ନୟାଗଡ ଜିଲ୍ଲା, ରଣପୁର, ସୁନଖାଳା (ଓଡିଶା ତାଜା ନ୍ୟୁଜ୍ ) ସୁନଖାଳା 16.3.2020 ରିପୋର୍ଟ ସୋନୁ :- ସୁନଖାଳା ରେ ମା ତାରିଣୀ ଙ୍କର କଳସ ଯାତ୍ରା ଓ ମହାଯଜ୍ଞ ସୁନାଖାଳା ବ୍ରାହ୍ମଣ ସାହି ରେ ମା ତାରିଣୀ ପୀଠରେ ମହାଯଜ୍ଞ ଭକ୍ତମାନେ ନେଳିଆ ପୋଖରୀ ଘାଟ ରୁ ପାଣି ଆଣିଥିଲେ ।
ଶହ ଶହ ଭକ୍ତ ଙ୍କ ସହିତ ଘଣ୍ଟ ଘଣ୍ଟା ନାଦରେ ଆଜି କମ୍ଫିଛି ସୁନଖାଳା । ମା ତାରିଣୀ ଙ୍କୁ ଦୋଳରେ ବସାଇ କଳସ ଯାତ୍ରା ସହିତ ପ୍ରଶସନ ତାରିଣୀ ଯଂଜ୍ଞ ସ୍ଥଳ କୁ ଆସିଥିଲେ । ତାରିଣୀ ପୀଠରେ ଘାଟ ରୁ ପାଣି ଆଣିଥିବା ଭକ୍ତ ମାନେ ଯଜ୍ଞ ଖଳାରେ କଳସ ସ୍ଥାପନା କରିଥିଲେ ।