• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଗ୍ରାମୀଣ ଲୋକଙ୍କ ଆୟକୁ ସୁରକ୍ଷା ପ୍ରଦାନ କରିଥାଏ

Proprietor Abhimanyu Maharana by Proprietor Abhimanyu Maharana
March 4, 2020
in Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
0
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଗ୍ରାମୀଣ ଲୋକଙ୍କ ଆୟକୁ ସୁରକ୍ଷା ପ୍ରଦାନ କରିଥାଏ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 4.3. 2020 ରିଖ :- ବର୍ତମାନ ଯୁଗରେ ଉପେକ୍ଷୀତ ବର୍ଗର ଲୋକମାନଙ୍କୁ ଆର୍ଥିକ ସେବା ପ୍ରଦାନ କରିବାରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସଂସ୍ଥାଗୁଡ଼ିକର ଭୂମିକା ବେଶ ଉତ୍ସାହଜନକ ରହିଛି । ରାଜ୍ୟର ଦାରିଦ୍ର‌୍ୟ ପ୍ରଭାବିତ ଅଂଚଳଗୁଡ଼ିକରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ସଂପ୍ରସାରଣ ଲାଗି ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଓସାଫିର ସଭାପତି ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏବଂ ଓଡ଼ିଶାର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ତଥା ସଂସ୍ଥାଗତ ନିର୍ଦେଶକ ଶ୍ରୀଯୁକ୍ତ ପି କେ ବିଶ୍ୱାଳଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି ତୃତୀୟ ରାଜ୍ୟ ସ୍ତରୀୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କନ୍‌କ୍ଲେଭ୍‌-୨୦୨୦ । ଓଡ଼ିଶାର ଆର୍ଥିକ ଅନ୍ତୁର୍ଭକ୍ତୀକରଣର ସ୍ଥିତି ଉପରେ ଅଧିବେଶନ ଆୟୋଜନ କରାଯାଇଥିଲା ଏବଂ ଇକ୍ୱିଫାକ୍ସ କ୍ରେଡିଟ୍ ବ୍ୟୁରୋର ଶ୍ରୀଯୁକ୍ତ ମନୁ ସେହଗଲ୍ ରିପୋର୍ଟ ଉପସ୍ଥାପନ କରିଥିଲେ । ଆଶୀର୍ବାଦର ଏଭିପି ଶ୍ରୀଯୁକ୍ତ ଆଲୋକ ପଟ୍ଟନାୟକ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ପ୍ରଭାବ ସଂପର୍କିତ ରିପୋର୍ଟ ପ୍ରଦାନ କରିଥିଲେ । ଓସାଫିର ସିଇଓ ଶ୍ରୀଯୁକ୍ତ ନରେନ୍ଦ୍ର ନାୟକ ଓସାଫିର କାର୍ଯ୍ୟକଳାପ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଡ୍‌ବିର ରାଜ୍ୟ ପ୍ରବନ୍ଧକ ଅଙ୍କିତା ମହାନ୍ତି, ସିଡ୍‌ବିର ପୂର୍ବତନ ଜିଏମ୍ ଶ୍ରୀଯୁକ୍ତ ଅଶୋକ ରଂଜନ ସାମଲ ଓ ସିୱାଇଏସଡିର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜଗଦାନନ୍ଦ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ମଡେଲ୍ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଓ ସଂସ୍ଥାଗତ ନିର୍ଦେଶକ ଶ୍ରୀଯୁକ୍ତ ପି କେ ବିଶ୍ୱାଳ କହିଛନ୍ତି ଯେ,” ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ପାଇଁ ଦାରିଦ୍ର‌୍ୟରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ସେମାନଙ୍କ ପାଇଁ ଓଡ଼ିଶାର ଗ୍ରାମାଂଚଳର ନିମ୍ନ ଆୟ ବର୍ଗର ଲୋକମାନଙ୍କ ପାଖରେ ବ୍ୟାଙ୍କିଙ୍ଗ ସେବା ପହଂଚିବାରେ ଉନ୍ନତି ହୋଇଛି ।’’ କୃତଜ୍ଞତା ଜ୍ଞାପନ କରି ଓସାଫିର ସଭାପତି ଶ୍ରୀଯୁକ୍ତ ଦିବ୍ୟାଜ୍ୟୋତି ପଟ୍ଟନାୟକ କହିଛନ୍ତି ଯେ, “ମୁଁ ବହୁତ ଖୁସି ଯେ ଓସାଫି ଏହାର ଉଦ୍ୟମକୁ ଜାରି ରଖି ସମସ୍ତ ମାଇକ୍ରୋଫାଇନାନ୍‌ସ ପ୍ରାକ୍ଟିସନରମାନଙ୍କୁ ଏକତ୍ରୀତ କରିପାରିଛି ଯଦ୍ୱାରା ଆମେମାନେ ନିଜ ନିଜର ଉଦ୍ୟମକୁ ଏକତ୍ରୀତ କରି “କାହାକୁ ପଛରେ ନ ଛାଡ଼ିବାର’ ଲକ୍ଷ୍ୟ ନେଇ ନିମ୍ନ ଆୟ ବର୍ଗର ଲୋକମାନଙ୍କୁ ସେବା ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛୁ ।’’ ଭାରତୀୟ ରିଜର୍ଭ ବ୍ୟାଙ୍କର ସହକାରୀ ମହାପ୍ରବନ୍ଧକ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ପଟ୍ଟନାୟକ ଜୀବିକା ସୁଯୋଗରେ ଉନ୍ନତି ଆଣିବା ଲାଗି ମିଳିତ ଉଦ୍ୟମ କରିବା ଏବଂ ଏଥିରେ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକର ଭୂମିକା ବିଷୟରେ ଆଲୋଚନା କରିଥିଲେ ।

ସିଡ୍‌ବି- ପୁଅରେଷ୍ଟ୍ ଷ୍ଟେଟ୍ ଇନ୍‌କ୍ଲୁସିଭ୍ ଗ୍ରୋଥ୍ ପ୍ରୋଗ୍ରାମ (ପିଏସ୍‌ଆଇଜି) ସହଯୋଗରେ ଓଡ଼ିଶା ଷ୍ଟେଟ୍ ଆସୋସିଏସନ୍ ଫର ଫାଇନାନ୍ସିଆଲ ଇନ୍‌କ୍ଲୁଜନ୍ ଇନଷ୍ଟିଚୁୃ୍ୟସନ୍ସ (ଓସାଫି) ପକ୍ଷରୁ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍‌ଠାରେ ଆୟୋଜନ କରାଯାଇଥିବା ଏହି କନ୍‌କ୍ଲେଭ୍‌ରେ ଅନ୍ତର୍ଭୁକ୍ତୀକରଣ ଫାଇନାନ୍ସ ଜରିଆରେ ଲୋକମାନଙ୍କ ନିରନ୍ତର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । କନ୍‌କ୍ଳେଭ୍‌ରେ ସରକାରଙ୍କ ବିଭିନ୍ନ ଲାଇନ୍ ବିଭାଗ, ଆରବିଆଇ, ନାବାର୍ଡ, ସିଡବି, ଏସଏଲବିସି, ବ୍ୟାଙ୍କ, ଆରଆରବି, ଏସଏଫବି, ଏନବିଏଫସି- ଏମଏଫଆଇ, ବିସି, ଏନଜିଓ, ସିବିଓ, ଏସଏଚପିଆଇ, ସମବାୟ ସଂସ୍ଥା, ଶିଳ୍ପ ସଂଘ, ଏସଆରଓ-ଏମଏଫଆଇଏନ ଓ ସା-ଧନର ପ୍ରାୟ ୨୦୦ ପ୍ରତିନିଧି ଅଂଶଗ୍ରହଣ କରି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଓଡ଼ିଶା ଜୀବିକା ମିସନର ରାଜ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ଦେବାଶିଷ ମହାପାତ୍ର ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ରହୁଥିବା ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିଥିଲେ ଏବଂ ତାହାର କିଭଳି ମୁକାବିଲା କରାଯିବ ତାହା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଡିଜିଏମ୍‌-ଆଉଟରିଚ ଶ୍ରୀଯୁକ୍ତ ଅରୁଣ ଅଗ୍ରୱାଲ, ଏୟାରଟେଲ ପେମେଂଟ୍ ବ୍ୟାଙ୍କର ରାଜ୍ୟ ମୁଖ୍ୟ ଶ୍ରୀଯୁକ୍ତ ଅନୁପମ କାଲଟିଆ, ଆକସେସ ଡେଭ୍ ସର୍ଭିସେସ୍‌ର ଡକ୍ଟର ଏ କେ ମହାନ୍ତି ମଧ୍ୟ ସମ୍ମିଳନୀରେ ବକ୍ତା ଭାବେ ଯୋଗ ଦେଇଥିଲେ । ସମସ୍ତ ଆଲୋଚନା ଓ ବକ୍ତୃତା ଗୋଟିଏ ବିଷୟ “ଆର୍ଥିକ ଉତ୍ପାଦ ଓ ସେବା ହାସଲ କରିବାର ସୁଯୋଗ’ ଉପରେ କେନ୍ଦ୍ରୀଭୂତ ରହିଥିଲା । ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏଜେଣ୍ଡା ବଢ଼ୁଥିବା ବେଳେ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ଅଧିକ ମହିଳାଙ୍କୁ ସାମିଲ କରିବାର ଏକମାତ୍ର ବିକଳ୍ପ ହେଉଛି ଅଧିକ ଲିଙ୍ଗ ଅନ୍ତୁର୍ଭକ୍ତୀକରଣ ଆର୍ଥିକ ବ୍ୟବସ୍ଥା ଆଣିବା ଯାହା ସାମଜରେ ମହିଳାମାନେ ସାମ୍ନା କରୁଥିବା ପ୍ରତିବନ୍ଧକର ମୁକାବିଲା କରିପାରିବ । ଓସାଫି ହେଉଛି ଏକ ସଂସ୍ଥା ଯାହା ରାଜ୍ୟର ସମସ୍ତ ସରକାର ଏବଂ ଅଣ ସରକାରୀ ସଂସ୍ଥା ମଧ୍ୟରେ ସମ୍ପର୍କ ସ୍ଥାପନ କରୁଛି ଏବଂ ସୁଲଭ ମୂଲ୍ୟରେ ସମାଜର ଉପେକ୍ଷୀତ ଓ ନିମ୍ନ ଆୟ ବର୍ଗର ଲୋକମାନଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛି । ଏହି କନ୍‌କ୍ଲେଭ୍ ପାଇଁ ଓସାଫିର ସଦସ୍ୟ ସଂସ୍ଥାଗୁଡ଼ିକ ପ୍ରତ୍ୟକ୍ଷ ସହଯୋଗ ପ୍ରଦାନ କରିଥିଲେ ଏବଂ ଏହାର ସଂଯୋଜନା କରିଥିଲେ ମହମ୍ମଦ ଅମିନ, ଶ୍ରୀ ଗୋବିନ୍ଦ ଦାଶ, ଶ୍ରୀ ଦୀପକ କିଣ୍ଡୋ, ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ-ନେଟୱର୍କର ବୋର୍ଡ ଅଫ୍ ଡାଇରେକ୍ଟର୍ସ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

Odisha to Host 2026–27 Junior & Senior Artistic Gymnastics National Championships

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

April 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version