ଗଞ୍ଜାମ ଜିଲ୍ଲା (ଓଡିଶା ତାଜା ନ୍ୟୁଜ୍ ) ଗଞ୍ଜାମ 2020 :- ଗଞ୍ଜାମ ଜିଲ୍ଲାର 11 କେଭି ବିଦ୍ୟୁତ ତାର ଲାଗି 10 ଜଣଙ୍କ ଜୀବନ ଯିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ମାନ୍ୟବର ସାମାଜିକ ସୁରକ୍ଷା, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ,ବିଧାୟକ ପ୍ରଦୀପ ପାଣିଗ୍ରାହୀ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମୃତାହତ ଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି..