• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜଙ୍ଗଲି ପଶୁଗୁଡିକ ଜନବସତି ମଧ୍ୟକୁ ପଶିଆସି ଅନେକ ଧନ ଜୀବନ ନଷ୍ଟ କରିବାରେ ଲାଗିଛନ୍ତି

Proprietor Abhimanyu Maharana by Proprietor Abhimanyu Maharana
June 8, 2021
in ଓଡ଼ିଶା, ଦେଶ, ହୋମ୍
0
ଜଙ୍ଗଲି ପଶୁଗୁଡିକ ଜନବସତି ମଧ୍ୟକୁ ପଶିଆସି ଅନେକ ଧନ ଜୀବନ ନଷ୍ଟ କରିବାରେ ଲାଗିଛନ୍ତି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୭ ଜୁନ୍ ,ସୋମବାର ) କୋଲକାତା :- ପ୍ରାକୃତିକ ପରିବେଶ ଧ୍ୱଂସ କାରଣରୁ ଅନେକ ସମୟରେ ଜଙ୍ଗଲି ପଶୁଗୁଡିକ ଜନବସତି ମଧ୍ୟକୁ ପଶିଆସି ଅନେକ ଧନ ଜୀବନ ନଷ୍ଟ କରିବାରେ ଲାଗିଛନ୍ତି । ସେମାନଙ୍କ ଗତିବିଧି ଉପରେ ସବୁ ସମୟରେ ନଜର ରଖିବା ସମ୍ଭବ ହେଉନାହିଁ। ତେବେ ଏକ ମହାବଳ ବାଘର ଗତିବିଧି ଜାଣିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ତାହା ଶରୀରରେ ରେଡିଓ କୋଲାର ଖଞ୍ଜାଯାଇଥିଲା । ପରବର୍ତ୍ତୀ ସମୟରେ ଯାହା ଘଟିଲା, ତାହା ଜାଣି ଯେ କେହି ଆଶ୍ଚର୍ଯ୍ୟ ହେବେ । ସେହି ବାଘଟି ଭାରତ ପଟୁ ନଦୀ, ନାଳ ଡେଇଁ ପାଖାପାଖି ୧୦୦ କିଲୋମିଟର ଯାତ୍ରା କରିବା ପରେ ତାକୁ ବାଂଲାଦେଶ ମଧ୍ୟରେ ଠାବ କରାଯାଇଛି ।

ଜଣାଯାଇଛି ଯେ ଜଙ୍ଗଲ ବିଭାଗ କର୍ମଚାରୀମାନେ ପଶ୍ଚିମବଙ୍ଗର ସୁନ୍ଦରବନ୍ଦ ଅଞ୍ଚଳରେ ଏକ ମହାବଳ ବାଘ ଦେହରେ ରେଡିଓ କୋଲାର ଖଞ୍ଜିଥିଲେ। ଏହା ପରବର୍ତ୍ତୀ ସମୟରେ ବାଘଟି ସୁନ୍ଦରବନ ମଧ୍ୟଦେଇ ବାଂଲାଦେଶ ଆଡକୁ ଯାତ୍ରା ଆରମ୍ଭ କରିଥିଲା । ପାଖାପାଖି ଚାରିମାସ କାଳ ଚାଲିବା ପରେ ୧୦୦ କିଲୋମିଟର ଦୂରତା ଅତିକ୍ରମ କରି ସେ ବାଂଲାଦେଶ ମଧ୍ୟରେ ଥିବା ସୁନ୍ଦରବନରେ ପ୍ରବେଶ କରିଥିଲା । ତାହାର ଯାତ୍ରା ପଥରେ ଉକ୍ତ ମହାବଳ ବାଘ ଏକାଥିକ ଛୋଟ ବଡ ନଦୀ ଅତିକ୍ରମ କରିଥିଲା । ସେଥିମଧ୍ୟରୁ କିଛି ନଦୀର ପ୍ରସ୍ଥ ଏକ କିଲୋମିଟରରୁ ମଧ୍ୟ ଅଧିକ। ଜଙ୍ଗଲ ବିଭାଗ କର୍ମଚାରୀଙ୍କ କହିବା ଅନୁଯାୟୀ ଉକ୍ତ ବାଘକୁ ବସିରହାଟ ରେଞ୍ଜ ଅଧୀନରେ ହରିଖାଲି କ୍ୟାମ୍ପ ବିପରୀତ ପାଶ୍ୱର୍ରେ ଥିବା ହରିଣଭଙ୍ଗା ଜଙ୍ଗଲରେ ଧରାଯାଇଥିଲା ।

ତାହା ଦେହରେ ରେଡିଓ କୋଲାର ଖଞ୍ଜିବାପରେ ଜଙ୍ଗଲ ବିଭାଗ କର୍ମଚାରୀ ତାକୁ ପୁଣି ଜଙ୍ଗଲ ମଧ୍ୟରେ ୨୦୨୦ ଡିସେମ୍ବର ୨୭ରେ ଛାଡି ଦେଇଥିଲେ। ଭାରତୀୟ ସୀମାରେଖା ମଧ୍ୟରେ ତାହା କିଛିଦିନ ବୁଲାଚଲା କରିବା ପରେ ସେ ବାଂଲାଦେଶର ସୁନ୍ଦରବନରେ ତଳପଟ୍ଟି ଦ୍ୱୀପ ଆଡକୁ ମୁହାଁଇଥିଲା । ତାହା ଦେହରେ ଲାଗିଥିବା ରେଡିଓ କୋଲାର ସଙ୍କେତ ପଠାଇବା ବନ୍ଦ କରିଦେବା ବେଳକୁ ଉକ୍ତ ବାଘ ଭାରତର ସୁନ୍ଦରବନ ପଟେ ଥିବା ହରିନଭଙ୍ଗା ଓ ଖଟୁଆଝୁରି ଏବଂ ବାଂଲାଦେଶ ସୁନ୍ଦରବନ ଅଞ୍ଚଳରେ ଥିବା ତଳପଟ୍ଟି ଦ୍ୱୀପ ଅତିକ୍ରମ କରିସାରିଥିଲା । ଏହାର ଅବସ୍ଥିତି ଶେଷଥର ପାଇଁ ମଇ ୧୧ ତାରିଖରେ ତଳପଟ୍ଟି ଦ୍ୱୀପରେ ଠାବ କରାଯାଇଥିଲା । ସେବେଠାରୁ ତାହା ବାଂଲାଦେଶ ପଟେ ସୁନ୍ଦରବନ ମଧ୍ୟରେ ବିଚରଣ କରୁଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

June 25, 2026
ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

June 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version