• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଣ ଆପଣଙ୍କ କ୍ଲାଉଡ ଷ୍ଟୋରେଜରେ ଆଉ ସ୍ଥାନ ନାହିଁ ?

Proprietor Abhimanyu Maharana by Proprietor Abhimanyu Maharana
June 24, 2021
in ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
କଣ ଆପଣଙ୍କ କ୍ଲାଉଡ ଷ୍ଟୋରେଜରେ ଆଉ ସ୍ଥାନ ନାହିଁ ?
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍‌ ଗୁରୁବାର )ଭୁବନେଶ୍ୱର :- ସୀମିତ ଇଂଟରନାଲ ଫୋନ୍ ଷ୍ଟୋରେଜ୍ ଏବଂ ଡାଟା ବ୍ୟାକ୍‌ଅପ୍ ଓ ସୁରକ୍ଷିତ ଷ୍ଟୋରେଜ ପାଇଁ ଫ୍ରି କ୍ଲାଉଡ୍ ଷ୍ଟୋରେଜ୍ ଭାରତୀୟ ଗ୍ରାହକମାନଙ୍କ ପାଇଁ ଏକ ଭଲ ପ୍ରସ୍ତାବ ଥିଲା । ବର୍ତମାନ ଉପଭୋକ୍ତା ମାନେ ମାସିକ ସବ୍‌ସ୍କ୍ରିପ୍‌ଶନରୁ ମୁକ୍ତି ପାଇବା ପାଇଁ ବିକଳ୍ପ ଖୋଜୁଛନ୍ତି ଏବଂ ଡବ୍ଲ୍ୟୁଡି ଓ ସାନ୍‌ଡିସ୍କ ଭଳି ବ୍ରାଣ୍ଡ ଗୁଡିକରେ ଷ୍ଟୋରେଜ୍‌ ସମାଧାନର ଭଣ୍ଡାର ରହିଛି । ନିକଟରେ ଶୁଭାରମ୍ଭ କରାଯାଇଥିବା ସାନ୍‌ଡିସ୍କ ଆଇଏକ୍ସପାଣ୍ଡ ଫ୍ଲାଶ୍ ଡ୍ରାଇଭ୍ ଲ୍ୟୁକ୍ସ ହେଉଛି ଏକ ୱାନ୍‌ଷ୍ଟପ୍ ବାଧାମୁକ୍ତ ସମାଧାନ । ଏହା ହେଉଛି ଡୁଆଲ ଲାଇଟ୍‌ନିଙ୍ଗ ଓ ୟୁଏସ୍‌ବି ଟାଇପ୍‌-ସି କନେକ୍ଟର୍ ସହିତ ୱେଷ୍ଟର୍ଣ୍ଣ ଡିଜିଟାଲର ପ୍ରଥମ ଫ୍ଲାଶ୍‌-ଡ୍ରାଇଭ୍‌, ଯାହା ଉପଭୋକ୍ତାଙ୍କୁ ନିଜ ଡାଟାକୁ ବିନା କୌଣସି ସମସ୍ୟାରେ ସୁରକ୍ଷିତ ରଖିବା ଓ ବ୍ୟାକ୍‌ଅପ୍ ପାଇଁ ଅନୁମତି ଦେଇଥାଏ । ଏହା ଆପଲ୍ ଡିଭାଇସ୍‌, ଓ ୟୁଏସ୍‌ବି ଟାଇପ୍‌-ସି ଡିଭାଇସ୍ ସମେତ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍‌ଗୁଡିକ ମଧ୍ୟରେ ବାଧାହୀନ ଆକ୍‌ସେସ୍ ଓ ଫାଇଲ୍ ସ୍ଥାନାନ୍ତର ପାଇଁ ଏକ ସୁଗମ ଅନୁଭୂତି ପ୍ରଦାନ କରିଥାଏ । ଯଦି ଆପଣ ସ୍ପେସ୍ ଖାଲି କରିବାକୁ ଚାହୁଁଛନ୍ତି ଏବଂ/କିମ୍ବା ଏକ ଖରାପ ଇଂଟରନେଟ୍‌ କନେକ୍ସନର ଚିନ୍ତା ବିନା ସ୍ୱୟଂଚାଳିତ ଭାବେ ନିଜ କଂଟେଂଟ୍‌କୁ ବ୍ୟାକ୍‌ଅପ୍‌ କରିବାକୁ ଚାହୁଁଛନ୍ତି , ତେବେ ଏହି ଡ୍ରାଇଭ୍ ହେଉଛି ଏକ ଉପଯୁକ୍ତ ସମାଧାନ ।

ଏହି ଡ୍ରାଇଭର ମୂଲ୍ୟ ଆମାଜନ୍ ଇଣ୍ଡିଆରେ ୬୪ ଜିବି, ୧୨୮ଜିବି ଓ ୨୫୬ ଜିବି ଷ୍ଟୋରେଜ୍ ଭାରିଆଂଟ୍ ପାଇଁ ଯଥାକ୍ରମେ ୪୪୪୯ ଟଙ୍କା, ୫୯୧୯ ଟଙ୍କା ଓ ୮୯୯୯ ଟଙ୍କା ରହିଛି । ସେହିଭଳି ଯଦି ଆପଣଙ୍କ ପାଖରେ ଏକ ଟାଇପ୍‌-ସି ଡିଭାଇସ୍ ରହିଛି ଓ ଆପଣ କଂଟେଂଟ୍‌ ତିଆରି କରିବାକୁ ପସନ୍ଦ କରନ୍ତି ସାନ୍‌ଡିସ୍କ ଅଲ୍‌ଟ୍ରା ଡୁଆଲ ଡ୍ରାଇଭ୍ ଲ୍ୟୁକ୍ସ ହେଉଛି ଆପଣଙ୍କ ପାଇଁ ଏକ ଉପଯୁକ୍ତ ସମାଧାନ । ଏହି ଉଚ୍ଚ କ୍ଷମତା ସମ୍ପନ୍ନ ଷ୍ଟୋରେଜ୍ ସମାଧାନ ୟୁଏସ୍‌ବି ଟାଇପ୍‌-ସି ଡିଭାଇସ୍‌ଗୁଡିକ ମଧ୍ୟରେ କଂଟେଂଟ୍ ଟ୍ରାନ୍ସଫର୍‌କୁ ସକ୍ଷମ କରିଥାଏ । ଏହି ଉଚ୍ଚ ଦକ୍ଷତାସମ୍ପନ୍ନ ୟୁଏସ୍‌ବି ଏକ ସ୍ଲିକ୍‌-ଅଲ୍ ମେଟାଲ୍ କେସିଙ୍ଗ୍‌ରେ ଆସିଥାଏ ଏବଂ ଏହାର ରିଡ୍‌ସ୍ପିଡ୍ ୧୫୦ଏମ୍‌ବି/ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ । ଏହାର ମୂଲ୍ୟ ୩୨ ଜିବି, ୬୪ ଜିବି, ୧୨୮ଜିବି, ୨୫୬ ଜିବି, ୫୧୨ ଜିବି ଓ ୧ ଟିବିକ୍ଷମତା: ୩୨ ଜିବି ଭର୍ସନ ପାଇଁ ପ୍ରାରମ୍ଭିକ ମୂଲ୍ୟ ୮୫୬ ଟଙ୍କା ଓ ୧ ଟିବି ଭର୍ସନ ପାଇଁ ୧୧,୮୧୩ ଟଙ୍କା ରହିଛି । ଉପଭୋକ୍ତାମାନେ ଏବେ ନିଜର ଡାଟା ପାଇଁ ଏକ ୟୁନିଫାଏଡ୍ ସଲ୍ୟୁସନ ଖୋଜୁଛନ୍ତି ଏବଂ ଡବ୍ଲ୍ୟୁଡି ମାଇଁ କ୍ଲାଉଡ୍ ହୋମ୍ ଆପଣଙ୍କ ଏହି ବ୍ୟାକ୍ (ଅପ୍‌) ପାଇଁ ଏକ ଉପଯୁକ୍ତ ସମାଧାନ ଅଟେ । ଏହା ହେଉଛି ଏକ ଉନ୍ନତ ବ୍ୟକ୍ତିଗତ କ୍ଲାଉଡ୍‌ ଷ୍ଟୋରେଜ୍ ଡିଭାଇସ୍ ଯାହା ସ୍ୱୟଂଚାଳିତ ଭାବେ- କେବଳ ଆପଣଙ୍କ ହୋମ୍ ନେଟ୍‌ୱର୍କ ସହ କନେକ୍ଟେଡ୍ ଥିବା ଡିଭାଇସ୍ ନୁହେଁ ବରଂ ଇଂଟର୍‌ନେଟ୍‌ରୁ ମଧ୍ୟ- ଆପଣଙ୍କ ର ସମସ୍ତ ଡିଭାଇସ୍‌ରୁ ଡାଟା ବ୍ୟାକ୍‌ଅପ୍ କରିଥାଏ ।

ଏହାର ମୂଲ୍ୟ ୨ ଟିବିଭର୍ସର୍ନ ପାଇଁ ୧୨,୮୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏହା ୧୨ଟିବି ପର୍ଯ୍ୟନ୍ତ ଉପଲବ୍ଧ ହେଉଛି । ସାନ୍‌ଡିସ୍କ ଏକ୍ସଟ୍ରିମ୍ ମାଇକ୍ରୋ ଏସ୍‌ଡିଏକ୍ସସି ୟୁଏଚଏସ-ଆଇ କାର୍ଡ ୪କେ ୟୁଏଚ୍‌ଡି ଭିଡିଓ ରେକର୍ଡିଙ୍ଗ୍‌, ଫୁଲ୍ ଏଚ୍‌ଡି ଭିଡିଓ ଓ ହାଇ-ରିଜୋଲ୍ୟୁଶନ ଫଟୋ ପାଇଁ ସୁସଜ୍ଜିତ କରାଯାଇଛି । ଏଥି ସହିତ ଏହା ଏ୨-ରେଟେଡ୍ ଅଟେ, ଯାହାଫଳରେ ଆପଣ ଅତୁଳନୀୟ ସ୍ମାର୍ଟଫୋନ୍ ଅନୁଭୂତି ପାଇଁ ଫାଷ୍ଟ୍ ଆପ୍ଲିକେଶନ ପର୍‌ଫର୍ମାନ୍ସ ପାଇପାରିଥାନ୍ତି । ଏହାର ଆମାଜନ୍‌ରେ ୬୪ଜିବି ପାଇଁ ୧୫୯୦ ଟଙ୍କା ମୂଲ୍ୟ ରେ ଏବଂ ସର୍ବାଧିକ କ୍ଷମତା ୧ ଟିବି ପାଇଁ ୧୮୭୦୨ ଟଙ୍କା ରେ ଉପଲବ୍ଧ ହେଉଛି । ସେହିଭଳି ସାନ୍‌ଡିସ୍କ ଏକ୍ସଟ୍ରିମ୍ ପୋର୍ଟେବୁଲ ଏସ୍‌ଏସ୍‌ଡି ଉନ୍ନତ ପ୍ରଦର୍ଶନ ସହିତ ଆସୁଛନ୍ତି ଯାହା ଉପଭୋକ୍ତାଙ୍କୁ ଫାଇଲ୍‌ଗୁଡିକୁ ଡ୍ରାଇଭ୍ ମଧ୍ୟରୁ ଦ୍ରୁତ ବେଗରେ ଟ୍ରାନ୍ସଫର କରିବା ଓ ଏଡିଟ୍ କରିବା ପାଇଁ ଅନୁମତି ଦେଇଥାଏ । ଏହାର ମୂଲ୍ୟ ୫୦୦ ଜିବି ପାଇଁ ୭୯୯୯ ଟଙ୍କା, ୧ ଟିବି ପାଇଁ ୧୨,୯୯୯ ଟଙ୍କା ଏବଂ ୨ ଟିବି ପାଇଁ ୨୭,୪୯୯ ଟଙ୍କା + ୪ଟିବି ମଡେଲ ପ୍ରୋଭର୍ସନ ପାଇଁ ୧୯,୯୯୯ ଟଙ୍କା ଏବଂ ୨ ଟିବି ପାଇଁ ୩୪,୯୯୯ ଟଙ୍କା ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version