No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶନିବାର ) ଗଞ୍ଜାମ :- ପାଣି ଲାଗି ହା ହା କାର ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗାୟଗଣ୍ଡ଼ା ରେ ପାନୀୟ ଜଳ ଲାଗି ଶତାଧିକ ହରିଜନ ପରିବାର ଙ୍କୁ ଅନ ଦେଖା ମାସିକ 50 ଟଙ୍କା ଲେଖାଏଁ ଚାନ୍ଦା ଦେଲେ ସୁଦ୍ଧା ହରିଜନ ବସ୍ତିକୁ ଘୃଣା ଭାବ ଦେଖି ଜଳ ଯୋଗାଣ ହେଉନାହିଁ ଆଜି ଶତାଧିକ ମହିଳା ଗରା ମାଠିଆ ଧରି କାର୍ଯ୍ୟାଳୟ ଠାରେ ଘେରାଉ କରିଥିଲେ
କେହିଜଣେ କର୍ତ୍ତାମାସିକ 1000 ଟଙ୍କା ଦେଲେ ଜଳ ଯୋଗାଣ ହେବ ବୋଲି ଧମକ ଦେବାରୁ ପରିସ୍ଥିତି ଜଟିଳ ହେବାକୁ ଲାଗିଲା ଆଜି ରାତି ହୋଇଯିବାରୁ ମହିଳା ମନେ ଜଳ ଯୋଗାଣ କର୍ମଚାରୀଙ୍କୁ ତାଗିଦ୍ କରି ଯାଇଛନ୍ତି ତୁରନ୍ତ ଜଳ ଯୋଗାଣ ନ ହେଲେ । ଘୃଣା ଭାବ ଦୂର୍ ନ ହେଲେ।ଆଗାମୀ ଦିନରେ ପରିସ୍ଥିତି ଜଟିଳ ହେବ କହି ଫେରି ଲେ (ପ୍ରମୋଦ କୁମାର ପାତ୍ର)
No Result
View All Result