No Result
View All Result
ପୀଠ ପରିଷଦ-ଆଦିତ୍ୟ ବାହିନୀ – ଆନନ୍ଦ ବାହିନୀ, ପାରାଦ୍ୱୀପ ଶାଖାର ସାମାଜିକ ସେବା ପ୍ରକଳ୍ପ
ସୁସଂସ୍କୃତ, ସୁଶିକ୍ଷିତ, ସୁରକ୍ଷିତ, ସମ୍ପନ୍ନ, ସେବାପରାୟଣ, ସ୍ଵସ୍ଥ ଓ ସର୍ବହିତପ୍ରଦ ବ୍ୟକ୍ତି ତଥା ସମାଜର ସଂରଚନା ଏବଂ ‘ଧର୍ମନିୟନ୍ତ୍ରିତ-ପକ୍ଷପାତବିହୀନ ଶୋଷଣଵିନିର୍ମୁକ୍ତ ସର୍ବହିତପ୍ରଦ ସନାତନ ଶାସନତନ୍ତ୍ରର ସ୍ଥାପନା ।’
୧୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରାଦ୍ଵୀପ :-> ଗୋବର୍ଦ୍ଧନ ମଠ ପୀଠ ପରିଷଦ- ଆଦିତ୍ୟ ବାହିନୀ – ଆନନ୍ଦ ବାହିନୀ, ପାରାଦ୍ଵୀପ ଶାଖା ତତଫରୁ ବିଭାଗ ସଚିବ ଶ୍ରୀ ଶ୍ରୀକୁମାର ରାଜଗୁରୁ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଜଗଦଗୁରୁ ଭଗବତ୍ ପାଦ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ (ବୈଶାଖ ଶୁକ୍ଳ ପଞ୍ଚମୀର ତା-୧୨.୦୫.୨୦୨୪) ଅବସରରେ ପାରାଦ୍ଵୀପରେ ଦରିଦ୍ର ନାରାୟଣଙ୍କୁ ଛତା, ପାଣି ବୋତଲ ଓ ପ୍ରସାଦ ସେବନ କରାଯାଇଥିଲା । ଜନ ସାଧାରଣଙ୍କୁ ବି ଏହି ପୂଣ୍ୟ ତିଥିରେ ପ୍ରସାଦ ବିତରଣ କରାଯାଇଥିଲା ।
ଗୋବର୍ଦ୍ଧନ ମଠ ପୀଠ ପରିଷଦ- ଆଦିତ୍ୟ ବାହିନୀ – ଆନନ୍ଦ ବାହିନୀ, ପାରାଦ୍ଵୀପ ଶାଖା ତତଫରୁ ବିଭାଗ ସଚିବ ଶ୍ରୀ ଶ୍ରୀକୁମାର ରାଜଗୁରୁ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଜଗଦଗୁରୁ ଭଗବତ୍ ପାଦ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ (ବୈଶାଖ ଶୁକ୍ଳ ପଞ୍ଚମୀର ତା-୧୨.୦୫.୨୦୨୪) ଅବସରରେ ପାରାଦ୍ଵୀପରେ ଦରିଦ୍ର ନାରାୟଣଙ୍କୁ ଛତା, ପାଣି ବୋତଲ ଓ ପ୍ରସାଦ ସେବନ କରାଯାଇଥିଲା । ଜନ ସାଧାରଣଙ୍କୁ ବି ଏହି ପୂଣ୍ୟ ତିଥିରେ ପ୍ରସାଦ ବିତରଣ କରାଯାଇଥିଲା ।
ଏହି ମହତ୍ କାର୍ଯ୍ୟରେ
ଶ୍ରୀ ସୂର୍ଯ୍ୟକାନ୍ତ ଶତପଥୀ, ଶ୍ରୀ ଦେବବ୍ରତ ସାହୁ, କ୍ୟାପଟେନ ପ୍ରଶାନ୍ତ କୁମାର ସାହୁ,
ଶ୍ରୀ ଭବାନୀ ଶଙ୍କର ପଣ୍ଡା
ଶ୍ରୀମତୀ ପ୍ରିୟଙ୍କା ଉପାଧ୍ୟାୟ,ଶ୍ରୀ କେ ସନ୍ନ୍ୟାସୀ ରାଓ, ସନ୍ତୋଷ ରାୟ
ଶ୍ରୀ ବିଜୟ କୁମାର ନାୟକ,
ଶ୍ରୀ ହେମନ୍ତ କୁମାର ମଲ୍ଲିକ
ଶ୍ରୀ ଯଦୁମଣି ସାହୁ, ଅଲେଖ ଚରଣ ଦାସ
ସୁବ୍ରତ କୁମାର ମଲ୍ଲିକ,ଅଟଳ ବିହାରୀ ତରାଇ ଆଦି କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ।
ସଙ୍ଗଠନ ତରଫରୁ ବର୍ତ୍ତମାନର ଗୋବର୍ଦ୍ଧନ ମଠ ପୁରୀ ପିଠାଧିଶ୍ୱର ଜଗଦଗୁରୁ ସ୍ବାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଏହି ସଂଗଠନର ଉଦ୍ଦେଶ୍ୟ:- ସୁସଂସ୍କୃତ, ସୁଶିକ୍ଷିତ, ସୁରକ୍ଷିତ, ସମ୍ପନ୍ନ, ସେବାପରାୟଣ, ସ୍ଵସ୍ଥ ଓ ସର୍ବହିତପ୍ରଦ ବ୍ୟକ୍ତି ତଥା ସମାଜର ସଂରଚନା ଏବଂ ‘ଧର୍ମନିୟନ୍ତ୍ରିତ-ପକ୍ଷପାତବିହୀନ ଶୋଷଣଵିନିର୍ମୁକ୍ତ ସର୍ବହିତପ୍ରଦ ସନାତନ ଶାସନତନ୍ତ୍ରର ସ୍ଥାପନା ।’ ସହଯୋଗ କରିଥିଲେ ସୂର୍ଯ୍ୟକାନ୍ତ ଶତପଥୀ ଦେବବ୍ରତ ସାହୁ କ୍ୟାପଟେନ ପ୍ରଶାନ୍ତ କୁମାର ସାହୁ ଭବାନୀ ଶଙ୍କର ପଣ୍ଡା ପ୍ରିୟଙ୍କା ଉପାଧ୍ୟାୟ କେ ସନ୍ନ୍ୟାସୀ ରାଓ ସନ୍ତୋଷ ରାୟ ବିଜୟ କୁମାର ନାୟକ ହେମନ୍ତ କୁମାର ମଲ୍ଲିକ ଯଦୁମଣି ସାହୁ ଅଲେଖ ଚରଣ ଦାସ ସୁବ୍ରତ କୁମାର ମଲ୍ଲିକ ଅଟଳ ବିହାରୀ ତରାଇ .
No Result
View All Result