No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍ ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଶିକ୍ଷକ ମାନଙ୍କ ଦ୍ଵାରା ଡ୍ରପ୍ ଆଉଟ୍ ସର୍ଭେ ଆରମ୍ଭ ହୋଇଯାଇଛି।ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୧୩ ଟି କ୍ଲଷ୍ଟର ମଧ୍ୟରୁ ଶିମିଳି ସାହି କ୍ଲଷ୍ଟର ରେ ଅଧିକାଂଶ ବିଦ୍ୟାଳୟ ଉପାନ୍ତ ଅଞ୍ଚଳରେ ଅବସ୍ଥିତ।ତଥାପି କ୍ଳଷ୍ଟର ର ଶିକ୍ଷକ ମାନେ ଭୁଲି ନା ହାନ୍ତି ନିଜ ଦାୟିତ୍ୱ।ଶିକ୍ଷକ ମାନେ ଲୁଣି,ତୁକୁଡ଼ା,

କନ୍ଧ ଖାଲ ମଡ଼ା ଆଦି ଉପାନ୍ତ ଅଞ୍ଚଳରେ ପହଞ୍ଚି ଘର ଘର ବୁଲି ଶିକ୍ଷାର୍ଥୀ ମାନଙ୍କ ଡ୍ରପ ଆଉଟ୍ ସର୍ଭେ କରୁଥିବା ଦେଖିବାକୁ ମିଳୁଛି।ସି ଆର୍ ସି ସି ନିମାଇ ଚରଣ ସାହୁ ଉପାନ୍ତ ଅଞ୍ଚଳ ବୁଲି ସର୍ଭେ ର ସଫଳ ପରିଚାଳନା ପାଇଁ ସହଯୋଗ କରୁଥିବା ଦେଖିବାକୁ ମିଳୁଛି ।
No Result
View All Result