କଟକ (ଓଡିଶା ତାଜା ନିଉଜ ) ମାହାଙ୍ଗା 15/03/20 : – କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଧୀନ ଗୋପାଳପୁର ମୁସଲିମ ବସ୍ତିରେ ଚାଲିଛି ଜଳସା କାର୍ଯ୍ୟକ୍ରମ, କରୋନା ପାଇଁ ସରକାର ସଭାସମିତି କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ବି ତାହା ମାହାଙ୍ଗାରେ କାମ କରୁନି,
ଏହି ଜଳସା କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରୁ ମୁସଲିମ ଶ୍ରଦ୍ଧାଳୁ ମାନେ ଯୋଗଦେଇଥିବାବେଳେ ସେମାନଙ୍କ ମଧ୍ୟରୁ କିଏ କରୋନା ପୀଡିତ ନଥିବ ତାହା କହିବ ଅସମ୍ଭବ, ସରକାର ଲୋକଙ୍କ ଜୀବନ ବଞ୍ଚିବାପାଇଁ କରୋନା କୁ ଜାତୀୟ ମହାମାରୀ ଘୋଷଣା କରିଥିବା ଓ ସଭା ସମିତି ବନ୍ଦ କରିଥିବା ବେଳେ ମାହାଙ୍ଗା ଗୋପାଳପୁରରେ ନିଅମ କାମ ନକରିବା ମାହାଙ୍ଗା ପ୍ରଶାସନ ର ଲୋକଙ୍କ ହିତ ପାଇଁ କେତେ ଚିନ୍ତା ତାହା ସ୍ପଷ୍ଟ ବାରିହେଇଯାଉଛି,