• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତିନିରଥରେ ଦୁଇଟି ଲେଖାଁଏ ପୋଲ ଗୟଳ ପଡିଲା ପରେ,ଗରଗରା ଉପରେ ଚାରିନାହାକା ଉଠି,ପାର୍ଶ୍ୱ ଗୟଳ ପଡିଥିଲା  – ପୁରୀ

Proprietor Abhimanyu Maharana by Proprietor Abhimanyu Maharana
June 17, 2021
in ଓଡ଼ିଶା, ଦେଶ, ପୁରୀ, ମହାନଗର, ହୋମ୍
0
ତିନିରଥରେ ଦୁଇଟି ଲେଖାଁଏ ପୋଲ ଗୟଳ ପଡିଲା ପରେ,ଗରଗରା ଉପରେ ଚାରିନାହାକା ଉଠି,ପାର୍ଶ୍ୱ ଗୟଳ ପଡିଥିଲା  – ପୁରୀ
Share on FacebookShare on TwitterWhatsapp

ବୁଧବାର ରଥ ଖଳାରୁ :-

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍‌ ବୁଧବାର ) ପୁରୀ ,ରିପୋର୍ଟ ଅଭିମନ୍ୟୁ ମହାରଣା :- ରଥ ନିର୍ମାଣ ଅଗ୍ରଗତି : ମୋଟ ରଥ ନିର୍ମାଣକାରୀଙ୍କ ଉପସ୍ଥାନ :- ୧୯୮ ତିନିରଥର ମୋଟ ମହାରଣା ୮୦ ତିନିରଥର ଭୋଇ ସେବକ ୭୬ ତିନିରଥର କରତି ସେବକ  ୫ ପାହି ମହାରଣା  ୧ ଓଝା ବା କମାର ସେବକ ୧୫ ତୁମ୍ବ ବିନ୍ଧ କାରୀଗର ୨ ତିନିରଥର ରୂପକାର ସେବକ ୧୮ ରଥ ଖଳା ସହାୟକ ୧ ମୋଟ ୧୯୮ ରଥ

ନିର୍ମାଣ ଅଗ୍ରଗତି :- ତିନିରଥରେ ଦୁଇଟି ଲେଖାଁଏ ପୋଲ ଗୟଳ ପଡିଲା ପରେ,ଗରଗରା ଉପରେ ଚାରିନାହାକା ଉଠି,ପାର୍ଶ୍ୱ ଗୟଳ ପଡିଥିଲା । ଆଜି ତିନି ରଥର ଦୁଇ ପାର୍ଶ୍ଵରେ ଛନ୍ଦା ଗୟଲ ପଡ଼ିଅଛି । (ଏହି ଛନ୍ଦା ଗୟଳ ରଥର ଦୁଇ ପାର୍ଶ୍ୱ ନିରାଡ଼ି ସହ ସଂଯୋଗ ହୋଇ ଦଣ୍ଡା ଉପରୁ ଖମ୍ବୀ ବା ଟାଣ ଦିଆଯାଇ ଛନ୍ଦା ଗୟଳ ସହ ସଂଯୋଗ ହୋଇଛି ଦେବଦଳନ ରଥର ଦୁଇ ପାର୍ଶ୍ୱ ରେ ଦୁଇଟି ଲେଖାଁଏ ଛନ୍ଦା ଗୟଳ ପଡିଥିବା ବେଳେ, ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ଦୁଇପାର୍ଶ୍ୱ ରେ ଗୋଟିଏ ଲେଖାଁଏ ଛନ୍ଦା ଗୟଳ ପଡ଼ିଅଛି । ତାଳଧ୍ଵଜ ରଥର ୬ ଗୋଟି ଛନ୍ଦା ଗୟଳ ମଧ୍ୟରୁ ୩ଟିର ଚଉପଟ କାମ ଶେଷ ହୋଇ ଆଉ ୩ଟିର ଚଉପଟ କାମ ଚାଲୁ ରହିଛି ।

ଦେବଦଳନ ରଥର ୪ଗୋଟି ଛନ୍ଦା ଗୟଳ ଚଉପଟ ଶେଷ ହୋଇଛି ଏବଂ ନନ୍ଦିଘୋଷ ରଥର ୬ ଗୋଟି ଛନ୍ଦା ଗୟଳ ମଧ୍ୟରୁ ୪ ଟିର ଚଉପଟ ଶେଷ ହୋଇ ବାକି ଦୁଇଟି ଛନ୍ଦା ଗୟଳ ର ଚଉପଟ କାର୍ଯ୍ୟ ଚାଲୁ ରହିଛି । ତିନି ରଥର ମୂଳ ଭୂଇଁ ଚଉତା ୪ ଟି ଲେଖାଁଏ ସାଲ ସରି ବିନ୍ଧ ଶେଷ ହୋଇଛି । ତିନିରଥର ମଝି ଭୂଇଁ ଚଉତା ଏବଂ ଅଗ ଭୂଇଁ ଚଉତା ପାଇଁ ୮ଟି ଲେଖାଁଏ ୭/୭ ସାଇଜର କାଠ ଯୋଗାଇ ଦିଆ ଯାଇଛି , ଚଉପଟ କାମ ଆରମ୍ଭ ହେବ ।

ଏଥିସହ ପ୍ରତି ରଥର କୋଣ ମାନଙ୍କର ସେଟିଙ୍ଗ ପାଇଁ ଦେବଦଳନ ରଥର ୫ଟି ଯୋଖା, ତାଳଧ୍ଵଜ ରଥର ୮ଟି ଯୋଖା ଏବଂ ନନ୍ଦିଘୋଷ ରଥର ୧୧ ଟି ଯୋଖା ନିର୍ମାଣ ଶେଷ ହୋଇଛି । ତିନିରଥର ରୂପକାର ସେବକ ମାନେ ନାଟ ଗୋଡ ମାନଙ୍କରେ ରାହୁରୂପ ଖୋଦେଇ ଜାରୀରଖିଛନ୍ତି  ଦୋଳବେଦୀ ସ୍ଥ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ଧ୍ଵଜବତା କଣ୍ଟା, ତାଗ କଣ୍ଟା, ବାଗିଆ କଣ୍ଟା,ହାତିଆଳ ମାଳ କଣ୍ଟା ନିର୍ମାଣ କରୁଛନ୍ତି । 

ବୁଧବାର ର ଶ୍ରୀମନ୍ଦିର ତିନଠାକୁରଙ୍କ ନୀତି କାନ୍ତି

ସକାଳଧୂପ ଶେଷ-୧୦:୩୫ ଭୋଗମଣ୍ଡପ ଉଠିଲା-୧୦:୫୦ ଭୋଗମଣ୍ଡପଶେଷ-୧୨:୪୦ ରୁ ୧୨:୫୦ ମଇଲମ-୦୧:୦୦ ଆଲଟଲାଗି-୦୧:୪୫ ଚନ୍ଦନଲାଗି-2.00 pm ବେଶଶେଷ-2.25 pm ଯାତଭୋଗ ଡାକିଗଲେ – 2.40 PM ଯାତଭୋଗ ଛେକ ଆସିଲା – 2.50 pm ଦିଅଁ ଭିତରକୁ ବିଜେ – 2.55 PM ଯାତଭୋଗ ପୂଜା – 3.00 PM ରୁ 3.10 PM ଜଳକ୍ରୀଡ଼ା କୁ ଦିଅଁ ବିଜେ…3.25 pm ମଧ୍ୟାହ୍ନଧୂପ ଡାକିଗଲା-4.45 pm ମଧ୍ୟାହ୍ନଧୂପ ଛେକ-4.55 pm ଦିଅଁ ବାହୁଡା ବିଜେ – 5.05 PM ମଧ୍ୟାହ୍ନଧୂପ ପୂଜା-5.10 pm 2ୟ ଭୋଗମଣ୍ଡପ ଉଠିବା-5.20 pm ମଧ୍ୟାହ୍ନଧୂପ ପୂଜା ଶେଷ-5.40 pm 2ୟ ଭୋଗମଣ୍ଡପ ଶେଷ-6.10 pm ମଇଲମ-6.30 pm

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

March 11, 2026
ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

March 11, 2026
୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା

୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version