No Result
View All Result

ଟିକାବାଲି (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ପ୍ରଶାସନର ତ୍ୱରିତ ପଦକ୍ଷେପ କ୍ରମେ ଓଡ୍ରାଫ୍ (ODRAF) ଏବଂ ଗ୍ରାମ୍ୟ ଉନ୍ନୟନ (RD) ବିଭାଗର ମିଳିତ ଉଦ୍ୟମରେ ଟିକାବାଲି ପୋଲକୁ ସଫା କରାଯାଇଛି । ବାତ୍ୟା ‘ଆକଭାନ’ ପରେ ପୋଲ ତଳେ ବଡ଼ ବଡ଼ ଗଛ ଗଣ୍ଡି, ଡାଳ ଓ ଆବର୍ଜନା ଜମି ରହି ପାଣି ପ୍ରବାହ ବାଧାପ୍ରାପ୍ତ ହେଉଥିଲା ।
ODRAF କର୍ମୀମାନେ ପାଣି ଭିତରେ ପଶି ଚେନ୍-ସ ମେସିନ୍ ସାହାଯ୍ୟରେ ଗଛ କାଟିବା ସହ JCB ସାହାଯ୍ୟରେ ଆବର୍ଜନା ହଟାଇଛନ୍ତି । ଏହାଦ୍ୱାରା ପୋଲ ଉପରେ ଯାତାୟାତ ଓ ପାଣି ନିଷ୍କାସନ ସ୍ୱାଭାବିକ ହୋଇଛି ।

No Result
View All Result