No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୬ ଜୁନ ଶନିବାର) ବରଗଡ଼ :- ଗତକାଲି ପ୍ରକାଶ ପାଇଥିବା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ବରଗଡ଼ ଜିଲ୍ଲା ର ପାସ୍ ହାର ଶତକଡ଼ା ୯୬.୯୬ ରହିଛି । ସେଥିମଧ୍ୟରୁ ଏ ୧ ଗ୍ରେଡ ରେ ୮୪ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ଏ ୨ ଗ୍ରେଡ ରେ ୬୬୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି ।
ଚଳିତ ବର୍ଷ ଜିଲ୍ଲାର ୩୨୦ ଟି ହାଇସ୍କୁଲରୁ ୧୯,୩୨୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ସେଥିମଧ୍ୟରୁ ୧୮,୬୩୪ ଜଣ ପାସ୍ କରିଛନ୍ତି। କୈ।ତହିଁ ହାଇସ୍କୁଲ ର ରିଜଲଟ ଶୂନ୍ୟ ହୋଇନାହିଁ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result