No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ମଇ ବୁଧବାର ) ମୋହନା :- କରୋନା କଟକଣା ସାଙ୍ଗକୁ ଦିନକୁ ଦିନ ଲକଡାଉନ ରାଜ୍ୟରେ ବଢିବାରେ ଲାଗିଛି। ଲୋକେ ଜୀବିକା ହରାଇ ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି । ବହୁ ଗରୀବ ପରିବାରର ଲୋକଙ୍କ ଅବସ୍ଥା କହିଲେ ନସରେ । ଏଭଳି ବିପତ୍ତି ସମୟରେ

ମୋହନା ସହରର ଯୁବ ବ୍ୟବସାୟୀ ଶମ୍ଭୁ ଆଚାରୀ ନିହାତୀ ଗରୀବ ଶ୍ରେଣୀର ଲୋକଙ୍କୁ ସାହି ସାହି ବୁଲି ଚାଉଳ, ଡାଲି, ପରିବା, ବିସ୍କେଟ ଓ ୧୦୦ ଟଙ୍କା ଲେଖାଏଁ ବିଧବା ମହିଳା, ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କୁ ବାଣ୍ଟିଛନ୍ତି । ତାଙ୍କରି ଏଭଳି ଜନହିତକର କାର୍ଯ୍ୟକୁ ମୋହନା ବାସୀ ପ୍ରଶଂସା କରିଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result