ଭୁବନେଶ୍ୱର, ଚନ୍ଦାହାଣ୍ଡି ବ୍ଲକ (ଓଡିଶାତାଜାନ୍ୟୁଜ୍ ) ତା-13.3.2020 :- ଆଜି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝି ଏବଂ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝି ଚନ୍ଦାହାଣ୍ଡି ବ୍ଲକ ର ବିଭିନ୍ନ ଗାଁ କୁ ଯାଇ ବିବାହ କାର୍ଯ୍ୟକ୍ରମ ରେ ଯୋଗ ଦେଇ ନବ ଦମ୍ପତି ଙ୍କୁ ଶୁଭାଶ୍ରୀବାଦ ପ୍ରଦାନ କରିବା ସହିତ ଦଶାହ କାର୍ଯ୍ୟକ୍ରମ ରେ ମଧ୍ୟ ଯୋଗ ଦେଇଥିଲେ ।
ବିବାହ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବାରୁ ସେ ଗ୍ରାମ ର ଲୋକ ବହୁ ଖୁସି ପ୍ରକାଶ କରିଥିଲେ । ଏବଂ ବିଧାୟକ ଓ ସାଂସଦ ଙ୍କ ଲୋକ ସଂପର୍କ ତଥା ନିଜ ନିର୍ବାଚନ ମଣ୍ଡଳୀ ପ୍ରତ୍ୟକ ଟି ଲୋକ ଙ୍କ ର ଦୁଃଖ ସୁଖ ରେ ଭାଗିଦାର ହୋଇ ଲୋକ ଙ୍କ ମନରେ ନୂତନ ଆଶା ଜାଗ୍ରତ କରୁଛନ୍ତି । ଲୋକଙ୍କ ଖୁସି କର୍ମୀ ଙ୍କ ସହଯୋଗ ତାଙ୍କ ସହିତ ସଦାସର୍ବଦା ରହିବ ।