No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଏପ୍ରିଲ ୨୦୨୧, ଗୁରୁବାର) ନୟାଗଡ଼ /ଇଟାମାଟି :- ଗଣିଆ ଥାନାରେ କାର୍ଯ୍ୟରତ ବେଳେ ଜିଲ୍ଲାର ଶ୍ରେଷ୍ଠ ଏଏସଆଇ ପୁରସ୍କାର ପାଇଥିବା ଦୀପକ ଖଣ୍ଡାୟତରାୟଙ୍କୁ ମିଳିଛି ପଦୋନ୍ନତି । ଇଟାମାଟି ଥାନା କାର୍ଯ୍ୟରତ ଥିବା ଅଧିକାରୀ ଶ୍ରୀ ଖଣ୍ଡାୟତରାୟଙ୍କୁ ଏସଆଇ ରୁ ଆଇଆଇସି ପାହ୍ୟାକୁ ପଦୋନ୍ନତି ମିଳିଛି । ରାଜ୍ୟର ବଛା ବଛା ଏସଆଇଙ୍କୁ ଡିଜିପି ଅଭୟ ପଦୋନ୍ନତି ଦେଇଥିବା ଜଣାଯାଇଛି ।
No Result
View All Result