No Result
View All Result
ଓଡ଼ିଶା ତାଜା ଖବର ( ୦୪ ମଇ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଯାତ୍ରୀ ହେଉନଥିବାରୁ ପୂରୀ ଭାୟା ପାରଳାଖେମୁଣ୍ଡି – ଗୁଣୁପୁର କୁ ଚଳା ଚଳ କରୁଥିବା ଦୁଇଟି ଟ୍ରେନକୁ ଆସନ୍ତା କାଲି ମେ ୫ତାରିଖରୁ ବାତିଲ କରିଦେଇଥିବା ନେଇ ପୂର୍ବତଟରେଳ ବିଭାଗର ଉପମୁଖ୍ୟ ଅପରେସନ ମେନେଜର ଡି. ଆର. ପାଉଲ୍ ନୋଟିସ ନଂ ୧୨୮ ତାରିଖ /୪/୫/୨୧ ରେ
ଜାରୀ କରିଥବା ଏକ ଚିଠିରେ ସୁଚନା ଦେଇଛନ୍ତି l ସୁଚନା ଯୋଗ୍ୟ ଏହିକି ଯେଏହା ପୂର୍ବରୁ ପାରଳାଖେମୁଣ୍ଡି- ଗୁଣୁପୁର- ବିଶାଖା ପାଟଣା ଟ୍ରେନକୁ ମଧ୍ୟ ପୂର୍ବତଟ ରେଳ ବିଭାଗ ବାତିଲ କରି ଦିଆଯାଇଥିଲା l ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result