• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜିଲ୍ଲାରେ କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ପ୍ରବାସୀ ଶ୍ରମିକଙ୍କ ଘର ଫେରନ୍ତା ; ନlକାଗେଟରେ ଯାଞ୍ଚ କଡା କଡି

Proprietor Abhimanyu Maharana by Proprietor Abhimanyu Maharana
April 24, 2021
in ଓଡ଼ିଶା, ଗଜପତି, ହୋମ୍
0
ଜିଲ୍ଲାରେ କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ପ୍ରବାସୀ ଶ୍ରମିକଙ୍କ ଘର ଫେରନ୍ତା ; ନlକାଗେଟରେ ଯାଞ୍ଚ କଡା କଡି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଏପ୍ରିଲ , ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ଏକ ଚିନ୍ତାଜନକ ପରିସ୍ଥିତି’ରେ ପହଞ୍ଚିଛି । କରୋନା’ସଂକ୍ରମଣ’ର ଦ୍ଵିତୀୟ ଲହର ଦେଶବ୍ୟାପୀ ଦିନକୁ ଦିନ ଉଗ୍ରରୂପ ଧାରଣ କରି ଚାଲିଥିବା ବେଳେ ଏହାର ପ୍ରଭାବ ଗଜପତି ଜିଲ୍ଲା’ରେ ମଧ୍ୟ ଅନୁଭୂତ ହେବାରେ ଲାଗିଛି ।ଗତ କିଛିଦିନ ହେଲା ଦୈନିକ କରୋନା ସଂକ୍ରମଣ’ର ସଂଖ୍ୟା ୪୦’ରୁ ଉପର’କୁ ରହି ଏହା ଜିଲ୍ଲା ପ୍ରଶାସନ’ର ମୁଣ୍ଡବ୍ୟଥା’ର କାରଣ ହୋଇଥିବା ବେଳେ ଏବେ ପୁଣି ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକ ଓ ଅନ୍ୟ ସମ୍ପର୍କୀୟ ମାନଙ୍କ ଘରବାହୁଡା ଆରମ୍ଭ ହୋଇଯାଇଛି ।ଏମାନେ ମୁଖ୍ୟତଃ ଗଜପତି ଜିଲ୍ଲା’ର ମୁଖ୍ୟ ସୀମାନ୍ତ ପ୍ରବେଶ ପଥ ତଥା ଓଡିଶା-ଆନ୍ଧ୍ର ସୀମାନ୍ତ ପଥ’ରେ ଥିବା ନାକା ଗେଟ ଦେଇ ଆସୁଛନ୍ତି ।ଅନ୍ୟପକ୍ଷ’ରେ କରୋନା ସଂକ୍ରମଣ’ର ଦ୍ଵିତୀୟ ଲହର ଆରମ୍ଭ ହୋଇ ସ୍ଥିତି କ୍ରମଶଃ ଉଗ୍ରରୂପ ନେବାପରେ ରାଜ୍ୟ ସରକାର’ଙ୍କ ପକ୍ଷରୁ ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଫଳରେ ଅନ୍ୟରାଜ୍ୟକୁ କାମଧନ୍ଦା ଉଦ୍ଦେଶ’ରେ ଯାଇଥିବା ଓ ନିଜ ସମ୍ପର୍କୀୟ ଘରକୁ ଯାଇଥିବା ପ୍ରବାସୀ ଶ୍ରମିକ ଓ ଲୋକେ ବର୍ତ୍ତମାନ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି ।

ଦୈନିକ ଶତାଧିକ ସଂଖ୍ୟା’ରେ ପ୍ରବାସୀ ଶ୍ରମିକ ଓ ସମ୍ପର୍କୀୟ ଲୋକେ ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟରୁ ଆସି ଗଜପତି ଜିଲ୍ଲା ସୀମାନ୍ତ’ରେ ଥିବା ମୁଖ୍ୟ ପ୍ରବେଶ ପଥ ପୁରୁଣାପାଟଣା ନାକା-ଗେଟ ଦେଇ ପ୍ରବେଶ କରୁଛନ୍ତି ।ଗଜପତି ଜିଲ୍ଲା ସଦର-ମହକୁମା ପାରଳାଖେମୁଣ୍ଡି ସହର ଠାରୁ ମାତ୍ର ୩ କିମି: ଦୁରତା’ର ସୀମାନ୍ତ’ରେ ଥିବା ମହେନ୍ଦ୍ର ତନୟା ନଦୀ ପୋଲ ନିକଟ’ରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁଖୋଲା ଯାଇଥିବା ନାକା ଗେଟ ଦେଇ ପ୍ରବେଶ କରୁଛନ୍ତି। । ଏହି ନାକାଗେଟ ଦେଇ ପ୍ରବେଶ କରୁଥିବା ପ୍ରବାସୀ ଶ୍ରମିକ ଓ ଅନ୍ୟ ମାନଙ୍କ ନାମ ପଞ୍ଜିକରଣ ସମେତ ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ ଓ ସେମାନଙ୍କ ଥର୍ମାଲ-ପଲସ ରେଟ ଟେଷ୍ଟ କରାଯାଉଛି । ଅନ୍ୟରାଜ୍ୟରୁ ଆସିଥିବା ପ୍ରବାସୀ ଧରାମିକ କି ଅନ୍ୟ ଯେ କେହି ହେଉ ସେମାନଙ୍କ ୭୨ ଘଣ୍ଟା ମଧ୍ୟ’ରେ ଆରଟି-ପିସିଆର: ଟେଷ୍ଟ ରିପୋର୍ଟ ଓ ୨ ଥର କୋଭିଡ ଟୀକା ନେଇଥିବା ରିପୋର୍ଟ ମଗାଯାଉଛି , ସମସ୍ତ ଯସଞ୍ଚ ପରେ ସବୁ ଠିକ ଥିଲେ ହିଁ ଜିଲ୍ଲାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି । ସେଠାରେ ମେଡିକାଲ ଟିମ ଦ୍ୱାରା କୋଭିଡ ସଂକ୍ରମଣ କେଶ ଚିହ୍ନଟ ପାଇଁ ରାପିଡ଼ ଆଣ୍ଟିଜେନ ଟେଷ୍ଟ ମଧ୍ୟ କରାଯାଉଛି । ପରୀକ୍ଷା ରିପୋଟ ଯାହାର ନେଗେଟିଭ ବାହାରୁଛି , ତାକୁ ଘରକୁ ଏବଂ ଜଜ଼ହାର ପୋଜିଟିଭ ବାହାରୁଛି ତାକୁ କୋଭିଡ କେୟାର ସେଣ୍ଟର ନଚେତ ହୋମ କରେଣ୍ଟାଇନ’ରେ ପଠାଯାଇ ସଂଗରୋଧ’ରେ ରହି କାହା ସହିତ ନ ମିଶିବାକୁ ପରାମର୍ଶ ଦିଆଯାଉଛି ।

ବର୍ତ୍ତମାନ କରୋନା’ର ସଂକଟମୟ ପରିସ୍ଥିତି ସମୟ’ରେ ଦେଶବ୍ୟାପୀ ସରକାର’ଙ୍କ ପକ୍ଷରୁ ବିଭିନ୍ନ ସମୟ’ରେ ଲକଡାଉନ , ସତଡାଉନ ଓ ନାଇଟ-କର୍ଫ୍ୟୁ ପ୍ରଭୃତି ଲାଗି ରହିଥିବା ଯୋଗୁଁ ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକ’ଙ୍କ ରୋଜଗାର ପନ୍ଥା’ର କାମଧନ୍ଦା ସବୁ ବନ୍ଦ ହୋଇ ଯାଇଥିବା ଯୋଗୁଁ ପ୍ରବାସୀ ଶ୍ରମିକ ଓ ଅନ୍ୟମାନେ ନିଜ ଘରକୁ ଫେରିବାରେ ଲାଗିଛନ୍ତି ।ଗତ ୧୨ ତାରିଖ ଠାରୁ ଜିଲ୍ଲା’ର ୫ ଟି ପ୍ରବେଶ ପଥ’ରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସିଲ କରି ନାକା ଲଗାଯାଇଛି । ସେଠାରେ ସ୍ୱାସ୍ଥ୍ୟଦଳ, ଶିକ୍ଷକ ଓ ପୋଲିସ ବାହିନୀ’କୁ ନିୟୋଜିତ କରାଯାଇଛି । ପୁରୁଣାପାଟଣା ନାକା ଗେଟ ଠାରେ ପାରଳାଖେମୁଣ୍ଡି ତହସିଲଦାର ଶ୍ରୀ ଅଚ୍ୟୁତା ନନ୍ଦ ଯାନୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହି ନିୟମିତଓ ପ୍ରତ୍ୟକ୍ଷ ଭାବେ ପରିସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କଣ୍ଟ୍ରାକ୍ଟ ଟ୍ରେସିଙ୍ଗ ଓ ରାପିଡ଼ ଆଣ୍ଟିଜେନ କୋଭିଡ ଟେଷ୍ଟିଙ୍ଗ’ ଡାଃ ସୁଲୋଚନା ପଣ୍ଡା ଓ ଡାଃ ପି:ଜି: ପାର୍ଶ୍ଵ’ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନ’ରେ ଏବଂ ନାକା ପ୍ରବେଶ ପଥ’ରେ ପ୍ରବେଶ ଲୋକଙ୍କ ପଞ୍ଜିକରଣ କାର୍ଯ୍ୟରେ ନୋଡାଲ ଅଧିକାରୀ ଶ୍ରୀ ଏନ: ଈଶ୍ୱର ଏବଂ ସହଯୋଗୀ ଶିକ୍ଷକ ଶ୍ରୀ ଲିଙ୍ଗରାଜ ସାହୁ’ଙ୍କ ସମେତ ପୋଲିସ ବାହିନୀ କାର୍ଯ୍ୟ ତୁଲାଉଛନ୍ତି । (ଗରୁଡ଼ ଧ୍ଵଜ ଚୌଧୁରୀ/ ଗଜପତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

May 9, 2026
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version