No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୦ ଏପ୍ରିଲ ୨୦୨୧, ଶୁକ୍ରବାର ) ଭୁବନେଶ୍ୱର :- ଗୋଟେ ଜାଗା କିଣିବାକୁ ପାଣ୍ଡାର ଅଂଚଳରେ ଥିବା ପ୍ଲଟ ନମ୍ବର – 3983 ର କିଛି ଅଂଶ ପ୍ରଶାନ୍ତ କୁମାର ସାହୁ ବିକ୍ରି କରି ଥିଲେ ସନ୍ତୋଷ କୁମାର ପଣ୍ଡାଙ୍କୁ ଏହି ପ୍ଲଟଟିକୁ କିଣି ସରିଲା ପରେ ପଟା ବାହାରି ପଡିଲା କିନ୍ତୁ କୌଣସି କାରଣ ଯୋଗୁ ଏହି ପ୍ଲଟକୁ ଜାଲିଆତି କରି ବିକ୍ରି କରିଛନ୍ତି ବୋଲି ଶୁଣି ସଂଜୀତ କୁମାର ମହାନ୍ତି ମାନ୍ୟବର କୋର୍ଟ ସାହାଯ୍ୟ ନେଇ ନୂଆ ପଟା ପାଇଥିବା ଜମି ଏବଂ କିଣି ଥିବା ମାଲିକ ସନ୍ତୋଷ କୁମାର ପଣ୍ଡା ଏବଂ ଜାଲିଆତିରେ ଜମି ବିକ୍ରି କରିଥିଲେ ପ୍ରଶାନ୍ତ କୁମାର ସାହୁ ନାମରେ ନୋଟିସ ପଠାଇଥିଲେ କିନ୍ତୁ ଆପୋଷ ବୁଝାବନାରେ ନ ହେବାରୁ ବିଚାର ବିଭାଗକୁ ହାତକୁ ଯାଇଛି…
କିଛି ଗୋଟେ କିଣା ଓ ବିକ୍ରିର ମାଧ୍ୟ୍ୟସ୍ଥିକୁ ବାର ବାର କିଛି ଦିନ ମଞ୍ଚେଶ୍ୱର ଥାନା ଦ୍ଵାରା ଏବଂ ଖଣ୍ଡଗିରି ଥାନା ଦ୍ଵାରା ଡାକିବାର କାରଣ ବୁଝିହେଲାଣି.. ଯଦିଓ ବିଚାର ବିଭାଗକୁ ଥିଲା ସମୟରେ କୌଣସି ଦୁଇ ଗୋଟି ଥାନାରେ କେଶ ମାମଲା ରଖାଗଲା କିପରି. ସଂପୂଣ୍ୟ କୌଣସି ସ୍ଥାନରେ ମାଧ୍ୟ୍ୟସ୍ଥି ନାମ ଲେଖା ଯାଇନି ଏବଂ ପୋଲିସ ବାର ବାର ମାଧ୍ୟ୍ୟସ୍ଥିକୁ ଥାନାକୁ ଡାକିବା କିଛି ବୁଝାପଡୁନି… ଏଠି ପ୍ରକୃତ ଦୋଷୀ କିଏ..
ତରୁଣକାନ୍ତ ମହାନ୍ତି – ମଧ୍ୟସ୍ଥି
ତରୁଣକାନ୍ତ ମହାନ୍ତି ନାମରେ ମଞ୍ଚେଶ୍ୱର ଥାନା ଏବଂ ଖଣ୍ଡଗିରି ଥାନା ପ୍ରତି ଦିନ ଡକାଉ ଛି ଏବଂ call କରୁଛି., ପଇସା ଫେରାଇଦିଅନ୍ତୁ ବୋଲି କହୁଛନ୍ତି…
No Result
View All Result