No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୯ ଜୁନ ଶନିବାର )ବରଗଡ଼ :- ହାଓଡ଼ା-ଟିଟଲାଗଡ ଇସ୍ପାତ ସୁପର ଫାଷ୍ଟ ଏକ୍ସପ୍ରେସ ଆସନ୍ତା ୨୫ ତାରିଖ ରୁ ଚାଲିବ ବୋଲି ଦକ୍ଷିଣ ପୂର୍ବ ରେଳବାଇ କର୍ତ୍ତୃପକ୍ଷ ପତ୍ର ସଂଖ୍ୟା T-95/51/Spl Train,19-6-21 ରେ ସୂଚିତ କରିଛନ୍ତି । ଉକ୍ତ ଦିନ ଇସ୍ପାତ ଏକ୍ସପ୍ରେସ ହାଓଡ଼ା ରୁ ସକାଳ ୬:୩୫ ମିନିଟ ରେ ଛାଡି ଟିଟିଲାଗଡ଼ ରେ ସ°ଧ୍ୟା ୭:୩୫ରେ ପହଞ୍ଚିବ ।

ସେହିପରି ସମ୍ବଲପୁର ରେ ଅପରାହ୍ନ ୩:୫୮, ହୀରାକୁଦ ରେ ୪:୧୪, ବରଗଡ଼ ରୋଡ଼ ରେଳଷ୍ଟେସନ ରେ ୪:୪୮, ବରପାଲି ଠାରେ ସ°ଧ୍ୟା ୫:୦୮ମିନିଟରେ ପହଞ୍ଚିବ । ଲୁଇସି°ଘାରେ୫:୩୯ ଏବଂ ବଲାଙ୍ଗିର ରେ ସ°ଧ୍ୟା ୬ ଟା ସମୟରେ ପହଞ୍ଚିବ । ଏଥିରେ ସର୍ବମୋଟ ୧୭ କୋଚ୍ ରହିବ ବୋଲି ସୂଚନା ମିଳିଛି । ( ରିପୋର୍ଟ –ସତ୍ୟ ନାରାୟଣ ପ୍ରଧାନ )
No Result
View All Result