No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଏପ୍ରିଲ , ବୁଧବାର ) ବରଗଡ଼ :- ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଠାରୁ କୋଭିଡି ଚିକିତ୍ସା ପାଇଁ ଓ୍ବ।ର୍ଡ ଖୋଲିଲା। ଆଜି ଠାରୁ ଏହି ବିଭାଗରେ ରୋଗୀଙ୍କୁ ଚିକିତ୍ସା ଆରମ୍ଭ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲା ରେ କ୍ରମଶଃ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ୧୦୦ ଶଯ୍ୟା ବିଶିଷ୍ଟ ଓ୍ବ।ର୍ଡ କୁ ଆରମ୍ଭ କରାଯାଇଛି ।
ଏଥିରେ ୩୬ଟି ବେଡ୍ ପାଇଁ ଅକସିଜେନ୍ ବ୍ୟବସ୍ଥା ରହିଛି। ସେହିପରି ୮ ଟି ଆଇସିୟୁ ରହିଥିବା ବେଳେ ଡ଼ାକ୍ତର ନଥିବାରୁ କେବଳ ୯୨ ଶଯ୍ୟା ରେ ଚିକିତ୍ସା ସୁବିଧା ମିଳୁ ପାରିବ ବୋଲି ସୂଚିତ କରିଛନ୍ତି । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result