• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ମଣ୍ଡିରେ ଧାନବିକି ୩ମାସ ହେଲା ମୂଲ୍ୟ ପାଉନି ଚାଷୀ, କାର୍ଯ୍ୟାଳୟକୁ ଦୌଡି ଦୌଡି ହତାଶ ;

Proprietor Abhimanyu Maharana by Proprietor Abhimanyu Maharana
March 18, 2020
in Uncategorized, ଓଡ଼ିଶା, ହୋମ୍
0
ମଣ୍ଡିରେ ଧାନବିକି ୩ମାସ ହେଲା ମୂଲ୍ୟ ପାଉନି ଚାଷୀ, କାର୍ଯ୍ୟାଳୟକୁ ଦୌଡି ଦୌଡି ହତାଶ ;
Share on FacebookShare on TwitterWhatsapp

ସମିତିରୁ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ହତାଶ ; ଚାଷୀଙ୍କ ଦୁଃଖ ବୁଝିବାକୁ ଜିଲାପାଳଙ୍କୁ ନିବେଦନ

କୋରାଇ (ଓଡଶା ତାଜା ନ୍ୟୁଜ୍ ) କୋରାଇ 18.3.2020 କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ :- କୋରାଇ, ଚାଷୀର ଅଭାବି ଧାନବିକ୍ରୀକୁ ରୋକିବା ପାଇଁ ସମବୟ ସମିତି ଜରିଆରେ ସରକାର ମଣ୍ଡି ଖୋଲିଛନ୍ତି । ଚାଷୀଙ୍କ ଠାରୁ ଧାନ କ୍ରୟକରିବାର ୨୪ରୁ ୪୮ଘଂଟା ମଧ୍ୟରେ ତାଙ୍କ ବ୍ୟାଙ୍କ ଜମାବହିରେ ଟଙ୍କା ଜମାହେବାକୁ ନିର୍ଦେଶନାମା ରହିଥିଲା ବେଳେ ଜଣେ ଚାଷୀ ଧାନ ବିକି ୩ମାସ ହେଲା ଟଙ୍କାନପାଇ ସମବାୟ ସମିତିରୁ ଉପନିବନ୍ଧକ କାର୍ଯ୍ୟାଳୟକୁ ଧାଇଁଧାଇଁ ନୟାନ୍ତ ହେଲାଣି, ଧାନର ବିକ୍ରି ମୂଲ୍ୟନପାଇ ଅସନ୍ତୋଷ ବ୍ୟକ୍ତକରିବା ସହ ଆବଶ୍ୟକତା ମେଂଟାଇ ନପରିଜଣେ ୭୦ବର୍ଷର ବରିଷ୍ଠଚାଷୀ ମୁଣ୍ଡରେ ହାତ ଦେଇବସିଛି । ଏହଭଳି ଘଟଣା କୋରାଇ କୃଷି ସେବାସମବାୟ ସମିତି ପଞ୍ଜୀକୃତ ଯୋଗେନ୍ଦ୍ର ସାହୁନାମକ ଜଣେ ବରିଷ୍ଠ ଚାଷୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ସୂଚନାନୁଯାୟୀ ସରକାରଙ୍କ ପକ୍ଷରୁ ଧାନ କ୍ୱିଂଟାଲପିଛା ୧୮୩୫ଟଙ୍କା(ସାଧାରଣ ଧାନ) ମୂଲ୍ୟରେ ପଞ୍ଜୀକୃତ ଚାଷୀଙ୍କ ଠାରୁ ଏକର ପିଛା ୧୩କ୍ୱିଂଟା ଲେଖା କିଣିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏଥି ନିମନ୍ତେ ଏଜେଂଟ ସ୍ୱରୂପ ସମସ୍ତ ସମବାୟ ସମିତିରେ ଧାନମଣ୍ଡି ଖୋଲାଯିବ ଓ ଉପନିବଦ୍ଧକ ଏହାର ତତ୍ୱାବଧାରକ ରହିବେ । ଚାଷୀ ମଣ୍ଡିରେ ଧାନଦେଇ ମିଲାରୁ ପ୍ରଦତ ତଥ୍ୟ ବା ରସିଦ ଚାଷୀ ସମତିରେ ଦେବାର ୨୪ରୁ ୪୮ଘଂଟା ମଧ୍ୟାରେ ତା’ ବ୍ୟାଙ୍କ ଜମା ବହିରେ ଧାନଟଙ୍କା ହେବାକୁ ସୂଚିତ ରହିଛି । ଏହି କ୍ରମରେ କୋରାଇ କୃଷିସମବାୟ ସମିତି ଅଧିନସ୍ଥ ହଳଦୀଗଡିଆ ପଂଚାୟତ ସ୍ଥିତ ଶାଳକଣା ଗ୍ରାମର ବରିଷ୍ଠ ଚାଷୀ ଯୋଗେନ୍ଦ୍ର ସାହୁ ଧାନଦେବା ନିମେନ୍ତ ପଞ୍ଜୀକୃତ କରିଥିଲେ । ଜମିଅନୁଯାୟୀ ୬୪କ୍ୱିଂଟାଲ ବିକ୍ରିକରିବାକୁ ମ୍ୟାସେଜ ପାଇଥିଲେ । ମୋବାଇଲ ସୂଚନାଅନୁଯାୟୀ ଡିସେମ୍ବର ୧୭ତାରିଖ ଦିନ ଆଶୀର୍ବାଦ ଆଗ୍ରୋପ୍ରଡ୍‌କ୍ଟ ମିଲରେ ୬୨କ୍ୱିଂଟାଲ ଧାନଦେଇ ପ୍ରଦତ ରସିଦ ଆଣି କୋରାଇ ସମବାୟ ସମିତିର ସଂପାଦକଙ୍କୁ ଦେଇଥିଲେ । ହେଲେ କିଛି ଦିନରେ ପାରେ ଶ୍ରୀ ସାହୁଙ୍କୁ ୫୦କ୍ୱିଂଟାଲ ଧାନର ମୂଲ୍ୟ ଜମାଖାତାକୁ ଆସିଲା; ଅବଶିଷ୍ଟ ୧୨କ୍ୱିଂଟାଲ ଧାନ ମୂଲ୍ୟ ଆସିଲା ନାହିଁ ।

ଫଳରେ ଶ୍ରୀ ସାହୁ ସମିତିର ସଂପାଦକ ମନ୍ମଥ ସିଂହଙ୍କୁ ପଚାରିବାରୁ ସେକହିଲେ ଅଳ୍ପଦିନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆସିବ ସେଥିରେ ତୁମେ ଅବଶିଷ୍ଟ ଧାନର ଟଙ୍କା ପାଇଯିବ । ହେଲେ ଏଥି ମଧ୍ୟରେ ୩ମାସ ବିତିଲା; ହେଲେ ଧାନଟଙ୍କା ଆସିଲାନି; ରବିଚାଷ ପାଇଁ ଅର୍ଥ ଜରୁରି ହୋଇ ପଡିବାରୁ ଶ୍ରୀ ସାହୁ ପୁଣି ସଂପାଦକ ଶ୍ରୀ ସିଂହଙ୍କୁ ଭେଟି ଟଙ୍କାକଥା ପଚାରିବାରୁ ସେ ଅସହାୟତା ପ୍ରକାଶକରି କହିାଲ ତୁମେ ଏକା ନୁହଁ ତୁମଭଳି ଆମ ସମିତିରୁ ୧୯୮ଜଣଙ୍କର ୨୬୨୧କ୍ୱିଂଟାଲ ୩୮କି.ଗ୍ରା ଧାନର ଟଙ୍କା ପାଇବାକୁ ଅଛି ସେଥିପାଇଁ ମୁଁ ଏକ ତାଲିକା ମଧ୍ୟକରି ପ୍ରଦାନ ନିମନ୍ତେ ଉପନିବନ୍ଧକଙ୍କ ନିକଟକୁ ପଠାଇଛି । ହେଲେ ମାସାଧିକ ହେଲା ଆସୁନାହିଁ ତେଣୁ ଏଥିନେଇ ତୁମେ କୋରାଇ ବ୍ଲକ ଯୋଗାଣ ଅଧିକାରୀଙ୍କୁ ପଚାରନ୍ତୁ । ତଦନୁଯାୟୀ ଚାଷୀ ଶ୍ରୀ ସାହୁ ତାଙ୍କ ଭଳି ଟଙ୍କା ପାଇବାକୁ ଥିବା ପୀତାମ୍ବର ନନ୍ଦଙ୍କ ମିଶି ଯୋଗାଣ ଅଧିକାରୀଙ୍କ ନିକଟକୁ ଯାଇ ଧାନ ଟଙ୍କା ସଂପର୍କରେ ପଚାରିଥିଲେ । ହେଲେ ସେ କୌଣସି ସନ୍ତୋଷ ଜନକ ଉତର ଦେଇ ନପାରି ଉପନିବନ୍ଧକଙ୍କ ନିକଟକୁ ପଠାଇଦେଲେ । ତଦନୁଯାୟୀ ଧୁଧୁଖରାରେ ଯାଜପୁର ସ୍ଥିତ ଉପନିବନ୍ଧକଙ୍କ କାର୍ଯ୍ୟଳୟରେ ଯାଇ ପହଂଚିଲେ । ଦେଖନ୍ତିତ ଉପନିବନ୍ଧକ କାର୍ଯ୍ୟାଳୟରେ ନାହଁନ୍ତି; ଫୋନଯୋଗେ ପଚାରନ୍ତେ ଟୁରୁ ଯାଇଥିବା କହିଥିଲେ । ଶେଷରେ କାର୍ଯ୍ୟାଳୟ ପରିସରରେ ଅସନ୍ତୋଷ ବ୍ୟକ୍ତକରିବାରୁ ୫ଟି ବିଭାଗର କର୍ମଚାରୀ ଆସି ଅଭିପ୍ରାୟ ସଂପର୍କରେ ଲେଖିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

May 2, 2026
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

May 2, 2026
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version