ଗୋପବନ୍ଧୁ (ଓଡିଶା ତାଜା ନ୍ୟୁଜ୍ ) ନିମାପଡା ବ୍ଲକ 2.3.2020 :- ମାନ୍ୟଵର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପିପିଲ ବ୍ଲକର ଦାଣ୍ଡମକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ, ନିମାପଡା ବ୍ଲକର ଚିନ୍ତାମଣି ବିଦ୍ୟାପୀଠ ଖେଳାର ମାଟ୍ରିକ ପରୀକ୍ଷା କେନ୍ଦ୍ର ଅଚାନକ ପରିଦର୍ଶନ କରିଅଛନ୍ତି ।
ଚଳିତ ବର୍ଷ ଶୃଙ୍ଖଳିତ ଭାବେ ପରୀକ୍ଷା କାର୍ଯ୍ୟ ସମ୍ପର୍ଣ୍ଣ ହେଇଥିବାରୁ ରାଜ୍ୟ ର ସମସ୍ତ ଜିଲ୍ଲା ପ୍ରଶାସନ , ବୋଡ଼ ର ସମସ୍ତ କର୍ମକର୍ତ୍ତା, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ସମସ୍ତ ପ୍ରିଣ୍ଟ ମିଡ଼ିଆ ଓ ଇଲୋକ୍ଟ୍ରୋନିସ ମିଡ଼ିଆ ମାନଙ୍କୁ ଧନ୍ୟବାଦ ଦେବା ସହ ପରୀକ୍ଷାର୍ଥୀ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।