• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ସରକାରଙ୍କ ‘ସିଙ୍ଗ୍‌ଲ ୱିଣ୍ଡୋ କି୍ଲଅରାନ୍ସ ଅଥରିଟି’ ମୋଟ୍ ୨୫୭୦ : ୫୪ କୋଟି ଟଙ୍କା ବିନିଯୋଗହେଉଥିବା ନଅ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି

Proprietor Abhimanyu Maharana by Proprietor Abhimanyu Maharana
April 29, 2021
in ଓଡ଼ିଶା, ମହାନଗର, ହୋମ୍
0
ଓଡ଼ିଶା ସରକାରଙ୍କ ‘ସିଙ୍ଗ୍‌ଲ ୱିଣ୍ଡୋ କି୍ଲଅରାନ୍ସ ଅଥରିଟି’ ମୋଟ୍ ୨୫୭୦ : ୫୪ କୋଟି ଟଙ୍କା ବିନିଯୋଗହେଉଥିବା ନଅ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି
Share on FacebookShare on TwitterWhatsapp

୨୭୫୫ ବ୍ୟକ୍ତି ନିଯୁକ୍ତି ସୁଯୋଗ ପାଇବେ 

ଓଡ଼ିଶା ତାଜା ନ୍ୟୁଜ (୨୯ ଏପ୍ରିଲ ୨୦୨୧, ଗୁରୁବାର) ଭୁବନେଶ୍ୱର :- ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କି୍ଲଅରାନ୍ସ ଅଥରିଟି ବୈଠକ । ଅନୁମୋଦିତ ୯ ପ୍ରକଳ୍ପ ମଧ୍ୟରେ ମୋଟାଲ୍ ଓ ମଟୋଲ୍ ଡାଉନ୍ ଷ୍ଟ୍ରିମ, ମାନୁଫ୍ୟାକଚରିଂ, ପ୍ଲାଷ୍ଟିକ, ସିମେଣ୍ଟ, କେମିକାଲ ଓ ଫୁଡ୍ ପ୍ରସେସିଂ ଶିଳ୍ପ ସାମିଲ ରହିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏହି ସୂଚନା ଦେଇଥିଲେ । ପ୍ରଥମ ପ୍ରକଳ୍ପ ଭାବେରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଠାରେ ୧୫ ଏମ୍‌ଟିପିିଏ କ୍ଷମତା ବିଶିଷ୍ଟ ବେନିଫିକେଶନ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏମଏସ୍ ଆମାଲଗମ ରିସୋର୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ ୮୮୨ କୋଟି ଟଙ୍କା ବିନିଯୋଗ କରି ଦୁଇ ପର୍ଯ୍ୟାୟରେ ତାହାକୁ ପ୍ରତିଷ୍ଠା କରିବ ।

ଏଥିଯୋଗୁଁ ୭୦୨ ଜଣଙ୍କୁ କର୍ମ ନିଯୁକ୍ତି ସୁବିଧା ମିଳିବ 

ସେହିପରି କେନ୍ଦୁଝର ବାଂଶପାଳ ଠାରେ ଆରଡେଣ୍ଟ ଷ୍ଟିଲ ଲିମିଟେଡ୍ ୮୦.୫ କୋଟି ଟଙ୍କା ବିନିଯୋଗ କରି ୩ ଏମ୍‌ଟିପିଏ ଆଇରନ ଓର ସାଟେଲାଇଟ୍ ଗ୍ରାଇଣ୍ଡିଂ ୟୁନିଟ୍ ଏବଂ ୩ ଏମ୍‌ଟିପିଏ ସ୍ଲରି ପାଇପ୍ ଲାଇନ ପ୍ରକଳ୍ପ କରିବ । ଏଥିରେ ୬୦ ଲୋକ ପ୍ରତ୍ୟେକ୍ଷ ଭାବେ କର୍ମନିଯୁକ୍ତି ପାଇପାରିବେ । ଏମ୍‌ଏସ୍ ସେଫ୍ ଲାନ୍‌ସେଟ୍ ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡ୍ ୧୦୦ କୋଟି ବିନିଯୋଗ କରି ବ୍ଲେଡ୍ ଉତ୍ପାଦନ କରିବ । ତାହା ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ । ଏଥିଯୋଗୁଁ ୬୦୦ ଲୋକ ନୁଯୁକ୍ତି ସୁଯୋଗ ପାଇବେ । କମ୍ପାନୀର ବାର୍ଷିକ ଉତ୍ପାଦନ ୪୫ କୋଟି ‘ସେଭିଂ ରେଜର’ ହେବ ବୋଲି ଆକଳନ କରାଯାଇଛି । ଏମ୍‌ଏସ୍ ଏପ୍‌ସିଲନ କାର୍ବନ ଅଶୋକା ପ୍ରା.ଲିଃ ୯୦୦ କୋଟି ଟଙ୍କା ବିନିଯୋଗ କରି ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଏକ ୮,୭୫,୦୦୦ ଏମ୍‌ଟିପିଏ କ୍ଷମତା ସମ୍ପନ୍ନ ପ୍ଲାଣ୍ଟ ପ୍ରତିଷ୍ଠା କରିବ ।

ଏଥିରେ ୩୩୮ଙ୍କୁ ନିଯୁକ୍ତି ମିଳିପାରିବ 

ଓରିଏଣ୍ଟ ପେପର ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ୧୬୨ କୋଟି ବିନିଯୋଗ କରି ଝାରୁଗୁଡ଼ା ବ୍ରଜରାଜନଗରରେ ୧୨୦ ଟିପିଡି କ୍ଲୋରୋ-ଆଲ୍‌କାଲି କମ୍କେ୍‌କ୍ସ ପ୍ରତିଷ୍ଠା କରିବ । ଏଥିରେ ବି ୩୩୮ ଲୋକ କର୍ମ ନିଯୁକ୍ତି ସୁଯୋଗ ପାଇବେ । ଏମ୍‌ଏସ୍ କୋଷ୍ଟାଲ ବାଓଟେକ୍ ପ୍ରା. ଲିଃ ୨୦୦ କୋଟି ବିନିଯୋଗ କରି ଗଜପତିରେ ଇଥାନଲ ପ୍ଲ୍‌ାଣ୍ଟ ପ୍ରତିଷ୍ଠା କରୁଥିଲା ବେଳେ ରାମକୀ ଏନଭୋ ଇଞ୍ଜିନିୟରିଂ ଲିମିଟେଡ୍ ୧୨୮.୮୦ କୋଟି ଟଙ୍କା ବ୍ୟୟରେ ରାୟଗଡ଼ାରେ ୱେଷ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ସେହିପରି ଏମ୍‌ଏସ୍ ହିଲ୍ ଲିମିଟେଡ୍ କମ୍ପାନୀ ବାଲେଶ୍ୱରରେ ୬୩.୨୪ କୋଟି ବିନିଯୋଗ କରି ଏଏସି ବ୍ଲକ୍ ଓ ସିମେଣ୍ଟ ସାଣ୍ଡୱିଚ୍ ପ୍ୟାନେଲ ପ୍ରତିଷ୍ଠା କରିବ ।

ଉପରୋକ୍ତ ତିନି ପ୍ରକଳ୍ପରେ ଯଥାକ୍ରମେ ୪୦୦,୫୦ ଓ ୨୬୫ ଲୋକ କର୍ମ ନିଯୁକ୍ତି ସୁଯୋଗ ପାଇବେ ।

ଶେଷରେ ସେଞ୍ଜୁରୀ ଫାଇବର ପ୍ଲେଟ୍‌ସ୍ ପ୍ରା. ଲିଃ ୫୪ କୋଟି ବିନିଯୋଗ କରି ଖୋର୍ଦ୍ଧାରେ ଫାଇବର ପ୍ଲେଟ୍‌ସ୍ ଉତ୍ପାଦନ କରିବ । ଅନ୍ୟପକ୍ଷରେ୨୫୦ ଲୋକ କର୍ମ ନିଯୁକ୍ତି ପାଇପାରିବେ । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ, ଅନୁମୋଦିତ ୯ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆବଶ୍ୟକ ଜମି ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବେ । ପ୍ରକଳ୍ପଗୁଡ଼ିକ ଇପିକଲ ଅଧିନରେ ରହି କାର୍ଯ୍ୟ କରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

May 8, 2026
ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version