• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କା‌ଳବୈଶାଖୀ ବର୍ଷା ଯୋଗୁଁ ଶ୍ମଶାନରେ ହୋଇପାରିଲାନି ଶବଦାହ 

Proprietor Abhimanyu Maharana by Proprietor Abhimanyu Maharana
May 22, 2021
in ଓଡ଼ିଶା, ମହାନଗର, ହୋମ୍
0
କା‌ଳବୈଶାଖୀ ବର୍ଷା ଯୋଗୁଁ ଶ୍ମଶାନରେ ହୋଇପାରିଲାନି ଶବଦାହ 
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୨ ମଇ ଶନିବାର ) ଭୁବନେଶ୍ୱର  :- ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ବେଳେ ହୋଇଥିବା କା‌ଳବୈଶାଖୀ ଜନିତ ବର୍ଷା ଯୋଗୁଁ ସତ୍ୟନଗର ଶ୍ମଶାନରେ ଶବଦାହ ହୋଇପାରିନି । ପ୍ରାୟ ଦୁଇ ଘଣ୍ଟା ଧରି କୋଭିଡ୍‌ ଆକ୍ରାନ୍ତଙ୍କର ଶବଦାହ ହୋଇପାରିନଥିଲା । ଶବଦାହ ହୋଇ ନପାରିବା‌ ଯେତିକି ସମସ୍ୟା ନଥିଲା, ଜୁଇ ଅଧାରୁ ଲିଭି ଯିବା ତା’ଠାରୁ ବଡ଼ ସମସ୍ୟା ପାଲଟିଥିଲା । ଅଧା ପୋଡ଼ା ଶବ ବହୁ ସମୟ ଧରି ପଡ଼ି ରହିବାରୁ ଚତୁର୍ଦ୍ଦିଗ ଦୁର୍ଗନ୍ଧରେ ଫାଟି ପଡ଼ିଥିଲା । ସ୍ଥିତି ଏପରି ହୋଇଥିଲା ଯେ ଲୋକ ଘରର କବାଟ, ଝରକା ଖୋଲି ପାରିନଥିଲେ ।

ଶୁକ୍ରବାର ଅପରାହ୍‌ଣ ପ୍ରାୟ ତିନିଟା ବେଳକୁ ଶ୍ମଶାନରେ ଥିବା ୨୧ଟିରୁ ୧୦ଟି କାଠଚୁଲା ଓ ଗୋଟିଏ ବିଦ୍ୟୁତ୍‌ ଚୁଲାରେ କୋଭିଡ ଆକ୍ରାନ୍ତଙ୍କ ଶବଦାହ ହେଉଥିଲା । ଶ୍ମଶାନ ବାହାରେ ମୃତକଙ୍କ ସମ୍ପର୍କୀୟମାନେ ଛିଡ଼ା ହୋଇଥିଲେ । କିନ୍ତୁ ହଠାତ୍ କଳା ବାଦଲ ଘୋଟି ଆସିଲା । ଆଉ ବରକୋଳିଆ ଟୋପା ଟପ୍‌ ଟପ୍‌ କରି ଆକାଶରୁ ଅଜାଡ଼ି ହୋଇପଡ଼ିଲା । ଶ୍ମଶାନ ବାହାରେ ଥିବା ଲୋକ କିଏ କାର୍ ଭିତରକୁ ପଳାଇଲେ ତ କିଏ ଦୋକାନ ଭିତରକୁ ପଶିଗଲେ । ଶ୍ମଶାନ ଭିତରେ ଶବଦାହ କରୁଥିବା ଲୋକ ଛାତ ଘର ଭିତରକୁ ପଳାଇଲେ।

ତେବ‌େ ପ୍ରବଳ ବର୍ଷା ସବୁ ଜୁଇକୁ ଲିଭାଇ ଦେଲା । ପୂର୍ବରୁ ପଡ଼ିଥିବା ପାଉଁଶ, ଆଜିର ଅଧାପୋଡ଼ା ଶବ ଉପରେ ବର୍ଷା ପାଣି ପଡ଼ିବା ପରେ ଦୁର୍ଗନ୍ଧ ଚାରିଆଡ଼େ ଖେଳି ଯାଇଥିଲା । ପୂରା ସତ୍ୟନଗରରୁ ଆରମ୍ଭ କରି ପଞ୍ଜାବି କଲୋନି, ସହିଦନଗର, ବମିଖାଲ, କଟକରୋଡ୍‌, ଝାରପଡ଼ା ଅଞ୍ଚଳ ସବୁ ଗନ୍ଧେଇଥିଲା । ସମସ୍ତେ କହୁଥିଲେ କାହା ଘରେ କ’ଣ ପୋଡ଼ିଗଲା କି..? ହେଲେ କେହି ଠଉରାଇ ପାରୁ ନଥିଲେ ସତ୍ୟନଗର ଶ୍ମଶାନର ଅଧାପୋଡ଼ା ଶବର ଗନ୍ଧ ତାଙ୍କ ଘରେ ପଶିଛି । ଅପରାହ୍‌ଣ ସାଢ଼େ ୩ଟାରୁ ସାଢ଼େ ୫ଟା, ୬ଟା ପର୍ଯ୍ୟନ୍ତ ଜନପଥରୁ ଆରମ୍ଭ କରି ଚତୁର୍ଦ୍ଦିଗ ଏମିତି ଗନ୍ଧେଇଥିଲା ଯେ ଲୋକ ପୂରା ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଶ୍ମଶାନକୁ ପ୍ରାୟ ୫୦ଟି ଶବ ଆସିଥିଲା । ଏଥିରୁ ପ୍ରାୟ ୧୫ଟି ଶବ ପୋଡ଼ା ସରିଥିଲା । ବାହାରେ ଥିବା ୧୦ଟି ଚୁଲାରେ ଶବ ଲଦା ହୋଇ ନିଆଁ ଲାଗିଥିଲା । ହଠାତ୍ ଜୋରରେ ବର୍ଷା ହେବାରୁ କର୍ମଚାରୀମାନେ ଶବଦାହ କରି ପାରିନଥିଲେ । ବର୍ଷା ଛାଡ଼ିବା ପରେ ଓଦା କାଠ ଓ ଦରପୋଡ଼ା ଶବରେ ଡିଜେଲ୍‌ ପକାଇ ଜାଳିଥିଲେ । ଗୋଟିଏ ଶବ ଦାହ ପାଇଁ ପ୍ରାୟ ଦୁଇ ଘଣ୍ଟା ଲାଗୁଥିବା ବେଳେ ଆଜି ବର୍ଷା ଯୋଗୁଁ ଦୁଇ ଘଣ୍ଟା ଶବ ଦାହ ହୋଇପାରିନଥିଲା । ତେଣୁ ବିଳମ୍ବିତ ରାତି ଯାଏ ଶବଦାହ ହୋଇଛି । ଚୁଲି ଓ କାଠ ଓଦା ହୋଇଯାଇଥିବାରୁ ଅଧିକାଂଶ‌ ଶବରେ କାଠ ଉପରେ ଡିଜେଲ୍‌ ପକାଇ ନିଆଁ ଲଗାଯାଇଥିଲା ।

ଅପରପକ୍ଷେ ଶୁକ୍ରବାର ସତ୍ୟନଗରରେ ପୋଡ଼ା ଶବର ଗନ୍ଧ ଅସହ୍ୟ ହୋଇ ପଡ଼ିବା ପରେ ପୁଣି ଶ୍ମଶାନ ସ୍ଥାନାନ୍ତର ଦାବି ଜୋର୍ ଧରିଛି । ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ବିଏମ୍‌ସି ରାଜଧାନୀ ମଝିରେ ସବୁ କୋଭିଡ୍‌ ମୃତକଙ୍କ ଶବଦାହ କରିବା ଦ୍ବାରା ଏହାର ଭୂତାଣୁ ବାୟୁମଣ୍ଡଳରେ ମିଶୁଛନ୍ତି । ଦିନକୁ ଏତେ ଜୁଇ ଜଳୁଛି ଯେ ଆଗ ଘ‌ରେ କଳା ଧୂଆଁ ପଶି ଅଳନ୍ଦୁ ହୋଇଗଲାଣି । ସଂଧ୍ୟା ସମୟରେ ପବନ ବହିଲେ ଘରର କବାଟ ଝରକା ଖୋଲି ହେଉନି ।

ବିଏମ୍‌ସି ତୁରନ୍ତ ଏହି ଶ୍ମଶାନ ସ୍ଥାନାନ୍ତର କରୁ, ନଚେତ୍ ଆମେ କଡ଼ା ପଦକ୍ଷେପ ନେବୁ । ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଜି ବର୍ଷା ଯୋଗୁଁ ଘଣ୍ଟେ/ଦୁଇ ଘଣ୍ଟା ପାଇଁ ଶବଦାହ ହୋଇପାରିନଥିଲା । ହଠାତ୍ ପାଉଁଶରେ ପାଣି ପଡ଼ିବାରୁ ଏବଂ ପବନ ହେଉଥିବାରୁ ଗନ୍ଧ ହୋଇଥିବ । ଖୁବ୍‌ ଶୀଘ୍ର ସତ୍ୟନଗର ଶ୍ମଶାନ ବୋଝ କମିବ । ଦୁଇ ଦିନ ପରେ ଆମେ ଭରତପୁର ଶ୍ମଶାନରେ କୋଭିଡ୍ ଆକ୍ରାନ୍ତଙ୍କ ଶବଦାହ କରିବୁ । ଏହାଦ୍ବାରା ଏହି ଶ୍ମଶାନର ଚାପ କମିବ । (Report-Bhanja Bihari Mohanty)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026
27 ବର୍ଷ ଧରି ଫେରାର ଥିବା ଆସାମୀ ଦ୍ୱୟ କୋର୍ଟରେ ଆତ୍ମସମର୍ପଣ : ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇବା ପରେ ଉଭୟ ଗଲେ ଜେଲ

27 ବର୍ଷ ଧରି ଫେରାର ଥିବା ଆସାମୀ ଦ୍ୱୟ କୋର୍ଟରେ ଆତ୍ମସମର୍ପଣ : ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇବା ପରେ ଉଭୟ ଗଲେ ଜେଲ

May 13, 2026
ଗଣମାଧ୍ୟମ ସତ ଖବର ଉପରେ ଗୁରୁତ୍ୱ ଦେଉ : ପ୍ରତ୍ୟୁଷା ର ୫ମ ପ୍ରତିଷ୍ଠା ବର୍ଷ ଉତ୍ସବ ପାଳିତ

ଗଣମାଧ୍ୟମ ସତ ଖବର ଉପରେ ଗୁରୁତ୍ୱ ଦେଉ : ପ୍ରତ୍ୟୁଷା ର ୫ମ ପ୍ରତିଷ୍ଠା ବର୍ଷ ଉତ୍ସବ ପାଳିତ

May 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version