No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍ ଶୁକ୍ରବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ପୌରପରିଷଦ ଅଧୀନରେ ଥିବା ଚିକିତ୍ସାଳୟ ରେ ୧୯୮୫ ମସିହା ଠାରୁ ଡ୍ରେସର ଭାବେ ଲୋକଙ୍କୁ ସେବା କରିଆଥିବା ପ୍ରଫୁଲ ବେହେରା,ଗତ କିଛିଦିନ ତଳେ ଅବସର ନେଇଥିଲେ,ଅବସର ନେବା ପରେ ଆଜି ଭଣ୍ଡାରି ସାହି ର ମାକୁରେଇଶୁଣି ଯୁବ ସଂଘ ତରଫରୁ ତାଙ୍କୁ ବିଦାୟକାଳୀନ ସଂଘ ର ସଦସ୍ୟ ମାନେ ଜଣାଇଥିଲେ,ପ୍ରଫୁଲ ବେହେରା ଔରଫ କାହ୍ନ। ଭାଇ
ଜଣେ ଭଲ ଡ୍ରେସର ସହ ଭଲ ଗୀତ ଗାଇ ଲୋକଙ୍କୁ ମୋନରଞ୍ଜନ କରିଥାନ୍ତି । ଅବସର ନେବାପରେ ସଂଘର ସମସ୍ତ ବନ୍ଧୁ ମାନେ ତାଙ୍କୁ ଫୁଲତୋଡା ସମର୍ଥନା ଜଣାଇଥିଲେ । ଏହି ସମର୍ଥନା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡାକ୍ତର ସୁବ୍ରତ ଜମାଦାର ସହ ସଂଘ ର ସଦସ୍ୟ ରମେଶ ପାଣିଗ୍ରାହୀ,ନୀଳକଣ୍ଠ ମହାରଣା,ପ୍ରସାଦ ଗୌଡ଼,ଗଙ୍ଗା ଖଞ୍ଜା ଟୁଟୁ ପାଣିଗ୍ରାହୀ,ବାବୁ ପତିତ,ଗୋପାଳ ନାୟକ ,ଭାଗବତ ପାଢ଼ୀ,ଶରତ ବାବୁ ପ୍ରମୁଖ ଉପସ୍ଥିତ ଥିଲେ (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result