,ଦଶପଲ୍ଲା ଝିଅଟିକୁ ପୁଅ ତାଙ୍କ ନିଜ ଘରକୁ ଆଣି ଓ ଘର ଲୋକ ମିଶି ୮ ତାରିଖରେ ବିବାହ କରିଦେଇଛନ୍ତି ଚାଇଲ୍ଡଲାଇନ ୧୦୯୮ ଖବର ଆସିବା ପରେ ଝିଅକୁ ପୁଅ ଘରୁ ଉଦ୍ଧାର କରାଯାଇ

ଜିଲ୍ଲା ଶିଶୁମଙ୍ଗଳ ସମିଟି ସୁଭାଷ ଚନ୍ଦ୍ର ମହାନ୍ତି ଙ୍କ ପାଖରେ ହାଜର କରାଯାଇ ପିଲା ଦୁଇଟିକୁ ୱାନ୍ ଷ୍ଟପ୍ ସେଣ୍ଟର ରଖାଯାଇଛି ପୁଅ- ସିଲୁ ନାୟକ 25 ବର୍ଷ ବାପା – ଚୈତନ୍ୟ ନାୟକ ଗ୍ରାମ – ଖୁଣ୍ଟୁ ବନ୍ଧ ମହିପୁର ନୂଆଗାଁ ଚାଇଲ୍ଡଲାଇନ ର ଚନ୍ଦ୍ର ଶେଖର ବେହେରା ସ୍ବର୍ଣ୍ଣାଲତା ଜେନା ଅଳକା ପାହାଡ ସିଙ୍ଗ ଓ ବହାଡ଼ାଝୋଲା ଫାଣ୍ଡି ଓ ମହିପୁର ଫାଣ୍ଡି ର କର୍ମକର୍ତା ଯାଇଥିଲେ ।