• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଗୋଏୟାର ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଦଶମ ଶ୍ରେଷ୍ଠ ସମୟାନୁବର୍ତୀ ବିମାନ କଂପାନି

Proprietor Abhimanyu Maharana by Proprietor Abhimanyu Maharana
March 3, 2020
in Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
0
ଗୋଏୟାର ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଦଶମ ଶ୍ରେଷ୍ଠ ସମୟାନୁବର୍ତୀ ବିମାନ କଂପାନି
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 3.3. 2020 ରିଖ :- ୟୁକେ ସଂସ୍ଥା ସିରିଅମ ପକ୍ଷରୁ ଭାରତୀୟ ବିମାନ କଂପାନି ଗୋଏୟାରକୁ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳର ଦଶମ ଶ୍ରେଷ୍ଠ ସମୟାନୁବର୍ତୀ ବିମାନ କଂପାନିର ମାନ୍ୟତା ପ୍ରଦାନ କରାଯାଇଛି । ଏହି ସଂସ୍ଥା ୩୫ ନିୟୁତ ବିମାନକୁ ଅନୁଧ୍ୟାନ କରିବା ପରେ ଗୋଏୟାରକୁ ଏହି ରାଙ୍କ ପ୍ରଦାନ କରିଛି । ୨୦୧୯ରେ ୭୬.୯୪% ଅନ ଟାଇମ ପରଫରମାନ୍ସ (ଓଟିପି) ସହିତ ଭାରତର ଏକମାତ୍ର ବିମାନ କଂପାନି ଭାବେ ଗୋଏୟାର ଏସିଆ ପାସିଫିକ (ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳ)ରେ ଶ୍ରେଷ୍ଠ ୧୦ ବିମାନ କଂପାନି ମଧ୍ୟରେ ସ୍ଥାନ ପାଇଛି । ସିରିଅମ ପକ୍ଷରୁ ୬୦୦ ବିଶ୍ୱ ସ୍ତରୀୟ ଉତ୍ସକୁ ବ୍ୟବହାର କରି ମାସକୁ ୩୦ ଲକ୍ଷ ବିମାନ ଉପରେ ନଜର ରଖାଯାଇଛି । ବିଶ୍ୱର ୯୭% ସିଡ୍ୟୁଲଡ ବିମାନ ଉପରେ ଏହା ନଜର ରଖିପାରୁଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ)ର ଓଟିପି ର‌୍ୟାଙ୍କିଙ୍ଗରେ କ୍ରମାଗତ ୧୫ ମାସ ପର୍ଯ୍ୟନ୍ତ ଶୀର୍ଷ ସ୍ଥାନରେ ରହିଥିବା ଗୋଏୟାର ପାଇଁ ସିରିଅମର ମାନ୍ୟତା ଏହାର ସଫଳତା ପୁସ୍ତକରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି । ଏହି ସଫଳତା ସଂପର୍କରେ ଗୋଏୟାରର ପରିଚାଳନା ନିର୍ଦେଶକ ଜେହ ୱାଡ଼ିଆ କହିଛନ୍ତି ଯେ, “ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳର ସବୁଠୁ ସମୟାନୁବର୍ତୀ ବିମାନ କଂପାନି ଭାବେ ସିରିଅମ ତରଫରୁ ମାନ୍ୟତା ହାସଲ କରିବା ବାସ୍ତବରେ ଗର୍ବର ବିଷୟ । ସମୟାନୁବର୍ତିତା, ଭରସାଯୋଗ୍ୟତା ଏବଂ ଗ୍ରାହକ ସନ୍ତୁଷ୍ଟି କ୍ଷେତ୍ରରେ ଆଗରେ ରହିବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ପ୍ରତି ଏହା ହେଉଛି ଉପଯୁକ୍ତ ପ୍ରତିଫଳନ । ଗୋଏୟାରର ସମସ୍ତ ଟିମ ଦିନରାତି ଏକ କରି କାର୍ଯ୍ୟ କରିଥିବାରୁ ଏହା ସମ୍ଭବ ହୋଇଛି ଏବଂ ଏହା ଗ୍ରାହକମାନଙ୍କୁ ଶ୍ରେଷ୍ଠ ଗମନାଗମନ ଅନୁଭୂତି ପ୍ରଦାନ କରିଛି । ସେମାନଙ୍କ ଉଦ୍ୟମକୁ ପୁଣି ଥରେ ସ୍ୱୀକୃତି ମିଳିଛି ଏବଂ ଏହା କହିବା ଅନାବଶ୍ୟକ ଯେ ଗୋଏୟାରରେ ଯାତ୍ରା କରିଥିବା ନିୟୁତାଧିକ ଯାତ୍ରୀଙ୍କ ସମର୍ଥନ ବିନା ଏହା ସମ୍ଭବପର ହୋଇପାରିନଥାନ୍ତା । ବିମାନ ଶିଳ୍ପରେ ସମୟାନୁବର୍ତି ପ୍ରଦର୍ଶନର ଗୁରୁôତ୍ୱ ସଂପର୍କରେ ସିରିଅମର ସିଇଓ ଜେରେମି ବାୱେନ କହିଛନ୍ତି ଯେ,ବିମାନ ଭଡ଼ାରେ ରିହାତି ଏବଂ ବିମାନ ଉପଲବ୍ଧତା ଠାରୁ ବିଶ୍ୱ ସ୍ତରୀୟ ଗ୍ରାହକ ସନ୍ତୁଷ୍ଟି ଏବଂ ଉତ୍ପାଦରେ ଭିନ୍ନତା ବହୁତ ଅଧିକ ଅଟେ । ଆଜିର ଯାତ୍ରୀମାନେ ବିମାନ ଚୟନ କରିବା ବେଳେ ଓଟିପି ଏବଂ ପରିଚାଳନା ଭରସାଯୋଗ୍ୟତାକୁ ଦେଖୁଛନ୍ତି । ଆମର ଓଟିପି ଅନୁଶୀଳନ ଲାଗି ଆମେ ସର୍ବୋଚ୍ଚ ସ୍ତରର ଡାଟା ଆନାଲିସିସି ବ୍ୟବହାର କରିଥିଲୁ ଏବଂ ଆମର ବିଶ୍ୱାସ ରହିଛି ଯେ ସିରିଅମର ଓଟିପି ରିଭ୍ୟୁ ୨୦୧୯ ବିମାନ କଂପାନି ଓ ବିମାନ ବନ୍ଦରଗୁଡ଼ିକୁ ଉନ୍ନତ ପ୍ରଦର୍ଶନ କରିବା ଲାଗି ଅନୁପ୍ରାଣିତ କରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version