• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦୃତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କର ଗଜାନନ ବେଶ ନିମନ୍ତେ : ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠରେ ପ୍ରସ୍ତୁତି

Proprietor Abhimanyu Maharana by Proprietor Abhimanyu Maharana
June 21, 2021
in ଓଡ଼ିଶା, ପୁରୀ, ହୋମ୍
0
ଦୃତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କର ଗଜାନନ ବେଶ ନିମନ୍ତେ : ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠରେ ପ୍ରସ୍ତୁତି
Share on FacebookShare on TwitterWhatsapp

 ରବିବାର ରଥଖଳା : ପୁରୀ

ମହାପ୍ରଭୁଙ୍କର ଗଜାନନ ବେଶ ନିମନ୍ତେ ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠରେ ପ୍ରସ୍ତୁତି ଆଗେଇଚାଲିଛି । ଏହି ବେଶର ଅଂଶ ଯଥା ହାଣ୍ଡିଆ, କାନ, ଶୁଣ୍ଢ ଇତ୍ୟାଦି ଗୁଡିକର ନିର୍ମାଣ କାର୍ଯ୍ୟ ଏବେ ଚାଲୁଅଛି ଓ ତରସି, କର ପଲ୍ଲବ, ନାକ ଚଣା, ଚିତ୍ତା, ତିଳକ, ଭଅଁର, କୁଣ୍ଡଳ ଆଦି ପ୍ରସ୍ତୁତି କାମ ସରିଛି ।

ରଥ ନିର୍ମାଣ ଅଗ୍ରଗତି,ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ :- ୧୯୭ ତିନିରଥର ମୋଟ ମହାରଣା ୭୮ ତିନିରଥର ଭୋଇ ସେବକ ୭୬ ତିନିରଥ କରତି ସେବକ ୫ ପାହି ମହାରଣା ୧ ଓଝା ବା କମାର ସେବକ ୧୬ ତୁମ୍ବ ବିନ୍ଧ କାରୀଗର  ୨ ତିନିରଥ ରୂପକାର ସେବକ ୧୮ ରଥଖଳା ସହାୟକ  ୧ ମୋଟ ୧୯୭

ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ପୁରୀ ,ଅଭିମନ୍ୟୁ ରିପୋର୍ଟ  :- ରଥ ନିର୍ମାଣ ଅଗ୍ରଗତି: ତିନିରଥର ପ୍ରଥମ ଭୂଇଁ ଫ୍ରେମ ଖଞ୍ଜା ହୋଇ ନମ୍ବରିଂ ହୋଇଥିଲା ଆଜି ପ୍ରଥମ ଭୂଇଁ ଖୋଲାଯାଇ ରଥ ଉପରେ ଡେରା ଯିବା ପରେ ଆଜି ତିନିରଥ ର ଦ୍ୱିତୀୟ ଭୂଇଁ ଫ୍ରେମ ଖଞ୍ଜା ସରି ନମ୍ବରିଂ ଶେଷ ହୋଇଅଛି (ତିନିରଥର ଏହି ଦ୍ୱିତୀୟ ଭୂଇଁ ସେଟିଙ୍ଗ ୧୬ ଫୁଟର ୪ ଗୋଟି ଭୂଇଁ ଚଉତାକୁ ବର୍ଗାକାର ଭାବେ ପ୍ରତ୍ୟେକ ବାହୁ ସଂଯୋଗ ହୋଇ ତାର ଉଭୟ ପାର୍ଶ୍ୱରେ ୧୨ ଫୁଟର ଦୁଇଟି ଓରା ପକାଯାଇ ଉକ୍ତ ଓରାର ଉଭୟ ପଟରେ ୪ ଟି ଲେଖାଁଏ ଖମ୍ବୀ ସଂଯୋଗ ହୋଇ ଏହାର ଚାରି ପାର୍ଶ୍ୱ ରେ ଅତି ରଥର ୪ଟି ଲେଖାଁଏ ୧୬ ଫୁଟିଆ ଭୂଇଁ ଶେଣୀ ସଂଯୋଗ ହୋଇ ସେଥିରେ ୩ଫୁଟ ୬ ଇଁଛି ର ସିଆଣ ଚାରି ପାର୍ଶ୍ୱରେ ୪ଟି ଲେଖାଁଏ ୧୬ ଟି ସଂଯୋଗ ହୋଇ, ଭୂଇଁ ଶେଣୀ ଉପରେ ମାଛ ପାତିଆ ଓ ସିଆନ ସଂଯୋଗ ହୋଇ ଦ୍ୱିତୀୟ ଭୁଇଁ ଫ୍ରେମ ପରୀକ୍ଷା ମୂଳକ ଭବେ ତିନି ରଥର ମାପ ଅନୁଯାଇ ସେଟିଙ୍ଗ ଶେଷ ହେବାପରେ ନମ୍ବରିଂ କରା ଯାଇଅଛି ) ତିନିରଥର ୪୨ ଗୋଟି ୧୪ନାହାକା ନିର୍ମାଣ ଶେଷ ହୋଇଅଛି ।

(ଏହି ୧୪ ନାହାକା , ୧୦ଟି ପନିକି ପଟା ଏବଂ ୪ଟି ଚଢେଇ କୁ ନେଇ ଚଉଦ ନାହାକା ହୋଇଅଛି । ୧୦ ଟି ନାହାକା ବା ପନିକିପଟା ୨୦ ଫୁଟର ଅଷ୍ଟ କୋଣି ହୋଇଥାଏ, ଏବଂ ୪ଗୋଟି ଚଢେଇ ୨୦ଫୁଟର ସାମାନ୍ୟ ଧନୁ ପରି ବାଙ୍କ ହୋଇ ନିର୍ମାଣ ହୋଇଥାଏ ସେଟିଙ୍ଗ ସମୟରେ ଯେପରି ଗୟଳ ସହ ସଂଯୋଗ ନହୁଏ ଫଳରେ ରଥର ଗଠନ ଶୈଳୀ ସୁନ୍ଦର ଦିଶେ ) ତିନିରଥର ସିଂହାସନ ପାଈଁ ୨ ଟି ଲେଖାଁଏ ଧୂଳି ଦଣ୍ଡା, ୨ଟି କରି ଢମକ ୫ଟି ଲେଖାଁଏ ଜଗତ ପୃଷ୍ଠ ଶେଣୀ ଶେଷ ହୋଇଅଛି ।

(ସିଂହାସନ ପ୍ରସ୍ତୁତି ରେ ଦୁଇଟି ଢମକ ଉପରେ ୫ ଟି ଜଗତପୃଷ୍ଠ ଶେଣୀ ପଡି ଏହା ଉପରେ ବାହୁଟ ଫାଳିଆ ପଡି ପଟା ପକାଯାଇ ସିଂହାସନ ବେସ ପଡିଥାଏ ଏବଂ ଧୂଳି ଦଣ୍ଡା ୨ଟି ପ୍ରଭା ଫିଟିଙ୍ଗ ପାଇଁ ଲାଗି ଥାଏ ।) ତିନିରଥର ରୂପକାର ସେବକ ମାନେ ୧୫ ଟି ନାଟ ଗୋଡ଼ରେ ରାହୁରୂପ ଖୋଦେଇ ଶେଷ କରି ତିନୋଟି ଲେଖାଁଏ ନାଟ ଗୋଡ଼ରେ ରାହୁରୂପ ଖୋଦେଇ ସହ ତିନି ରଥର ଚାରପରିଛ। ରେ ଫୁଲ ଡାଳି ଲତା ଖୋଦେଇ ଜାରୀ ରଖି ଛନ୍ତି । 

ତିନିରଥରେ ଚଉଦ ନାହାକା ଫିଟିଙ୍ଗ ପାଇଁ ତିନି ରଥର ମହାରଣା ଦଣ୍ଡାରେ ଖଦି ଓରା ୯ଟି ଲେଖାଁଏ ସାଲ ସହ ବିନ୍ଧ କରି କଣ୍ଟା ପିଟି ସେଟିଙ୍ଗ କରି ଛନ୍ତି ।  ଦୋଳବେଦୀ ସ୍ଥ କମାର ଶାଳ ରେ ଓଝା ସେବକ ମାନେ ତୃତୀୟ ଭୁଇଁ ଉପର ଗିଡି ଛାଲ କଣ୍ଟା, ବାଗିଆ କଣ୍ଟା ନିର୍ମାଣ ଜାରୀ ରଖି ଛନ୍ତି । ୧ମ ଭୁଇଁ, ୨ୟ ଭୁଇଁ ପାଈଁ କଣ ବିଡ଼ିଆ ୪ଟି, ଓରା ବିଡ଼ିଆ ୪ଟି ଲେଖାଁଏ ନିର୍ମାଣ ଶେଷ କରି ତୃତୀୟ ଭୁଇଁ ବା ଅଗ ଭୁଇଁ ପାଇଁ କଣ ବିଡ଼ିଆ ଏବଂ ପୋଟଳ ଓରା ପାଇଁ ୪ଟି ଲେଖାଁଏ କଣ୍ଟା ନିର୍ମାଣ ଶେଷ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

March 11, 2026
ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

March 11, 2026
ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

March 11, 2026
ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version