• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଶ୍ରୀଜଗନ୍ନାଥଙ୍କ ଅର୍ଥ ସୁରକ୍ଷିତ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତ : ନରସିଂହ

Proprietor Abhimanyu Maharana by Proprietor Abhimanyu Maharana
March 7, 2020
in Uncategorized, ଓଡ଼ିଶା, ରାଜନୀତି, ହୋମ୍
0
ଶ୍ରୀଜଗନ୍ନାଥଙ୍କ ଅର୍ଥ ସୁରକ୍ଷିତ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତ : ନରସିଂହ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର ତା-7.3.2020 :- ରିଖ ସାରା ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଛି।ସରକାରୀ ହେଉ କି ବେସରକାରୀ ବର୍ତମାନ ବ୍ୟାଙ୍କ ଲୁଟା ଯାଉଛି।ୟସ ବ୍ୟାଙ୍କ ଏବେ ଦେବାଲୟା ପରିସ୍ଥିତିରରେ ପହଂଚିଛି। ପୁରୀ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଘରୋଇ ‘ୟସ’ ବ୍ୟାଙ୍କରେ ରଖାଯିବା ଘଟଣାକୁ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଜଗନ୍ନାଥଙ୍କ ଅର୍ଥ କେଉଁ ପରିସ୍ଥିତିରେ ଓ କଣ ପାଇଁ, କାହା ନିର୍ଦ୍ଦେଶରେ ଘରୋଇ ବ୍ୟାଙ୍କରେ ରଖାଗଲା ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି ରଖିଛନ୍ତି । ସରକାରଙ୍କ ବିନା ନିର୍ଦ୍ଦେଶରେ ଘରୋଇ ବ୍ୟାଙ୍କରେ ଅର୍ଥ ରଖି ହେବ ନାହିଁ । ତେବେ କିଭଳି ଭାବରେ କେଉଁ ଅଧିକାରୀ ଅର୍ଥ ରଖିଲେ ଓ ଏହା ଯଦି ସରକାରଙ୍କ ଅଜାଣତରେ ରଖାଯାଇଥିଲା ତେବେ ଏହା ଉପରେ ମୁଖ୍ୟମନ୍ତ୍ରୀ କଣ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହାର ମଧ୍ୟ ଜବାବ ଲୋଡ଼ିଛନ୍ତି ଶ୍ରୀ ମିଶ୍ର । ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କର ଜଗନ୍ନାଥଙ୍କ ଅର୍ଥ ସମ୍ପର୍କରେ ଜାଣିବାର ଅଧିକାର ରହିଛି । ଏଣୁ ମୁଖ୍ୟମନ୍ତ୍ରୀ ଏହାର ଜବାବ ଯଦି ତୁରନ୍ତ ନ ଦିଅନ୍ତି ତେବେ ଏହା ପଛରେ ତାଙ୍କର ପ୍ରଛନ୍ନ ହାତ ରହିଛି ଓ ତାଙ୍କ ଇଂଗିତରେ କରାଯାଥିବା ପ୍ରମାଣିତ ହେବ । ଏହି ଘଟଣାକୁ ନେଇ କଂଗ୍ରେସ ବିଧାନସଭାରେ ପ୍ରଶ୍ନ ଉଠାଇବ ଓ ସରକାରଙ୍କଠାରୁ ଜବାବ ଲୋଡ଼ିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଶ୍ରୀ ମିଶ୍ର ତାଙ୍କ ସରକାରୀ ବାସଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସରକାର ନିୟମ କରିଛନ୍ତି ଯେ, କୌଣସି ଘରୋଇ ବ୍ୟାଙ୍କରେ ଅର୍ଥ ରଖାଯିବ ନାହିଁ । ଏହା କେବଳ ସରକାରୀ ବ୍ୟାଙ୍କରେ ରଖାଯିବ । କିନ୍ତୁ ଦୁର୍ଭାଗ୍ୟ ସରକାର ଯେଉଁ ନିୟମ କରିଛନ୍ତି ଓ ନିର୍ଦ୍ଦେଶ ଦେଇଛନ୍ତି ସେ ତାକୁ ପାଳନ ନ କରି ସେ ନିର୍ଦ୍ଦେଶକୁ ଉଲ୍ଲଘନ କରି ଶ୍ରୀଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ସରକାରୀ ବ୍ୟାଙ୍କରେ ଗଚ୍ଛିତ ଥିଲା । ତାକୁ ଉଠାଇ ନେଇ ଘରୋଇ ୟସ ବ୍ୟାଙ୍କରେ ରଖାଗଲା । ଏଥିନେଇ କିଏ ନିଷ୍ପତ୍ତି ନେଲା, କାହା ନିର୍ଦ୍ଦେଶରେ ହେଲା । ତାହା ଆଜି ପର‌୍ୟ୍ୟନ୍ତ ଜଣାପଡ଼ିନାହିଁ । ଯେହେତୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ରହିଛି ଶ୍ରୀଜଗନ୍ନାଥ ମନ୍ଦିର ଆଇନ ରହିଛି ସେଥିରେ ଉଲ୍ଲେଖ ରହିଛି ଯଦିଓ ସରକାରଙ୍କର କର୍ତ୍ତୃତ୍ୱ ରହିଛି ଦୈନନ୍ଦିନ କାର‌୍ୟ୍ୟରେ ସରକାର ହସ୍ତକ୍ଷେପ କରିପାରିବେ ନାହିଁ । କିନ୍ତୁ ଯେତେବେଳେ କୌଣସି ଅବହେଳା ହେବ ବା କିଛି ବ୍ୟତିକ୍ରମ ହେବ ସେ କ୍ଷେତ୍ରରେ ସରକାର ହସ୍ତକ୍ଷେପ କରିପାରିବେ । ସମସ୍ତ ଜଗନ୍ନାଥ ଭକ୍ତ ଯେତେବେଳେ ଶୁଣିଲେ ସେମାନେ ଦେଇଥିବା ଅର୍ଥ ଘରୋଇ ବ୍ୟାଙ୍କରେ ଜମା ରହିଛି ଓ ଯେଉଁ ବ୍ୟାଙ୍କ ଦେବାଳିଆ ଅବସ୍ଥାରେ ପହଂଚିଛି ଏବଂ ସେ ଟଙ୍କା ଫେରିବା ନେଇ ଆଶଙ୍କା ରହିଛି ସେଥିନେଇ ସେମାନଙ୍କ ମନରେ ଆଘାତ ଲାଗିଛି । ସମସ୍ତଙ୍କର ଆଶଙ୍କାର ହିଛି ଜଗନ୍ନାଥଙ୍କ ଅର୍ଥ ସୁରକ୍ଷିତ ଅଛି କି ନାହିଁ । ଏ ସନ୍ଦେହ ଦୂର କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେଇନାହାଁନ୍ତି । କିମ୍ବା ସ୍ପଷ୍ଟୀକରଣ ରଖିନାହାଁନ୍ତି । ଏପର‌୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ କହିନାହାଁନ୍ତି ଯେ, ଜଗନ୍ନାଥଙ୍କ ଅର୍ଥ ସୁରକ୍ଷିତ ରହିଛି ଓ କୌଣସି ଆଶଙ୍କା କରିବାର ଆବଶ୍ୟକତା ନାହିଁ । ଆଇନମନ୍ତ୍ରୀ ଯାହା କହିଛନ୍ତି ବୋଲି କୁହାଯାଉଛି ତାହା ଦ୍ୱାରା ସେ ଲୋକଙ୍କୁ ଭୁଲ ତଥ୍ୟ ଦେଉଛନ୍ତି । ଏହା ଦୁର୍ଭାଗ୍ୟଜନକ । ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଥିବାରୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଏହା ଉପରେ ଉତ୍ତର ରଖନ୍ତୁ । ଶ୍ରୀ ମିଶ୍ର କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଯେତେବେଳେ ସାମ୍ବାଦିକମାନେ ଏହା ଉପରେ ପ୍ରଶ୍ନ କରିଥିଲେ ସେ କହିଥିଲେ ଅନୁଧ୍ୟାନ କରିବେ । ଏହାର ଅର୍ଥ ହେଲା ସେ ଏହାକୁ ଗୁରୁତ୍ୱ ଦେଉନାହାଁନ୍ତି । ଖାମ ଖିଆଲି ଭାବେ କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମତ ଲୋକଙ୍କ ମନରେ ଅଧିକ ସନ୍ଦେହ ସୃଷ୍ଟି କରିଛି । ଏଣୁ ତୁରନ୍ତ ଏହା ଉପରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ । ଯଦି କିଛି ଉତ୍ତର ନ ମିଳେ ତେବେ ଧରାଯିବ ଏଥିରେ ଓଡ଼ିଶା ସରକାରଙ୍କର ମନ୍ଦ ଉଦ୍ଦେଶ୍ୟ ରହିଛି ଓ ଏହା ପଛରେ ସରକାରଙ୍କ ହାତ ରହିଛି । ଏହା ଉପରେ ନିରପେକ୍ଷ ତଦନ୍ତ ହେବାର ଆବଶ୍ୟକ ରହିଛି ।ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ କମିଶନ ଇନକ୍ୱାରି କରି ତାର ସ୍ଥିତି ଯାହା ହେଲା ସେ ପରି କରାନଯାଉ । ଚାବି ହଜିବା ଘଟଣାର ତଦନ୍ତ ସମ୍ପର୍କରେ ରିପୋର୍ଟ ବିଧାନସଭାକୁ ଦିଆଗଲା ନାହିଁ କି ଲୋକଙ୍କୁ ଅବଗତ କରାଗଲାନାହିଁ । ଲୋକେ ଏବେ ଅନ୍ଧକାରରେ ଅଛନ୍ତି । ଜଗନ୍ନାଥଙ୍କର ରତ୍ନଭଣ୍ଡାରରେ କେତେ ସମ୍ପତ୍ତି ଥିଲା ଓ ଏବେ କେତେ ସମ୍ପତ୍ତି ଅଛି ତାହା ଜାଣିବା ପାଇଁ ଯାଞ୍ଚ ହେବା ଆବଶ୍ୟକ । ଯଦି ସରକାର ଏ ଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଜଣାପଡ଼ିବ ସରକାରଙ୍କ ଜାଣତରେ ରତ୍ନଭଣ୍ଡାରକୁ ମଧ୍ୟ ଲୁଟ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଶୀତାରମଣ ଯାହା କହିଛନ୍ତି ୟସ ବ୍ୟାଙ୍କରେ ଜମା ଅର୍ଥ ସୁରକ୍ଷିତ ରହିଛି ଏହା ଉପରେ ତାଙ୍କର ବିଶ୍ୱାସ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । କାରଣ ବିଜେପି ସରକାର ଯାହା କୁହଁନ୍ତି ତାହା କାର‌୍ୟ୍ୟରେ କରନ୍ତି ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଶୀବାନନ୍ଦ ରାୟ, ଅଧ୍ୟାପକ କୈଳାସ ଆଚାର‌୍ୟ୍ୟ ଓ ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

March 8, 2026
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version