No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଶୁକ୍ରବାର) ନୟାଗଡ଼ :- ଓଡିଶା ପ୍ରଦେଶ ର YOUTH FOR ACTION ର ରାଜ୍ୟ ଟିମ ଏବଂ ସମସ୍ତ ଜିଲ୍ଲା ଟିମ ଘୋଷଣା ହୋଇ ଯାଇଛି l ନୟାଗଡ଼ ଜିଲ୍ଲା ର ଜିଲ୍ଲା ସଭାପତି ଭାବରେ ଦାଇତ୍ୱ ପାଇଛନ୍ତି ୟୁବ ଛାତ୍ର ନେତା ପରମେଶ୍ୱର ସାହୁ ଭୁବନେଶ୍ୱର ସାଂସଦ ମାନନିୟା ଅପରାଜିତା ଷଡ଼ଙ୍ଗୀ ଙ୍କ ଦ୍ଵାରା ଓଡିଶା ର ବଛା ବଛା ୟୁବ ପ୍ରତିଭା ଙ୍କୁ ପ୍ରତ୍ୟକ କ୍ଷେତ୍ର ରେ ସଂଗଠନ ର ଦାୟିତ୍ୱ ପ୍ରଦାନ କରାଯାଇଛି ସେହିପରି ଭାବରେ ନୟାଗଡ଼ ର ଜିଲ୍ଲା ସଭାପତି ଭାବରେ ମାଡାମ ଅପରାଜିତା ଷଡ଼ଙ୍ଗୀ ପରମେଶ୍ୱର ସାହୁ ଙ୍କ ଉପରେ ଆସ୍ଥା ଓ ବିଶ୍ବସ କରି ଜିଲ୍ଲା ଗୁରୁ ଦାୟିତ୍ୱ ଦେଇଛନ୍ତି l

ପରମେଶ୍ୱର ପୂର୍ବରୁ ନୟାଗଡ ଜିଲ୍ଲା ABVP ର ଜିଲ୍ଲା ସହ ସଂଯୋଜକ ଥିବାବେଳେ, ନୟାଗଡ଼ ର ଜଣେ ଟାଣୁଆ ଛାତ୍ର ନେତା ଭାବେ ପରିଚିତ ଏବଂ ନୟାଗଡ଼ ଜିଲ୍ଲା ରେ କେଉଁଭଳି ଆଗାମୀ ଦିନରେ ସଂଗଠନ ମଜବୁତ ହେବ ସେଥି ନେଇ ଆଲୋଚନା କରିଥିଲେ l ଓଡିଶା ରେ 6ଲକ୍ଷ୍ୟ 42ହଜାର ମେମ୍ବର ସିପି କରିବାର ଲକ୍ଷ୍ୟ ଥିବାବେଳେ ନୟାଗଡ଼ ଜିଲ୍ଲା ରେ 10 ହଜାର ମେମ୍ୱର ସିପି କରିବାର ଲକ୍ଷ୍ୟ ରଖିଛନ୍ତି ପରମେଶ୍ୱର ସାହୁ l

ବିଭିନ୍ନ ସାମାଜିକ କ୍ଷେତ୍ର ରେ ନୟାଗଡ଼ ଜିଲ୍ଲା ର ଉର୍ନତି ତଥା ବିଭିନ୍ନ ଲୋକଉର୍ନତି କାର୍ଯ୍ୟକ୍ରମ ମାଧ୍ୟମରେ ନୟାଗଡ଼ ଜିଲ୍ଲା ରେ ସଂଗଠନ କୁ ମଜବୁତ କରିବାର ଗୁରୁ ମନ୍ତ୍ର ମଧ୍ୟ ସାଂସଦ ଦେଇଥଲେ ରାଜ୍ୟ ସଂଯୋଜକ ଦେବାଶିଷ ନାୟକ,ଏବଂ ସହ ସଂଯୋଜକ ସୁଜିତ ସିଙ୍ଗ ଓ ଇଷ୍ଟନ ଜୋନ ସଭାପତି ରାଜେନ୍ଦ୍ର ନାୟକ ଙ୍କୁ ଧନ୍ୟବାଦ ଦେବା ସହ ପରମେଶ୍ୱର ସାହୁ ଙ୍କୁ ମିଳିଥିବା ଦାୟିତ୍ୱ ର ମର୍ଯ୍ୟାଦା ରକ୍ଷାକରି ସଂଗଠନ କୁ ସାରା ଜିଲ୍ଲା ରେ ଲୋକ ଙ୍କ ନିକଟତର କରିବା ସହ ଲୋକ କିଭଳି ଗ୍ରହଣୀୟ କରି ପାରିବେ ସେଥିପାଇଁ ଆପଣ ମାନଙ୍କ ଆଶ୍ରିବାଦ ଭିକ୍ଷା କରୁଛନ୍ତି ପରମେଶ୍ୱର (ରିପୋଟ -ରାମକୃଷ୍ଣ ରଥ)
No Result
View All Result