• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୁମ୍ମାବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲାଞ୍ଜିଆ ସଉରା ଜୀବିକା ବିକାଶ ସମ୍ପର୍କିତ କାର୍ଯ୍ୟରେ “ଜନକଲ୍ୟାଣ ପ୍ରତିଷ୍ଠାନ”ର ଭୂମିକା ଓ କାର୍ଯ୍ୟ ପ୍ରଶଂସନୀୟ

Proprietor Abhimanyu Maharana by Proprietor Abhimanyu Maharana
April 21, 2021
in ଓଡ଼ିଶା, ଗଜପତି, ହୋମ୍
0
ଗୁମ୍ମାବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲାଞ୍ଜିଆ ସଉରା ଜୀବିକା ବିକାଶ ସମ୍ପର୍କିତ କାର୍ଯ୍ୟରେ “ଜନକଲ୍ୟାଣ ପ୍ରତିଷ୍ଠାନ”ର ଭୂମିକା ଓ କାର୍ଯ୍ୟ ପ୍ରଶଂସନୀୟ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୧ ଅପ୍ରେଲ ବୁଧବାର) ପାରଳାଖେମୁଣ୍ଡି  :- ଗଜପତି ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସବୀ ଅନୁଷ୍ଠାନ”ଜନକଲ୍ୟାଣ ପ୍ରତିଷ୍ଠାନ” ଜୁଲାଇ ୨୦୧୭ ଠାରୁ ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମା ବ୍ଲକର ଲାଞ୍ଜିଆ ସଉରା ମାନଙ୍କ ସହିତ ସେରଙ୍ଗ ଅଞ୍ଚଳରେ ତିନୋଟି ପଞ୍ଚାୟତ ଭୁବନି , ଅଜୟଗଡ଼ , କୁଜାସିଂ’ରେ ଓପିଇଏଲଆଇପି: କାର୍ଯ୍ୟ କରିଆସୁଛି l ଏହି ଅନୁଷ୍ଠାନ ପିଏମୟୁ: ଭୁବନେଶ୍ୱର ସହିତ ଏମଓୟୁ: ସ୍ୱାକ୍ଷର କରି ଏଲଏସଡ଼ିଏ: ସଂସ୍ଥା ସହିତ ସହଯୋଗ’ରେ କାମ କରିଆସୁଛି ବୋଲି ଜେକେପି ର ସଂପାଦକ ଦୁର୍ଗା ମାଧବ ପଣ୍ଡା କହିଛନ୍ତି l ଏହି କାର୍ଯ୍ୟକ୍ରମ’ରେ ପ୍ରାଥମିକ ଭାବେ ୩୨ଟି ରାଜସ୍ୱ ଗ୍ରାମରେ ୩୨ ଗ୍ରାମ ଉନୟନ କମିଟି ଗଠନ କରାଯାଇ ପ୍ରୋତ୍ସାହିତ କରାଯିବା ସହ ପରବର୍ତ୍ତୀ ପର୍ଯ୍ୟାୟ’ରେ ୨୭୭ଟି ସ୍ୱୟଂ ସହାୟକ ଦଳ (ଏସଏଚଜି) ଗଠନ କରାଯାଇ ସେମାନେ’ଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯାଇ ଆସୁଅଛି । । ଓପିଇଏଲଆଇପି: ପ୍ରକଳ୍ପ ଅଧୀନରେ ଥିବା ପ୍ରତେକ କାର୍ଯ୍ୟକ୍ରମ ଗ୍ରାମ୍ୟ ଉନ୍ନୟନ କମିଟି (ଭିଡ଼ିସି:) ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି। ଆଇଭିଡିସି’ର ବାର୍ଷିକ ଯୋଜନା ଅନୁଯାୟୀ ଏଲଏସଡିଏ ରୁ ଆଇଫାଡ’ର ସହାୟତା ଅନୁଦାନ’କୁ ଭିଡ଼ିସି’ର ଜମା ଖାତା’କୁ ଅନୁଦାନ କରାଯାଉଛି । ଏଠାରେ ଭିଡ଼ିସି ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ’ଙ୍କ ମିଳିତ ଦସ୍ତଖତ’ରେ ପାଣ୍ଠି ଉଥାନ କରାଯାଇ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଜନକଲ୍ୟାଣ ପ୍ରତିଷ୍ଠାନ’ର ପ୍ରତ୍ୟକ୍ଷ ସହାୟତା’ରେ କାର୍ଯ୍ୟକାରୀ କରାଯାଉଛି । ଜନକଲ୍ୟାଣ ପ୍ରତିଷ୍ଠାନ କର୍ମୀମାନଙ୍କ ଦରମା ବାବଦ ଓ ପରିଚାଳନା ଖର୍ଚ୍ଚ ବାବଦ’ରେ ଏଲଏସଡ଼ିଏ, ରୁ ପ୍ରଦାନ କରାଯାଇ ଆସୁଅଛି ଓପିଇଏଲଆଇପି କାର୍ଯ୍ୟକ୍ରମ’ରେ ବିଭିନ୍ନ ବିଭାଗ’ରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଏତଦ ବ୍ୟତୀତ ଏସଏଚଜି ମାଧ୍ୟମ’ରେ ଆୟପନ୍ଥା କାର୍ଯ୍ୟକ୍ରମ ଗୁଡିକ ମଧ୍ୟ ହାତକୁ ନିଆଯାଇଛି l କୃଷି ଉତ୍ପାଦନ ଫଳ ଓ ପରିବା ଚାଷ , ଜଳ ଜମିର ଉନ୍ନତି କରଣ , ଗୋ-ସମ୍ପଦ’ର ବିକାଶ , ଗ୍ରାମ୍ୟ ଭିତ୍ତିଭୂମି ବିକାଶ , କ୍ଷୁଦ୍ର ପ୍ରକ୍ରିୟା କରଣ ୟୁନିଟ ଆଦି କାର୍ଯ୍ୟକ୍ରମ ଗ୍ରାମ୍ୟ ଉନ୍ନୟନ କମିଟି ଦ୍ୱାରା କାର୍ଯ୍ୟକାରୀ କରାଯାଇଛି । ଏହାଛଡା ଏମଜିଏନଆରିଜିଏସ, ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏହିପରି ୩ଟି ପଞ୍ଚାୟତ ଅଞ୍ଚଳ’ରେ ମାସକୁ ୭୦ ଲକ୍ଷ୍ୟ ରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ମଜୁରୀ ସୃଷ୍ଟି କରିବା ସହ ଯେଉଁ ଝିଅ ୧୮ବର୍ଷରୁ ଉର୍ଦ୍ଧ ବୟସ’ରେ ବିବାହ କରୁଛନ୍ତି , ସେହି ଝିଅ ମାନଙ୍କୁ ପ୍ରୋତ୍ସାହନ ରାଶି ୧୦,୦୦୦ ଟଙ୍କା ଅନୁଦାନ ଦିଆଯାଇଛି । ଜନକଲ୍ୟାଣ ପ୍ରତିଷ୍ଠାନ ସିଫା ସହଯୋଗ’ରେ ଏସଏଚଜି: ଗୁଡାକୁ ଉନ୍ନୟନ ମୂଳକ ମାଛ ଯାଆଁଳ , ଜାଲ , ବତକ ଓ କୁକୁଡ଼ା ଛୁଆ , ଏବଂ ସୌର ଲଣ୍ଠନ ପ୍ରଭୃତି ଦିଆଯାଉଛି । । ଅନ୍ୟପକ୍ଷ’ରେ ଏସଆଇପି “ସିପ”(ଆଳୁ ଗବେଷଣା କେନ୍ଦ୍ର) ପକ୍ଷରୁ ଜନକଲ୍ୟାଣ ପ୍ରତିଷ୍ଠାନ ସହଯୋଗ’ରେ ଚାଷୀ ମାନଙ୍କୁ କନ୍ଦମୁଳ , ବିରି ,ମୁଗ,ମାଣ୍ଡିଆ, ଧାନ , କଦଳୀ ପ୍ରଭୃତି କ୍ଷେତ୍ରରେ ପ୍ରୋତ୍ସାହିତ କରାଯିବା ସହ ଏଥିରେ ଜନକଲ୍ୟାଣ ପ୍ରତିଷ୍ଠାନର ମୁଖ୍ୟ ଭୂମିକା ରହିଥିବା ଜଣାଯାଇଛି ।ଜନକଲ୍ୟାଣ ପ୍ରତିଷ୍ଠାନ ଆନ୍ତର୍ଜାତିକ କୃଷି ଗବେଷଣା ସଂସ୍ଥା ଆଇସିଆରଆଇଏସଏଟି ଏବଂ ଆଇଆରଆରଆଇ: ସହଯୋଗ’ରେ ଏହି ଆଦିବାସୀ ବହୁଳ ଅଞ୍ଚଳ’ରେ ଚାଷୀ ମାନଙ୍କୁ ବିହନ ପ୍ରଭୃତି ଯୋଗାଇ ଦିଆଯାଉଛି । ଜଳ ଓ ଜମି ପରିଚାଳନା ଯଥା:- କେନାଲ , ଚେକଡ୍ୟାମ , ପୋଖରୀ , ଜମି ସମତଳ କରିବା ଓ ହୁଡା ତିଆରି କରିବା ଏବଂ କୃଷି ଉତ୍ପାଦନ’ରେଢାନା , ମାଣ୍ଡିଆ , ମୁଗ , ବିରି , , ପନିପରିବା ଚାଷ , ଆୟପନ୍ଥା’ରେ ଛେଳି , କୁକୁଡ଼ା ପାଳନ , କ୍ଷୁଦ୍ର ବ୍ୟବସାୟ ଓ କ୍ଷୁଦ୍ର ପ୍ରକ୍ରିୟାକରଣ’ ରେ ଧାନ କଳ ଚୁନା କଳ , ଡାଲୀ କଳ , ପେପର ପ୍ଲେଟ କଳ ଆଦି ମୁଖ୍ୟ କାର୍ଯ୍ୟକ୍ରମ ଗୁଡିକ କରାଯିବା ଦିଗରେ ପ୍ରୋତ୍ସାହନ ଦିଆଯାଇ ଆସୁଅଛି । ମୁଖ୍ୟତଃ ପୁଷ୍ଟି-ସାଧନ ଏବଂ ସ୍ବାସ୍ଥ୍ୟରକ୍ଷା ଦିଗରେ ଜୀବନ-ସମ୍ପର୍କ ୟୁନିସେଫ ସହାୟତା’ରେ କାର୍ଯ୍ୟକ୍ରମ ସବୁ ସୁଚାରୁ ରୂପେ କରାଯାଇ ଆସୁଅଛି । ଉପରୋକ୍ତ ସମସ୍ତ କାର୍ଯ୍ୟର ଜନ କଲ୍ୟାଣ ପ୍ରତିଷ୍ଠାନର କର୍ମକର୍ତ୍ତା ବିୟୁଟି କୁମାରୀ ଲିମ୍ମା, ଓପିଲିପି ଟିମ ଅଧକ୍ଷା ଅପର୍ଣ୍ଣା ପଣ୍ଡା, ଅପିଲିପି କୃଷି ଅଧିକାରୀ, ମାନସ ବିଶ୍ୱାସ ରାୟ, ଏଲଆଇ ଓପିଲିପି ଅକ୍ଷୟ କୁମାର ମହାନ୍ତି ଓ ଜିଏସ କର୍ଡିନେଟର ପ୍ରମୁଖ ଙ୍କ ପ୍ରତ୍ୟେକ୍ଷ ତତତ୍ଵାବଧାନଓ ସହଯୋଗରେ ଚାଲିଥିବା ଯେକେପି ସମ୍ପାଦକ ଦୁର୍ଗାମାଧବ ପଣ୍ଡା ସୂଚନା ଦେଇଛନ୍ତି l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ  )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

May 9, 2026
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version