No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୯ ଜୁନ୍ , ଶନିବାର ) ବାଙ୍କୀ :- କରୋନା ରେ ମୃତ୍ୟୁ ହାର ଶୂନ୍ୟ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମ ରେ କରୋନା ଆକ୍ରାନ୍ତ ଓ କରୋନା ରେ ଭଲ ହୋଇଥିବା ଆକ୍ରାନ୍ତ ଙ୍କ ଛାତି ଓ ଫୁସଫୁସ ଆକ୍ରାନ୍ତ ହୋଇଛି କି ନାହିଁ ତାହା ଜାଣି ଚିକିତ୍ସା ପାଇଁ ଏକ୍ସେରେ କରାଯାଉଛି।ଏହି ଏକ୍ସେରେ ରେ ଜଣା ଯାଉଛି କି ଆକ୍ରାନ୍ତ କି ଆକ୍ରାନ୍ତ ହୋଇ ଭଲ ହୋଇଥିବା ବ୍ୟକ୍ତି କେତେ ଦୂର ସୁସ୍ଥ ଅଛନ୍ତି ଓ ସେମାନଙ୍କ ଛାତି ସଂକ୍ରମଣ ହୋଇଛି କି ନାହିଁ ।
ଆଜି ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ୱ ଜିତ ପଣ୍ଡା ଙ୍କ ତତ୍ୱାବଧାନ ରେ ଗୋବିନ୍ଦ ପୁର ପଞ୍ଚାୟତ କୁସୁନ୍ଦl ବିଦ୍ୟାଳୟ ରେ ୩୯ଜଣଙ୍କ ଛାତି ଏକ୍ସେରେ ହୋଇ ସେମାନଙ୍କ ରିପୋର୍ଟ ପରୀକ୍ଷା ପାଇଁ କଟକ ପଠାଯାଇଥିଲା।ସେମାନଙ୍କ ରିପୋର୍ଟ ଦେଖିଲା ପରେ ସେମାନଙ୍କୁ କିକି ପ୍ରକାର ଔଷଧ ଖିଆ ଯିବ ସେ ସମ୍ପର୍କରେ ଡାକ୍ତର ପରାମର୍ଶ ଦେବେ ଉକ୍ତ ପରାମର୍ଶ ଔଷଧ ଆଶା ଓ ଅଙ୍ଗନବାଡି କର୍ମୀ ଯେଉଁମାନ ଙ୍କ ର ପରୀକ୍ଷା ରିପୋର୍ଟ ଦେଖି ଡାକ୍ତର ଔଷଧ ଦେଇଥିବେ ତାହା ସେମାନଙ୍କୁ ବୁଝେଇବା ସହ ଔଷଧ ପ୍ରଦାନ କରି କିପରି ତାକୁ କିପରି ଖାଇବ ତାହା ବୁଝେଇ ବେ। (ରିପୋର୍ଟ ଗୌତମ ମିଶ୍ର)
No Result
View All Result