• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସମ୍ବେଦନହୀନ ବିଜେପୁର ବ୍ଲକ ପ୍ରଶାସନ ; ମୋ ସରକାର ଏବଂ 5T ସାଜିଛି ପ୍ରହସନ

Proprietor Abhimanyu Maharana by Proprietor Abhimanyu Maharana
March 26, 2021
in ଓଡ଼ିଶା, ବରଗଡ଼, ହୋମ୍
0
ସମ୍ବେଦନହୀନ ବିଜେପୁର ବ୍ଲକ ପ୍ରଶାସନ ; ମୋ ସରକାର ଏବଂ 5T ସାଜିଛି ପ୍ରହସନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୬ ମାର୍ଚ୍ଚ ଶୁକ୍ରବାର ) ପଦ୍ମପୁର :- ବିଜେପୁର ନିର୍ବାଚନ ମଣ୍ଡଳୀ ,ନାଁ ଶୁଣିଦେଲେ ସମସ୍ତେ ଚକିତ ହୋଇଯାଉଥିଲେ ଲୋକେ ।  ମୁଖ୍ୟମନ୍ତ୍ରୀ ନିଜେ ଏଠାରୁ ନିର୍ବାଚିତ ହେବା ସମୟରୁ ଲୋକଙ୍କ ମନରେ ଆଶା ଏବଂ ବିଶ୍ୱାସ ବଢିଯାଇଥିଲା.ମୁଖ୍ୟମନ୍ତ୍ରୀ ନିଜେ ବିଜେପୁର ର ବିକାଶ ଦେଖିବେ ବୋଲି ସମଗ୍ର ଓଡିଶା ରେ ଚର୍ଚ୍ଚା ହେଲା,ବିଜେପୁର ଅଞ୍ଚଳବାସୀ ବିକାଶର ସ୍ୱପ୍ନରେ ଏତେ ବିଭୋର ହୋଇଯାଇଥିଲେ ଯେ ଏବେବି ସେମାନେ ବିଶ୍ବାସ କରି ପାରୁନାହାନ୍ତି ଯେ ତାଙ୍କୁ ମିଠା ମିଠା କଥା କହି କେବଳ ଧୋକା ଦିଆଯାଇଛି.. ସ୍ୱାର୍ଥ ଥିଲା ବେଳେ ସର୍ବେ ନିଜର ,ସ୍ୱାର୍ଥ ସରିଗଲେ କିଏ କାହାର ନୀତିରେ ଚାଲିଛି ବିଜେପୁର ବ୍ଲକ.ଏଠି ଘର ଭାଙ୍ଗିଲେ ମିଳେନି ସହାୟତା,ପର ଘରେ ଆଶ୍ରୟ ନିଅନ୍ତି ପୀଡିତ ପରିବାର. ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକ ଭଟିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଟିବାହାଳି ଗାଁରେ । ଗତବର୍ଷ ଲଗାଣ ବର୍ଷା ରେ ବୃନ୍ଦାବନ ବଗର୍ତ୍ତିଙ୍କ ସମ୍ପୂର୍ଣ୍ଣ ଭାଙ୍ଗିଯାଥିବା ଯୋଗୁଁ ନିଜର କୌଣସି ପକ୍କାଗୃହ ନ ଥିବାରୁ ସେ ଏବେ ବାସହୀନ ହୋଇ ଦୀର୍ଘଦିନ ହେଲା ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି.କିନ୍ତୁ ବିଜେପୁର ବ୍ଲକ ପ୍ରଶାସନ ଙ୍କୁ ଏହି ଘଟଣା ଜଣେଇଲା ପରେ ବି କୌଣସି ସମବେଦନା ଦେବାପାଇଁ ବୋଧହୁଏ ତାଙ୍କ ପାଇଁ ସମୟ ନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ଏହି ପଞ୍ଚାୟତ ରେ ଜଣେ ସରକାରୀ ଶିକ୍ଷକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ହାତେଇଥିଲେ ଯାହାକି ସମାଜ ରେ ପ୍ରକାଶିତ ହୋଇଥିଲା ।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ କମିଶନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ବର୍ଷାରେ କ୍ଷତିଗ୍ରସ୍ତ ଲୋକଙ୍କ ନିମନ୍ତେ ତୁରନ୍ତ ସହାୟତା ପ୍ରଦାନ କରାଯାଏ କିନ୍ତୁ ଏହା ବିଜେପୁର ବ୍ଲକରେ ଦେଖାଯାଏ ନାହିଁ| ବିଜେପୁର ବ୍ଲକ କୁ ଛାଡିଦେଲେ ଅନ୍ୟ ବ୍ଲକ ମାନଙ୍କରେ ଗରିବ ଲୋକଙ୍କ ପାଇଁ ଘର ସଂପୂର୍ଣ୍ଣ ଭାଙ୍ଗି ଗଲେ ମିଳିଥାଏ ଅନେକ ଆର୍ଥିକ ସହାୟତା ଏବଂ ଆବାସ ଗୃହ କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବୋଧହୁଏ ମନା କରିଛନ୍ତି ଲୋକଙ୍କ ସମସ୍ୟା ଶୁଣିବା ପାଇଁ .. ବିଜେପୁର ବ୍ଲକ ରେ ପ୍ରହସନ ପାଲଟିଛି ମୋ ସରକାର ଏବଂ 5T .ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଲିଛି ଭାଟିବାହାଳି ଗାଁ ରେ ,ଗାଁରେ ବଡ଼ବଡିକିଆ ଲୋକ ହାତଗୁଞ୍ଜା ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଉଥିବା ବେଳେ ବୃନ୍ଦାବନ ବଗର୍ତ୍ତି ଙ୍କ ଭଳି ଅସହାୟ ଲୋକ ଲାଂଞ୍ଚ ଦେବାପାଇଁ ଅସମର୍ଥ ଥାଇ ମଧ୍ୟ ଆବାସ ଘର ପାଉନାହାନ୍ତି । ବିଜେପୁର ବ୍ଲକ ଦୁର୍ନୀତିରେ ଉବୁଟୁବୁ ହେଉଥିବା ଅନେକ ଲୋକ ସାମାଜିକ ଗଣମାଧ୍ୟମ ଜଂରିଆରେ ଅଭିଯୋଗ କରୁଥିଲେ ହେଁ ସ୍ଥାନୀୟ ବିଡିଓ ଶାସକ ଦଳର କୌଣସି ଏକ ବଡ଼ ନେତାଙ୍କ ଛତ୍ରଛାୟା ଯୋଗୁଁ ବଦଳି ହେଲେ ବି ବିଜେପୁର ଛାଡ଼ି ଯାଉନାହାନ୍ତି.ଅଯୋଗ୍ୟ ଲୋକଙ୍କୁ ଯେହେତୁ ଆବାସ ଯୋଜନାରେ ଘର ଦିଆଯାଉଛି ବୃନ୍ଦାବନଙ୍କୁ ଅବିଳମ୍ବେ ଘର ପ୍ରଦାନ କରିବାକୁ ଆମେ ରାଜ୍ୟ ସରକାର ତଥା ବରଗଡ଼ ଜିଲ୍ଲା ପ୍ରଶାସନ କୁ ସ୍ଥାନୀୟ ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ( ରିପୋର୍ଟ – ନିରୋଜ କୁମାର ପାଣୀ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

October 17, 2026
Bhubaneswar hosts Swachhata Utsaba in Grandeur

Bhubaneswar hosts Swachhata Utsaba in Grandeur

October 17, 2026
TPSODL Flags Off Solar Rath in Koraput

TPSODL Flags Off Solar Rath in Koraput

October 17, 2026
ରଣପୁର ଏନଏସି ରେ ସ୍ବଚ୍ଛତା ହିଁ ସେବା ୨୦୨୬ ର ଉଦ‌ଯାପନୀ ଉତ୍ସବ

ରଣପୁର ଏନଏସି ରେ ସ୍ବଚ୍ଛତା ହିଁ ସେବା ୨୦୨୬ ର ଉଦ‌ଯାପନୀ ଉତ୍ସବ

October 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

October 17, 2026
Bhubaneswar hosts Swachhata Utsaba in Grandeur

Bhubaneswar hosts Swachhata Utsaba in Grandeur

October 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version