• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୫ ବର୍ଷର ପୁଅ, ମା’କୁ ନପାଇ ଏକୁଟିଆ ହୋଇଯାଇଛି : ମା’ ଗାଁକୁ ଯାଇଛି ବୋଲି ଭୁଲାଉଛନ୍ତି ଜେଜେ ମା’ ଓ ବାପା

Proprietor Abhimanyu Maharana by Proprietor Abhimanyu Maharana
April 11, 2021
in ଓଡ଼ିଶା, ବଲାଙ୍ଗିର, ହୋମ୍
0
୫ ବର୍ଷର ପୁଅ, ମା’କୁ ନପାଇ ଏକୁଟିଆ ହୋଇଯାଇଛି : ମା’ ଗାଁକୁ ଯାଇଛି ବୋଲି ଭୁଲାଉଛନ୍ତି ଜେଜେ ମା’ ଓ ବାପା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୧ ଅପ୍ରେଲ ରବିବାର)  ବଲାଙ୍ଗିର :- ୫ ବର୍ଷର ପୁଅ। ମା’କୁ ନପାଇ ଏକୁଟିଆ ହୋଇଯାଇଛି । ମା’ ଗାଁକୁ ଯାଇଛି ବୋଲି ଭୁଲାଉଛନ୍ତି ଜେଜେ ମା’ ଓ ବାପା। ହେଲେ ୨୪ ଘଣ୍ଟା ପୁଅ ଖୋଜୁଛି ମା’କୁ। କହୁଛି ‘ମା’ କେନେ ଅଛ, ଜଲ୍‌ଦି ଆସ’। ଆଉ ସ୍ୱାମୀ କହୁଛନ୍ତି ସ୍ତ୍ରୀ ସବୁବେଳେ ଉଚ୍ଚାଭିଳାଷୀ। ଦିନ ମଜୁରିଆ ଭାବେ କାମ କରୁଥିବା ସ୍ୱାମୀ ସାଧ୍ୟ ଅନୁସାରେ ସ୍ତ୍ରୀଙ୍କ ଇଚ୍ଛା ପୂରଣ କରୁଥିଲେ। ସକାଳେ ମାର୍କେଟିଂ ପାଇଁ ପଇସା ଦେଇଥିଲେ। ରାତି ଆସି ଦେଖିଲା ବେଳକୁ ସ୍ତ୍ରୀ ନାହିଁ। ନିଜେ ଚିରାଫଟା ପିନ୍ଧି ସ୍ତ୍ରୀର ଖୁସିକୁ ପ୍ରାଥମିକତା ଦେଉଥିଲେ। ପୁଅ ଭଳି ସ୍ତ୍ରୀକୁ ବି ସ୍ୱାମୀଙ୍କ ଆକୁଳ ନିବେଦନ ‘ଜୀବନଠୁ ବି ବେଶୀ ଭଲ ପାଏ । ଫେରି ଆସ ତମେ ଫେରି ଆସ….।’ ଆଉ ଶାଶୂ ବି ବୋହୂକୁ ଫେରି ଆସିବାକୁ ଅନୁରୋଧ କରୁଛନ୍ତି। ବୁଢ଼ୀ ଲୋକ ମୁଁ। ଦେହ ଭଲ ରହୁ ନାହିଁ। ବୋହୂ ତୁ ଚାଲି ଗଲା ପରେ ଏବେ ମୋ ଉପରେ ବୋଝ। ରାନ୍ଧି ବାଢ଼ି ଖାଇବାକୁ ଦେଉଛି। ହେଲେ ପାରୁନି। ତୁ(ବୋହୂ) ଯେଉଁଠି ଅଛୁ ଫେରିଆ ।

ୟେ କୌଣସି ଗପ କି ଫିଲ୍ମର ସଂଳାପ ନୁହେଁ। ସତ ଘଟଣା। ଏଭଳି ଘଟଣା ଘଟିଛି ବଲାଙ୍ଗିର ସହରର ରାମେଶ୍ୱର ନଗରରେ। ପ୍ରଥମେ ପ୍ରେମିକଙ୍କୁ ଭଲ ପାଇବା। ଘର ଛାଡ଼ି ଅନ୍ୟତ୍ର ରହିବା । ଆଉ କୋଳରେ ୫ ବର୍ଷର ପୁଅ। ହେଲେ ଫେସ୍‌ ବୁକ୍‌ ପ୍ରେମରେ ପଡ଼ି ପୁଅ, ସ୍ୱାମୀ ଓ ଶାଶୂଙ୍କ କଥା ଚିନ୍ତା ନକରି ଫେସ୍‌ ବୁକ୍‌ ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯାଇଥିବା ସ୍ଥାନୀୟ ଟାଉନ୍‌ ଥାନାରେ ସ୍ୱାମୀ ବିଶ୍ୱଜିତ ନାୟକ ଅଭିଯୋଗ କରିଛନ୍ତି।
କଥାଟି ଏମିତି, କେନ୍ଦ୍ରପଡ଼ା ଜିଲା ଚନ୍ଦନପୁର ଗାଁର ବିଶ୍ୱଜିତ ନାୟକ। ପଡ଼ିଶା ଘର ରାଜସ୍ମିତାଙ୍କୁ ଭଲ ପାଉଥିଲେ। ଉଭୟ ବିବାହ କରିବେ ବୋଲି ନିଷ୍ପତ୍ତି ନେଲେ। ଘରୁ ଉଭୟ ଗୋଡ଼ କାଢ଼ି ବାହାରି ଆସିଲେ। କଟକରେ ରେଜେଷ୍ଟ୍ରି ବିବାହ କଲେ। ବଲାଙ୍ଗିର ରାମେଶ୍ୱର ନଗରରେ ଭଡ଼ା ଘର ନେଇ ଶାଶୂ, ସ୍ୱାମୀ ଓ ସ୍ତ୍ରୀ ରହିଲେ। ସ୍ୱାମୀ ବିଶ୍ୱଜିତ ଏକ ଦୋକାନରେ କାମ କରନ୍ତି। ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳିଯାଏ ।

ଇତିମଧ୍ୟରେ ୫ ବର୍ଷର ପୁଅଟିଏ ମଧ୍ୟ ସେମାନଙ୍କର ରହିଛି। ହେଲେ ଫେସ୍‌ବୁକ୍‌ର ପ୍ରେମ ଜାଲରେ ପଡ଼ିଗଲେ ରାଜସ୍ମିତା। ଆଶିଷ ରୋହିଲା ଓରଫ ରାଜ ନାମକ ଜଣେ ଯୁବକଙ୍କ ସହ ସେ ବାରମ୍ବାର ଚାଟିଂ ଓ କଥା ହେଉଥିଲେ। ସ୍ୱାମୀ ବିଶ୍ୱଜିତଙ୍କ ସନ୍ଦେହ ହେବାରୁ ରାଜସ୍ମିତା ଭାଇ କରିଛି ବୋଲି ପରିଚୟ ଦେଇଥିଲେ। ମାର୍ଚ୍ଚ ୨ ତାରିଖ ଦିନ ସ୍ୱାମୀ କାମକୁ ଯିବା ପରେ ଶାଶୂଙ୍କୁ ମାର୍କେଟିଂ କରିବାକୁ ଯାଉଛି, ଫେରିବା ବେଳକୁ ସନ୍ଧ୍ୟା ହେଇଯିବ ବୋଲି କହି ଘରୁ ଗୋଡ଼ କାଢ଼ିଥିଲେ ବୋହୂ ରାଜସ୍ମିତା। ରାତି ୧୦ଟାରେ ସ୍ୱାମୀ ବିଶ୍ୱଜିତ ଦୋକାନରୁ ଫେରିବା ପରେ ସ୍ତ୍ରୀଙ୍କୁ ଅନେକ ଖୋଜିଥିଲେ। କୌଣସି ଉପାୟ ନପାଇ ଶେଷରେ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଆଜି, କାଲି କହି ପୁଲିସ ଦିନ ଗଡ଼ାଇଲା। ଏସ୍‌ପିଙ୍କୁ ବି ଭେଟିଲେ। ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ। ଦେଢ଼ ମାସ ହେଲାଣି ସ୍ତ୍ରୀ ରାଜସ୍ମିତାଙ୍କର କୌଣସି ଖୋଜଖବର ନାହିଁ। ବିଶ୍ୱଜିତଙ୍କ ଅନୁରୋଧ ଯେ, ସ୍ତ୍ରୀକୁ ପୁଲିସ ଖୋଜି ଆଣୁ। ଆଉ ନିରୀହ ୫ ବର୍ଷର ପୁଅ ମୁହଁ ଦେଖି ମା’ ରାଜସ୍ମିତା ନିଜେ ଫେରି ଆସନ୍ତୁ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବା ପ୍ରସଙ୍ଗ ଡବଲ ଇଞ୍ଜିନ ସରକାରଙ୍କ ଓଡ଼ିଶା ପ୍ରତି ଡବଲ ଧୋକ୍କା : ବିଜେଡି

ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବା ପ୍ରସଙ୍ଗ ଡବଲ ଇଞ୍ଜିନ ସରକାରଙ୍କ ଓଡ଼ିଶା ପ୍ରତି ଡବଲ ଧୋକ୍କା : ବିଜେଡି

June 17, 2026
ଅବିଳମ୍ବେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରି ଛାତ୍ରଛାତ୍ରୀମାନଙ୍କୁ ନୂତନ ପାଠ୍ୟପୁସ୍ତକ ପ୍ରଦାନ କର – ଏଆଇଡିଏସଓ

ଅବିଳମ୍ବେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରି ଛାତ୍ରଛାତ୍ରୀମାନଙ୍କୁ ନୂତନ ପାଠ୍ୟପୁସ୍ତକ ପ୍ରଦାନ କର – ଏଆଇଡିଏସଓ

June 17, 2026
ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

June 17, 2026
ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବା ପ୍ରସଙ୍ଗ ଡବଲ ଇଞ୍ଜିନ ସରକାରଙ୍କ ଓଡ଼ିଶା ପ୍ରତି ଡବଲ ଧୋକ୍କା : ବିଜେଡି

ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବା ପ୍ରସଙ୍ଗ ଡବଲ ଇଞ୍ଜିନ ସରକାରଙ୍କ ଓଡ଼ିଶା ପ୍ରତି ଡବଲ ଧୋକ୍କା : ବିଜେଡି

June 17, 2026
ଅବିଳମ୍ବେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରି ଛାତ୍ରଛାତ୍ରୀମାନଙ୍କୁ ନୂତନ ପାଠ୍ୟପୁସ୍ତକ ପ୍ରଦାନ କର – ଏଆଇଡିଏସଓ

ଅବିଳମ୍ବେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରି ଛାତ୍ରଛାତ୍ରୀମାନଙ୍କୁ ନୂତନ ପାଠ୍ୟପୁସ୍ତକ ପ୍ରଦାନ କର – ଏଆଇଡିଏସଓ

June 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version