• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ପ୍ରତାପ ଜେନାଙ୍କ ବଳିଷ୍ଠ ଉଦ୍ୟମରେ ମାହାଙ୍ଗା ସାହିତ୍ୟ ମହୋତ୍ସବ ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
February 16, 2020
in Uncategorized, ଓଡ଼ିଶା, ହୋମ୍
0
ପ୍ରତାପ ଜେନାଙ୍କ ବଳିଷ୍ଠ ଉଦ୍ୟମରେ ମାହାଙ୍ଗା ସାହିତ୍ୟ ମହୋତ୍ସବ ଉଦଘାଟିତ
Share on FacebookShare on TwitterWhatsapp

ମାହାଙ୍ଗା /କଟକ (ଓଡିଶା ତାଜା ନ୍ୟୁଜ୍ ) ମାହାଙ୍ଗା 16.2.2020 :- ସାହିତ୍ୟ ସଂସ୍କୃତି ଓ ଐତିହ୍ୟ ସମ୍ପୁର୍ଣ୍ଣ ମାହାଙ୍ଗା ମାଟିର ଗଣକବିଙ୍କ ଜନ୍ମ ମାଟି କୋଠପଦା ଗାନ କବି ବୈଷ୍ଣବ ପାଣି ସ୍ମୃତି ମଣ୍ଡପରେ ପ୍ରଥମ ଥର ପାଇଁ ମାହାଙ୍ଗାର ଗର୍ବ ତଥା ବିଧାୟକ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ବଳିଷ୍ଠ ଉଦ୍ୟମରେ ମାହାଙ୍ଗା ସାହିତ୍ୟ ମହୋତ୍ସବ ଉଦଘାଟିତ ହୋଇଯାଇଛି, ଏଥିରେ ଓଡ଼ିଶାର ବିଶିଷ୍ଠ ସାହିତ୍ୟିକ ଔପନ୍ୟାସିକ, କବି,

ନାଟ୍ୟକାର ମାନେ ଯୋଗଦେଇ ମାହାଙ୍ଗା ର ସାହିତ୍ୟ ଇତିହାସ ସମ୍ପର୍କରେ ଆଲୋଚନା କରିବା ସହ ଏ ଅଂଚଳ ସଂସ୍କୃତି ଓ ସାରସ୍ୱତ ଅଂଚଳ ଭାବେ ସାର ଭାରତରେ ଖ୍ୟାତି ଅର୍ଜନ କରିବା ସହ ଏହି ମାଟି ଯୋଗଜନ୍ମା ମହାମନିଷୀ ମାନଙ୍କୁ ଜନ୍ମଦେଇ ଆମ ସମାଜକୁ ନୂଆ ଦିଗଦର୍ଶନ ଦେଇଛି, ମାହାଙ୍ଗାକୁ ବାଦ ଦେଲେ ସାହିତ୍ୟ ଜାଗତର ଇତିହାସ ଲେଖିବା ଅସମ୍ଭବ, ମାହାଙ୍ଗା କୋଠପଦା ରଘୁନାଥ ମଠ ରୁ ବୈଷ୍ଣବ ପାଣିଙ୍କ ପ୍ରଥମ ରଙ୍ଗମଞ୍ଚ, ମାହାଙ୍ଗା ଜଗନ ମୋହନ ଲାଲ ପ୍ରଥମ ନାଟ୍ୟକାର ଭାବେ ସମଗ୍ର ଦୁନିଆକୁ ସନ୍ଦେଶ ଦେଇ ଯାଇଛନ୍ତି,

ମାହାଙ୍ଗାର ବରପୁତ୍ର ଆଚାର୍ଯ୍ୟ ପ୍ୟାରୀ ମୋହନ ଙ୍କ ପ୍ରଥମ ସମ୍ବାଦ ପତ୍ର, ବାଗ୍ମୀ ବିଶ୍ୱନାଥ କରଙ୍କ ଦ୍ୱାରା ପ୍ରଥମ ସାହିତ୍ୟ ପତ୍ରିକା ହିଁ ସମସ୍ତ କଵି ସାହିତ୍ୟିକ ନାଟ୍ୟକାର ଙ୍କୁ ନୂଆ ଦିଗଦର୍ଶନ ଦେଇଛି ବୋଲି ଅତିଥି ମାନେ କହିଥିଲେ, ଏହି ମହୋତ୍ସବ ରେ ମହୋତ୍ସବ କମିଟି ର ସଭାପତି ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ପୌରହିତ୍ୟରେ ବିଶିଷ୍ଠ ଚିନ୍ତାନାୟକ ପ୍ରଫେସର ଡ଼ଃ ହରପ୍ରସାଦ ଦାଶ ଯୋଗଦେଇ ମହୋତ୍ସବ କୁ ଉଦଘାଟନ କରିଥିଲେ, ମୁଖ୍ୟ ଅତିଥି ଭାବେ ଓଡିଶା ବିଦ୍ୟତ ନିୟାମକ ଆୟୋଗ ଅଧକ୍ଷ ଉପେନ୍ଦ୍ରନାଥ ବେହେରା, ବିଶିଷ୍ଠ ଅତିଥି ଭାବେ ପ୍ରଫେସର ଡ଼ଃ ବିଜୟାନନ୍ଦ ସିଂହ, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡା ଲୋକସେବା ସାଂସଦ ଅନୁଭବ ମହାନ୍ତି,

ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ମାହାଙ୍ଗା ସାହିତ୍ୟ ସଂସ୍କୃତି ସମ୍ପକରେ ଆଲୋଚନା କରିବା ସହ ଉପସ୍ଥିତ ସାହିତ୍ୟିକ କବି ନାଟ୍ୟକାର ମାନଙ୍କୁ ସାହିତ୍ୟ ସମ୍ପକରେ ପରମର୍ଶ ଦେଇ ମାହାଙ୍ଗାର ଦିବଙ୍ଗତ କବି ସାହିତ୍ୟିକ ନାଟ୍ୟକାର ଶିଳ୍ପୀ ସ୍ୱାଧୀନତା ସଂଗ୍ରାମୀ, ନାଟ୍ୟକାର କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏଭଳି ସାହିତ୍ୟ ପର୍ବ ନୂଆ ଓଡିଶାର ଯୁବ ପିଢ଼ି ଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କହିଥିଲେ, ଗୀତିକାର ବିଶ୍ୱେଶ୍ୱର ଷଡ଼ଙ୍ଗୀ ଅତିଥି ମାନଙ୍କର ପରିଚୟ ଦେଇ ମାହାଙ୍ଗା ସାହିତ୍ୟ ର ଭିତିଭୂମି ସମ୍ପର୍କରେ କହିଥିଲେ, କବି ଡ଼ଃ ଭୁବନାନନ୍ଦ ସାହୁ, ଡ଼ଃ ଭାବଗ୍ରାହୀ ଦାଶ,

\ପରିବେଶବିତ ଅକ୍ଷୟ ଷଡ଼ଙ୍ଗୀ, ପାନଗ ଭୂଷଣ ଦାସ, କବି ଭକ୍ତ ଚରଣ ସାହୁ, କବି ଡ଼ଃ ଏକାଦଶୀ ପ୍ରଧାନ, ରାଜକିଶୋର ମିଶ୍ର, କବି ବିଦୁଲତା ପ୍ରଧାନ, କବି ପ୍ରଶାନ୍ତ ବିଶ୍ୱାଳ, କବି ବିବେକାନନ୍ଦ ଦାଶ, ଡ଼ଃ ନିଖିଲେଶ ପଦ ମହାନ୍ତି, କବି ବୈଷ୍ଣବ ପରିଡା, କବି ବସନ୍ତ କିଶୋର ସାହୁ, କବି ନିରଞ୍ଜନ ଜେନା, କବି ପିନାକୀ ମିଶ୍ର, କବି ଅଖିଲେଶ ମହାନ୍ତି, କବି ଉପେନ୍ଦ୍ର ରଣା କବି ଶ୍ରୀଧର ଶେଖର ମହାପାତ୍ର, ଯୁବ ସଂଗଠକ ଅଶୋକ ଓଝା,

ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ଶରତ ମହାପାତ୍ର, ହୃଷିକେଶ ସ୍ୱାଇଁ, ହେମନ୍ତ ପ୍ରଧାନ, ରଘୁନାଥ ଜେନା ଗଣେଶ ବିହାରୀ ଲଷ୍ମୀଧର ବେହେରା, କଳ୍ପନା ଜେନା, ସମେତ ସହ ସହ କବି ସାହିତ୍ୟିକ ନାଟ୍ୟକାର ଯୋଗ ଦେଇଥିଲେ, ସାହିତ୍ୟ ମହୋତ୍ସବର ସମସ୍ତ କର୍ମକର୍ତା ଉପସ୍ଥିତ ରହି ଉତ୍ସବ ପାଳନରେ ସହଯୋଗ କରିଥିଲେ, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ,

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Junior & Senior Artistic Gymnastics National Championships 2026–27

Junior & Senior Artistic Gymnastics National Championships 2026–27

April 28, 2026
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

April 28, 2026
ବିରୋଧୀ ଦଳମାନଙ୍କର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ବିରୋଧୀ ଦଳମାନଙ୍କର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପିର ସାମ୍ବାଦିକ ସମ୍ମିଳନୀ

April 28, 2026
ଜାତିଗତ ଜନ ଗଣନାର ୧୨ ନମ୍ବର କଲମରେ ପଚାରା ଯାଉଥିବା ପ୍ରଶ୍ନରେ ଓବିସି ସାମିଲ କରିବା ଦାବି ନେଇ ରାଜଧାନୀ ରେ ବିକ୍ଷୋଭ ଓ ଧାରଣା

ଜାତିଗତ ଜନ ଗଣନାର ୧୨ ନମ୍ବର କଲମରେ ପଚାରା ଯାଉଥିବା ପ୍ରଶ୍ନରେ ଓବିସି ସାମିଲ କରିବା ଦାବି ନେଇ ରାଜଧାନୀ ରେ ବିକ୍ଷୋଭ ଓ ଧାରଣା

April 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Junior & Senior Artistic Gymnastics National Championships 2026–27

Junior & Senior Artistic Gymnastics National Championships 2026–27

April 28, 2026
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

April 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version