• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବୈଜୟନ୍ତଙ୍କ ଦୂତ କିଏ ବିଜେଡିରେ ?

Proprietor Abhimanyu Maharana by Proprietor Abhimanyu Maharana
March 6, 2020
in Uncategorized, ଓଡ଼ିଶା, ରାଜନୀତି, ହୋମ୍
0
ବୈଜୟନ୍ତଙ୍କ ଦୂତ କିଏ ବିଜେଡିରେ ?
Share on FacebookShare on TwitterWhatsapp

ପ୍ରଶ୍ନ ଉଠୁଛି, ଦଳ ବିରୋଧୀଙ୍କୁ ବୈଜୟନ୍ତ ସରଣ ଦେଇପାରିବେ ତ ? କାରଣ ଆଜି ବି ବିଜେପିରେ ନିଜ ଅସ୍ତିତ୍ୱ ଖୋଜୁଛନ୍ତି ବୈଜୟନ୍ତ ବାବୁ ।

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର ତା-6.3.2020 :- ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡିର ସାଙ୍ଗଠନିକ ସମ୍ପାଦକ ଭାବେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ସହଜରେ ହଜମ କରି ପାରୁନାହାନ୍ତି ଦଳୀୟ ନେତା । କାରଣ ଜଣେ ଯୁବ ବିଧାୟକଙ୍କ ନାଁ ନେଇ ପ୍ରଶଂସା କରିବା ହୁଏତ ନବୀନଙ୍କ କ୍ଷେତ୍ରରେ ନୂଆ, ବିରଳ ଓ ପ୍ରଥମ । ମୁଖିଆ ଭୟରେ ସିନା କେହି ପାଟି କରୁନାହାନ୍ତି, ହେଲେ ଦଳ ବାହାରେ ଚର୍ଚ୍ଚା ଚଳାଇଛନ୍ତି । କାହାକୁ ସାହାରା ନ ପାଇ, ଆଉ ଜଣେ ବିଦାୟୀ ନେତା ବୈଜୟନ୍ତ ପଣ୍ଡାଙ୍କ କବାଟ କିଛି ବିଜେଡ଼ି ନେତା ବାଡେଇଥିବା ଖବର ମିଳିଛି । ବୈଜୟନ୍ତ ବି ବହୁ ଆଗରୁ ନବୀନଙ୍କ ପାଖ ଲୋକଙ୍କୁ ବିରୋଧ କରି ବିଜେଡିରୁ ବିଦା ହୋଇଥିଲେ। ଯାହା ତାଙ୍କ ଅସହିଷ୍ଣୁ ମନୋଭାବକୁ ସୂଚାଏ । ତେଣୁ ବିଜେଡିରେ ଥାଇ ଅସନ୍ତୋଷ କିଛି ନେତା ବୈଜୟନ୍ତଙ୍କ ପରିବାରର ମାଳିକାନାରେଥିବା ଗଣମାଧ୍ୟମର ସାହାରା ନେଇଛନ୍ତି । ଆଜି ଦଳୀୟ କାର‌୍ୟ୍ୟାଳୟରେ ନୂତନ ଦାୟିତ୍ୱ ପାଇଁ ବବିଙ୍କୁ ଉଭୟ ଛାତ୍ର ଓ ଯୁବ ସଂଗଠନ ସମ୍ବର୍ଦ୍ଧିତ କରିଥିଲେ । ହେଲେ କାର‌୍ୟ୍ୟକ୍ରମ ପୂର୍ବରୁ ହି ବୈଜୟନ୍ତଙ୍କ ପରିବାରର ଡିଜିଟାଲ ମିଡିଆରେ ପୋଷ୍ଟର ଭାଇରାଲ ହେଲା । ପୋଷ୍ଟରରେ କେବଳ ବବିଙ୍କ ଫୋଟୋ ହି ଥିଲା । ନବୀନ ନଥିଲେ ଫୋଟୋରେ । ଏ କଥା ବବିଙ୍କୁ ଅଜଣା ଥିଲା । ରୁମକୁ ଯିବା ମାତ୍ରେ, ବବି ସବୁ ଜାଣିପାରିଲେ । ତାଙ୍କୁ ବି ଷଡଯନ୍ତ୍ରର ଗନ୍ଧ ହେଲା । ସେଠାରେ ଚାହିଁଥିଲେ, ଉଠି ପଳାଇଥାନ୍ତେ ବବି । ହେଲେ ଏପରି କରିଥିଲେ, ତାଙ୍କୁ ହୃଦୟରୁ ଭଲ ପାଉଥିବା କିଛି ନେତାଙ୍କ ମନୋବଳ ଭାଙ୍ଗିଯାଇଥାନ୍ତା ।

ଫୋଟୋ କି ମିଡ଼ିଆ ଆଗରେ ବାଇଟ ବବି କେବେ ଦିଅନ୍ତି ନାହିଁ । କାରଣ ସେ ସବୁବେଳେ କୁହନ୍ତି ଯେ ଆଜି ତାଙ୍କ ଉନ୍ନତିର ଶ୍ରେୟ ନବୀନ ବାବୁ ଓ ଦିବଙ୍ଗତ ପିତା ଅଶୋକ ଦାସଙ୍କ । ଅନ୍ୟପଟେ ବୈଜୟନ୍ତ ବି ବବିଙ୍କୁ ଦଳରେ ଥିବା ସମୟରୁ ହି ବିରୋଧ କରି ଆସିଥିବାର ନଜିର ରହିଛି । ବାରମ୍ବାର ବବିଙ୍କ ବିରୋଧରେ ଖବର ପ୍ରସାରଣ ବି କରିଥିଲେ । ହେଲେ ନିଜ ନେତା ନବୀନଙ୍କ ପରି ଚୁପ ରହିବାକୁ ପସନ୍ଦ କଲେ ବବି । ବବିଙ୍କୁ ଦଳ ପାଇଁ କଠିନ ପରିଶ୍ରମ ଯୋଗୁ ବଡ଼ ଦାୟିତ୍ୱ ମିଳିଥିବା ଖୋଦ ନବୀନ କହିଛନ୍ତି । ଏବେ କିଛି ଅସହିଷ୍ଣୁ ବିଜେଡି ନେତା ବୈଜୟନ୍ତଙ୍କୁ ଢାଲ କରିଥିବା ଖବର ଆସିଛି । କିଛି ବଡ଼ ନାଁ ଥିବା ବିଜେଡି ନେତା ଭାବୁଛନ୍ତି, ବବିଙ୍କ ପଦୋନ୍ନତି ପାଇଁ ସେମାନକୁ ଦଳୀୟ କାର‌୍ୟ୍ୟାଳୟରେ ମଉଜ ମଜଲିସ କରିବାକୁ ଆଉ ସୁଯୋଗ ମିଳିବ ନାହିଁ । କିଛି ନେତା ତ ଗତ ନିର୍ବାଚନରେ ବିଜେପି ଟିକେଟରେ ଲଢ଼ିଥିବା ନିଜ ସମ୍ପର୍କୀୟ ନେତାଙ୍କୁ ସମର୍ଥନ କରିଥିବା ଖବର ବିଜେଡି ପାୱାର କରିଡ଼ରରେ ପହଂଚିଛି । କ୍ଷମତା ପାଇବା ପରେ ଏପରି ଦଳୀୟ ବିଶୃଙ୍ଖଳା ବିରୋଧରେ ବବି ଆହୁରି କଠୋର ହୋଇ ଠିଆ ହେବାର ଭୟରୁ ତାଙ୍କ ବିରୋଧରେ ଷଡଯନ୍ତ୍ର ଆରମ୍ଭ ହୋଇଛି । ହେଲେ ସମସ୍ତଙ୍କୁ ନେଇ ସାଥିରେ ଯିବାର କଳା ଜାଣିଥିବା ବବି ଯେ ପୁଣି ଅସନ୍ତୋଷମାନଙ୍କୁ କୋଳେଇ ନେବେ, ସେଥିରେ ସନ୍ଦେହ ନାହିଁ । ସେ ସମୟରେ ବିଦ୍ରୋହୀ ବଡ଼ ନେତାମାନଙ୍କ ଭବିଷ୍ୟ କଣ ହେବ, ସମସ୍ତେ ଜାଣନ୍ତି । ପ୍ରଶ୍ନ ଉଠୁଛି, ଦଳ ବିରୋଧୀଙ୍କୁ ବୈଜୟନ୍ତ ସରଣ ଦେଇପାରିବେ ତ ? କାରଣ ଆଜି ବି ବିଜେପିରେ ନିଜ ଅସ୍ତିତ୍ୱ ଖୋଜୁଛନ୍ତି ବୈଜୟନ୍ତ ବାବୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026
ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ତିନି ବର୍ଷର ଶିଶୁ ସମେତ ୪ ମୃତ

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ତିନି ବର୍ଷର ଶିଶୁ ସମେତ ୪ ମୃତ

March 8, 2026
ବିଜୁ ଜନତାଦଳ ମୋହନା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ବାବୁଙ୍କର ୧୧0ତମ ଜୟନ୍ତୀ ପାଳିତ

ବିଜୁ ଜନତାଦଳ ମୋହନା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ବାବୁଙ୍କର ୧୧0ତମ ଜୟନ୍ତୀ ପାଳିତ

March 8, 2026
ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026
ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ତିନି ବର୍ଷର ଶିଶୁ ସମେତ ୪ ମୃତ

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ତିନି ବର୍ଷର ଶିଶୁ ସମେତ ୪ ମୃତ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version