• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାରଳାଖେମୁଣ୍ଡି ସମେତ୨୬ଟି କେନ୍ଦ୍ରରେ  ୪୫ ବର୍ଷରୁ ଉର୍ଦ୍ଧ ୨୬୦୦ ବୟସ୍କ ବ୍ୟକ୍ତିଙ୍କୁ କୋଭିଡ ଟୀକାକରଣ ବ୍ୟବସ୍ଥା

Proprietor Abhimanyu Maharana by Proprietor Abhimanyu Maharana
April 4, 2021
in ଓଡ଼ିଶା, ଗଜପତି, ହୋମ୍
0
ପାରଳାଖେମୁଣ୍ଡି ସମେତ୨୬ଟି କେନ୍ଦ୍ରରେ  ୪୫ ବର୍ଷରୁ ଉର୍ଦ୍ଧ ୨୬୦୦ ବୟସ୍କ ବ୍ୟକ୍ତିଙ୍କୁ କୋଭିଡ ଟୀକାକରଣ ବ୍ୟବସ୍ଥା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩ ଏପ୍ରିଲ ଶନିବାର ,ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା’ରସଦର ମହକୁମା ପାରଳାଖେମୁଣ୍ଡି ସମେତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ୧ ତାରିଖ ଠାରୁ ୪୫ ବର୍ଷ’ରୁ ଉର୍ଦ୍ଧ୍ବ ବ୍ୟକ୍ତି’ଙ୍କ ନିମନ୍ତେ କୋଭିଡ ଟୀକାକରଣ’ର ଶୁଭାରମ୍ଭ ହୋଇଛି। ଆଜି ୩ୟ ଦିନରେ ଜିଲ୍ଲା’ର ୭ଟି ବ୍ଲକର ୨୬ ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଠାରେ ୨୬୦୦’ରୁ ଉର୍ଦ୍ଧ୍ବ ଜଣ’ଙ୍କୁ କୋଭିଡ ଟୀକା ଦିଆଯିବା ବ୍ୟବସ୍ଥା କରାଯାଇଛି I ଗତକାଲି ସୁଦ୍ଧା ୪୫ ବର୍ଷ’ରୁ ଉର୍ଦ୍ଧ୍ବ ବୟସ’ର ମୋଟ ୬୩୯୬ ଜଣ ବ୍ୟକ୍ତି କୋଭିଡ ଟୀକା ନେଇ ସାରିଥିବା ବେଳେ ଆଜି ଗଜପତି ଜିଲ୍ଲା’ର ୭ଟି ବ୍ଲକ ଯଥା: ମୋହନା’ରେ ୭ଟି , ରାୟଗଡ ବ୍ଲକ’ର ୩ଟି , ନୂଆଗଡ ବ୍ଲକ’ର ୨ଟି , ରା:ଉଦୟଗିରି ବ୍ଲକ’ର ୨ଟି , ଗୋସାଣି ବ୍ଲକ’ର ୩ଟି , ଗୁମ୍ମା ବ୍ଲକ’ର ୨ଟି , କାଶୀନାଗର ବ୍ଲକ’ର ୨ ଟି ଏବଂ ପାରଳାଖେମୁଣ୍ଡି ଠାରେ ୫ ଟି ଏଭଳି ୨୬ ଗୋଟି କୋଭିଡ ଟିକାଦାନ କେନ୍ଦ୍ର’ରେ ୨୬୦୦ ରୁ ଅଧିକ ଜଣ’ଙ୍କୁ ଟୀକା ଦିଆଯିବା ବ୍ୟବସ୍ଥା କରା ହୋଇଛି ।

କେନ୍ଦ୍ର ସରକାର’ଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୪୫ ବର୍ଷ’ରୁ ଉର୍ଦ୍ଧ୍ବ ବୟସ’ର ବ୍ୟକ୍ତି’ଙ୍କ ନିମନ୍ତେ ଏପ୍ରିଲ ୧ ତାରିଖ ଠାରୁ ମାଗଣା କୋଭିଡ ଟିକାଦେବା ବ୍ୟବସ୍ଥା କରିଥିବା ଯୋଗୁଁ ପାରଳାଖେମୁଣ୍ଡି ଠାରେ ଏଥିପ୍ରତି ସମ୍ପୃକ୍ତ ବୟସ’ର ବ୍ୟକ୍ତି ମାନଙ୍କ ମଧ୍ୟ’ରେ ବେଶ ଆଗ୍ରହ ପ୍ରକାଶ ପାଇଛି । ପାରଳାଖେମୁଣ୍ଡି ସହର’ରେ ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ ଓ ସହରାଞ୍ଚଳ ଚିକିସ୍ୟାଳୟ ସମେତ ରୋଟାରୀ ହଲ , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଜିଲ୍ଲା ଗାଇଡ଼ ଓ ସ୍କାଉଟ ଭବନ ଠାରେ ଖୋଲା ଯାଇଥିବା କୋଭିଡ ଟିକାଦାନ କେନ୍ଦ୍ର’ରେ ବହୁ ସଂଖ୍ୟାରେ ୪୫ ବର୍ଷ ବୟସର ମହିଳା ଓ ପୁରୁଷ ସେମାନଙ୍କ ଆଧାର କାର୍ଡ ଆଣି ଏବଂ ନାମ ପଞ୍ଜିକରଣ କରାଇ କୋଭିଡ-ଟୀକା ନେଇଥିଲେ । ଏ ସମ୍ପର୍କରେ ନୋଡାଲ ଅଧିକାରୀ ଡାଃ ଆଇ କ୍ରୀଷ୍ନା ଚେତନ କହିଛନ୍ତି ଯେ , କେନ୍ଦ୍ର ସରକାରଙ୍କ ମାଗଣା କୋଭିଡ ଟୀକା ନେବାପାଇଁ ଏହି ବୟସ’ର ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖା ଦେଇଛି । ସେମାନେ କେନ୍ଦ୍ର’ରେ ଟୀକା ନେବା ପରେ ଅଧଘଣ୍ଟା ପର୍ଯ୍ୟବେକ୍ଷଣ କକ୍ଷରେ ସେମାନଙ୍କୁ ରଖା ହେଉଛି । କାହାକୁ କୋଣସି ପ୍ରକାର ଅସୁବିଧା ହୋଇନାହିଁ ବୋଲି କହିଥିଲେ ।

ସେହିଭଳି କୋଭିଡ ଟୀକା ନେବାପରେ ଶ୍ରୀମତୀ କବିତା ପଣ୍ଡା , ଶ୍ରୀ ମନୋଜ କୁମାର ଦାସ , ଶ୍ରୀ ଗରୁଡ ଧ୍ୱଜ ଚୌଧୁରୀଏବଂ ଶ୍ରୀମତୀ ଅଞ୍ଜନୀ ପଣ୍ଡା, ସନ୍ଧ୍ୟା ରାଣୀ ଚୌଧୁରୀ ପ୍ରମୁଖ କହିଛନ୍ତି ଯେ , ସେମାନେ ମାଗଣା କୋଭିଡ ଟୀକା ନେବାର ସୁଯୋଗ ପାଇଥିବା ଯୋଗୁଁ କେନ୍ଦ୍ର ସରକାର’ଙ୍କୁ ଧନ୍ୟବାଦ କହିଛନ୍ତି ଟିକାନେବା ପରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି , କାହାକୁ କୋଣସି ଅସୁବିଧା ହୋଇନାହିଁ । ଏହି ଟୀକା ସମସ୍ତେ ନେଇ କରୋନା ମୁକ୍ତ ହୁଅନ୍ତୁ ବୋଲି ସମସ୍ତ’ଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ ଠାରେ ଅନୁଷ୍ଠିତ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ’ରେ ନୋଡାଲ ଅଧିକାରୀ ଡାଃ ଆଇ. କ୍ରୀଷ୍ନା ଚେତନ’ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନ’ରେ ଷ୍ଟାଫନର୍ସ ସୁଚିତ୍ର । ପରିଡା ଓ ସ୍ବାସ୍ଥ୍ୟକର୍ମୀ ଶୁଶିଲ କୁମାର ପଣ୍ଡା ଆସିଥିବା ସମସ୍ତ’ଙ୍କୁ କୋଭିଡ ଟୀକା ଦେଇଥିବା ବେଳେ ସସ୍ମିତା ଅଧିକାରୀ ଏବଂ ଏଲ: ପ୍ରେମାନନ୍ଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ସେହିଭଳି ଏର୍ଦ୍ଦଲା ସାହି ସ୍ଥିତ ଜିଲ୍ଲା ସ୍କାଉଟ ଓ ଗାଇଡ଼ ଭବନ ଠାରେ ଅନୁଷ୍ଠିତ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ’କୁ ରିନାମଣି ବାରିକ ଓ ରୌମ୍ୟରଞ୍ଜନ ଦାଶ’ଙ୍କ ସମେତ ସ୍କାଉଟ-ଗାଇଡ଼’ର ସଞ୍ଜୟ କୁମାର ପାତ୍ର , ତପସ୍ୱିନୀ ପଣ୍ଡା , କୁନ୍ତୀ ବିଶ୍ବାସ ଓ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

May 9, 2026
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version