• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ରେ ପ୍ରକୃତ ଭୂମିହୀନ ଙ୍କୁ ମିଳୁ ଭୂମି ; ନଜର ଦେଉ ପ୍ରଶାସନ

Proprietor Abhimanyu Maharana by Proprietor Abhimanyu Maharana
May 8, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ରଣପୁର ରେ ପ୍ରକୃତ ଭୂମିହୀନ ଙ୍କୁ ମିଳୁ ଭୂମି ; ନଜର ଦେଉ ପ୍ରଶାସନ
Share on FacebookShare on TwitterWhatsapp

ରଣପୁରରେ ଯେଉଁ ବ୍ୟକ୍ତି ବିଶେଷ ଙ୍କର ମାତା,ପିତା,ପିତାମହ ଙ୍କ ନାମରେ କୌଣସି ରେକର୍ଡ ଅଛି ନା ନାହିଁ ଯାଞ୍ଚ କରାଯାଇ ପଟା ଅଥବା ଭୂମି ପ୍ରଦାନ କରାଯାଉ । ୧୦ ନମ୍ବର , ୯ ନମ୍ବର , ୧୪ ନମ୍ବର ୱାର୍ଡ କୁ ସଠିକ ଭାବେ ତଦନ୍ତ କରାଯାଇ ପ୍ରଶାସନ ପକ୍ଷରୁ ଜାଗା ପ୍ରଦାନ କରାଯାଉ ବୋଲି ଏକ ‘ଘୋ’ ସୃଷ୍ଟି ହୋଇଛି । ସରକାର ଙ୍କ ସହାୟତା ଅସହାୟ ଙ୍କ ଠାରେ କାର୍ଯ୍ୟକାରୀ ହେଉ ।

ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ ମହାରଣା :- ଓଡ଼ିଶା ସରକାର ଭୂମିହୀନ ମାନଙ୍କୁ ଚାରି ଡିସମିଲି ଲେଖାଏଁ ଜାଗା ପ୍ରଦାନ କରିବାକୁ ନିୟମ କରିଥିବା ବେଳେ ସହରାଞ୍ଚଳ ଗୁଡିକରେ ବସ୍ତି ବାସିନ୍ଦା ମାନଙ୍କୁ ୪ ଡିସିମିଲି ସରକାରୀ ଜାଗା ଦେବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି କୁ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । କିନ୍ତୁ ସାଧାରଣ ରେ ପ୍ରକାଶ ପାଉଛି ଯେ ଯେଉଁମାନଙ୍କୁ ଜାଗା ପ୍ରଦାନ କରାଯାଉଛି ସେମାନଙ୍କର ପିତା ,ମାତା , ପ୍ରପିତାମହ,ମାତାମହ କି ପିତାମହ ଙ୍କ ନାମରେ ଜାଗା ଥିବା ବେଳେ ସେମାନେ ଭୂମିହୀନ ନହୋଇ ମଧ୍ୟ ସରକାରୀ ଜାଗା କୁ ଜବର ଦଖଲ କରି ନିଜ ନାମରେ ରେକର୍ଡ କରିବାର ଅପଚେଷ୍ଟା କରୁଛନ୍ତି ।

ସେଥିପାଇଁ ମଙ୍ଗରାଜ ପୁର ଅଞ୍ଚଳର ୧୪ ନମ୍ବର ୱାର୍ଡ ଅର୍ଥାତ ଜଗନ୍ନାଥ ପୁର ମୌଜା ରେ ୨୦ ଜଣ ଜବରଦଖଲକାରୀ ସରକାରୀ ଜାଗା ଦଖଲ କରି ରହିଛନ୍ତି । ଏହି ଜବରଦଖଲ କାରୀ ମଧ୍ୟରେ ଅନେକ ଙ୍କ ପିତା,ମାତା ଏବଂ ପିତାମହ କି ମାତାମହ ଙ୍କ ନାମରେ ଜାଗା ଥିବା କଥା ଆଲୋଚନା ହେଉଛି । ଯଦି ସାଧାରଣ ରେ ସେମାନଙ୍କର ଜାଗା ଥିବା କଥା ଆଲୋଚନା ହେଉଛି । ରଣପୁର ବିଜ୍ଞାପିତ ଅଞ୍ଚଳ ରେ କୌଣସି ବ୍ୟକ୍ତି ବିଶେଷ ଙ୍କ ର ଜାଗା ଥାଇ ସେମାନେ ସରକାରୀ ଜାଗା ଦଖଲ କରି ନିଜ ନାମରେ ଜାଗା ରେକର୍ଡ କରିବାର ଅପଚେଷ୍ଟା କରୁଥିବା ଜଣାପଡିଛି । ତେବେ ସେମାନଙ୍କ ନାମରେ ପଟା ନ କରିବା ପାଇଁ ଜନସଧାରଣ ମଧ୍ୟରେ ଆଲୋଚନା ହେଉଛି ।

ଏହି ପରିପ୍ରେକ୍ଷୀରେ ରଣପୁରରେ ଯେଉଁ ବ୍ୟକ୍ତି ବିଶେଷ ଙ୍କର ମାତା, ପିତା , ପିତାମହ ଙ୍କ ନାମରେ କୌଣସି ରେକର୍ଡ ଅଛି ନା ନାହିଁ ଯାଞ୍ଚ କରାଯାଇ ପଟା ଅଥବା ଭୂମି ପ୍ରଦାନ କରାଯାଉ । ଜାଗା ଥିବା ଲୋକ ଯଦି ଭୂମିହୀନ ବୋଲି ପ୍ରମାଣିତ ହୋଇ ଜାଗା ପାଇବେ ତେବେ ରଣପୁର ଜନସାଧାରଣ ଙ୍କ ମଧ୍ୟରେ ଏହି ଅସନ୍ତୋଷ ଦୃଢ଼ିଭୂତ ହେବ ଏବଂ ଯେଉଁ ପ୍ରକାଶକ ଏହି କାର୍ଯ୍ୟ ତନଖି ନକରି ଜାଗା ପ୍ରଦାନ କରିବେ ତାଙ୍କ ବିରୁଦ୍ଧରେରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ପ୍ରତିକ୍ରିୟା ପାଉଛି ।

ଏହି ପରିପ୍ରେକ୍ଷୀରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଚଞ୍ଚକତା କରି ଜାଗା ନେଇଥିବା ବ୍ୟକ୍ତି ବିଶେଷ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧରଣ ରେ ଦାବୀ ହେଉଛି ତେଣୁ ପ୍ରଶାସକ ଏବଂ ସରକାର ଙ୍କୁ ଜନସାଧାରଣ ତରଫରୁ ଦାବୀ କରାଯାଉଛି କି ସଠିକ ଭାବେ ପ୍ରକୃତ ଭୂମିହୀନ ଙ୍କୁ ଜାଗା ପ୍ରଦାନ କରାଯାଉ । ଏହା ସରକାର ଏବଂ ସ୍ଥାନୀୟ ପ୍ରଶାସନ ନିକଟରେ ରଣପୁର ବିଜ୍ଞାପିତ ଅଞ୍ଚଳ ର ଜନସାଧାରଣ ପକ୍ଷରୁ ଦାବି ହେଉଥିବା ପ୍ରକାଶ ପାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

June 17, 2026
ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 17, 2026
ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ନେଇ ସାଇକେଲ ରାଲି ଗ୍ରାମ ପରିକ୍ରମା କଲା

ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ନେଇ ସାଇକେଲ ରାଲି ଗ୍ରାମ ପରିକ୍ରମା କଲା

June 17, 2026
ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍‍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ

ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍‍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ

June 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

June 17, 2026
ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version