• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀ : ତିନି ରଥର ୪ଟି ଲେଖାଏଁ ଦ୍ୱାର ବେଢ଼ା ଲାଗିବା କାର୍ଯ୍ୟ ସମ୍ପନ୍ନ – ପଟା ପଡି ସିଂହାସନ ପାଇଁ ବେଦି ନିର୍ମାଣ ଶେଷ

Proprietor Abhimanyu Maharana by Proprietor Abhimanyu Maharana
July 2, 2021
in ଓଡ଼ିଶା, ପୁରୀ, ହୋମ୍
0
ପୁରୀ : ତିନି ରଥର ୪ଟି ଲେଖାଏଁ ଦ୍ୱାର ବେଢ଼ା ଲାଗିବା କାର୍ଯ୍ୟ ସମ୍ପନ୍ନ – ପଟା ପଡି ସିଂହାସନ ପାଇଁ ବେଦି ନିର୍ମାଣ ଶେଷ
Share on FacebookShare on TwitterWhatsapp

ତା ୧.୭.୨୦୨୧ , ଗୁରୁବାର ରଥଖଳାରୁ 

ରଥ ନିର୍ମାଣ ଅଗ୍ରଗତି ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ :- ୧୯୭ ତିନିରଥର ମୋଟ ମହାରଣା ୭୮ ତିନିରଥର ଭୋଇ ସେବକ ୭୬ ତିନିରଥର କରତି ସେବକ ୫ ପାହି ମହାରଣା ୧ ଓଝା ବା କମାର ସେବକ ୧୬ ତୁମ୍ବ ବିନ୍ଧ କାରୀଗର ୧ ତିନିରଥ ରୂପକାର ସେବକ ୧୯ ରଥ ଖଳା ସହାୟକ ୧ ମୋଟ – ୧୯୭

ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର )ପୁରୀ ,ରିପୋର୍ଟ ଅଭିମନ୍ୟୁ ମହାରଣା  :-ରଥ ନିର୍ମାଣ ଅଗ୍ରଗତି  ତିନିରଥର ପ୍ରଭା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି ।  ଏଥସହ ଉକ୍ତ ପ୍ରଭା ଗୁଡିକ ଉପର ଭାଗରେ କଳସ, ଦୁଇ ପଟରେ ଦୁଇଟି ସିଂହ ସହ ରାହୁରୂପ, ତଳ ଭାଗ ଦୁଇପଟ ରେ ପଦ୍ମ ଡାଳି ଲତା ଏବଂ ନିମ୍ନ ଭାଗ ଦୁଇଅଟରେ ମଗର ମୁଖ ଚିତ୍ର ଅଙ୍କନ କରି ରୂପ ଖୋଦେଇ କାର୍ଯ୍ୟ ରୂପକାର ସେବକ ମାନେ ଆରମ୍ଭ କରିଛନ୍ତି । 

ତିନିରଥ ରେ ପଟା ପଡି ସିଂହାସନ ପାଇଁ ବେଦି ନିର୍ମାଣ ଶେଷ ହୋଇଛି ।  ତିନିରଥ ରେ ଘୋଡା ସେଟିଙ୍ଗ ବା ଘୋଡ଼ାଗୁଡିକୁ ମଜଭୁତ ଭାବେ ବାନ୍ଧି ରଖିବା ପାଇଁ ‘ଇଶ’ ନିର୍ମାଣ ଶେଷ ହୋଇଥିଲା, ଆଜି ଇଶ ରେ ବିନ୍ଧ କାର୍ଯ୍ୟ ସରି ସେଥିରେ ପଖିଆ (ଢ଼ିଙ୍କି ପରି) ଏବଂ ଗୁଣ୍ଠି ଫିଟିଙ୍ଗ ହୋଇଅଛି । ଏହି ଇଶ ଚାର ପରିଛା ଉପର ଦେଈ ସାଲଗୁଜ ପାର୍ଶ୍ୱ ଦେଇ ବ୍ରେକ ଚକ ଏବଂ ଦ୍ୱିତୀୟ ଚକ ମଧ୍ୟ ଭାଗରେ ତାଳ ପଟ ପଡି ସଂଯୋଗ ହେବ । 

ଏଥି ସହ ଘୋଡାକୁ ଉଠାଇ ଫିଟିଙ୍ଗ ସମୟରେ ଟେକି ଧରିବା ପାଇଁ ଦୁଇଟି ଲେଖାଁଏ ୬ ଗୋଟି ଆଶାବାଡି ନିର୍ମାଣ ଶେଷ ହୋଇଅଛି ।  ଏଥିସହ ତିନିରଥର ଚାରି ପାର୍ଶ୍ୱରେ ହଂସ ପଟା କଟିଙ୍ଗ, ଆବଶ୍ୟକ ଥିବା ୬ ଗୋଟି କନ୍ୟା ପଟା କଟିଙ୍ଗ ପାଇଁ ରଥ ଅମୀନ ରଥ ମହାରଣା ମାନଙ୍କୁ ପଟା ଯୋଗାଇ ଅଛନ୍ତି,ଉକ୍ତ ପଟା ଆବଶ୍ୟକ ପ୍ରକାରେ କଟିଙ୍ଗ ହୋଇ ରଂଜା ମରାହବା ପରେ ସେଥିରେ ଚିତ୍ରକର ସେବକ ହଂସ, କନ୍ୟା ଚିତ୍ର ଅଙ୍କନ ହୋଇ ରଥ ଚାରି ପାର୍ଶ୍ୱରେ ଫିଟିଙ୍ଗ ହେବ ।

ଆଜର ରଥ ନିର୍ମାଣ କାର୍ଯ୍ୟ ବନ୍ଦ ପୂର୍ବରୁ ତିନିରଥରେ ୧୨ ଗୋଟି ଦୁଆର ବେଢା ସହ ୨୪ ଗୋଟି ନାଟ ଗୋଡ ଦୁଆର ବେଢାରେ ସଂଯୁକ୍ତ ହୋଇ ଲାଗିଅଛି । ଚିତ୍ର କାର ସେବକ ମାନେ ତିନି ରଥର ଓଲଟ ଶୁଆ,କଳସ,ଋଷି ପଟା, ଦୁଆର ବେଢ଼ା, ଅଁଳା ରେ ରଂଗ କାର୍ଯ୍ୟ ଶେଷ କରି କନ୍ୟା ପଟା, ପାର୍ଶ୍ୱ ଦେବ ଦେବୀ,ସଖୀ, ଆଦିରେ ରୂପ ଅଙ୍କନ ଚିତ୍ର କରିବାସହ ତିନି ରଥ ର ପଟାଗୁଜ,କୋଣ ଗୁଜ, ଗୁଡିକରେ ଖୋଦିତ ରୂପ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରୀ ରଖି ଛନ୍ତି ।

ଦୋଳବେଦୀ ଅସ୍ଥାଇ କମାଇ ଶାଳରେ ଓଝା ସେବକ ମାନେ ସାରଥୀ ବାଗିଆ କଣ୍ଟା, ଘୋଡା ବାଗିଆ କଣ୍ଟା ନିର୍ମାଣସହ ଦୁଆର ବେଢା ସେଟିଙ୍ଗ ପାଇଁ କଣ୍ଟା ନିର୍ମାଣ କରି ମହାରଣା ମାନଙ୍କୁ ଯୋଗାଇ ଛନ୍ତି ।  ତିନିରଥର ଦରଜୀ ସେବକ ମାନେ ରଥ ବତା କାନା କଟିଙ୍ଗ ସହ ଲେସ ଫିଟିଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

June 30, 2026
ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version