୧୫ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ବ୍ଲକ୍ ଶ୍ରୀକୃଷ୍ଣ ପୁର ଗ୍ରାମ ପଞ୍ଚାୟତ ରେ ବହୁ ଆଡ଼ମ୍ବରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଥିଲା । ଏଥିରେ ପଞ୍ଚାୟତ ରେ ହୋଇ ଥିବା ବହୁ ଉନ୍ନତୀ ମୂଳକ କାର୍ଯ୍ୟ କ୍ରମ ବିଶୟ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଆଲୋଚନା କରିଥଲେ ।

ତାପରେ କିଭଳି ଭାବରେ ଜେନା ଙ୍କ ସୂ ପୁତ୍ର ଶ୍ରୀଯୁକ୍ତ ଅଙ୍କିତ ପ୍ରତାପ ଜେନା ମହୋଦୟ ଙ୍କ ପାଈଁ ନିର୍ବାଚନ ର ଭୋଟ ଭିକ୍ଷା କରି ଥିଲେ । ବିଧାୟକ ପ୍ରାଥୀ ଅଙ୍କିତ ପ୍ରତାପ ଜେନା ମଧ୍ଯ ସଭାରେ ବସିଥିବା ସମସ୍ତ ଗୁରୁଜନ ,ମହିଳା , ଯୁବ ଓ ଛାତ୍ର ମାନଙ୍କ ପାଖରେ ଭୋଟ ଭିକ୍ଷା କରିଥିଲେ । ତା ପରେ ଶ୍ରୀକୃଷ୍ଣ ପୁର ପଞ୍ଚାୟତ ରେ ହୋଇ ଥିବା କର୍ମୀ ସମ୍ମିଳନୀ ର ସଭା ସାଙ୍ଗ ହୋଇ ଥିଲା ।















