No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର) ନୟାଗଡ଼ :- ବଳଭଦ୍ରପୁର ମନମୋହନ ଡାକୁଆ ଙ୍କ ସହିତ ଗ୍ରାମବାସୀ ଙ୍କର ମତାନ୍ତର ଦେଖାଦେବାରେ ଉଭୟ ପକ୍ଷଙ୍କ ନିମନ୍ତ୍ରଣ କ୍ରମେ ତା 14/03/21ରିଖରେ ସେହି ଗ୍ରାମର ଜଗନ୍ନାଥଙ୍କ ମନ୍ଦିରରେ ଜିଲ୍ଲା ଶାନ୍ତି କମିଟିର ବୈଠକ କରାଯାଇଥିଲା l ଭରତ ପ୍ରଧାନ ଙ୍କ ସଭାପତିତ୍ୱରେ, ମଧୁସୂଦନ ପଟ୍ଟନାୟକ, ପ୍ରଫୁଲ୍ଲ ନନ୍ଦ, ଗୋପାଳକୃଷ୍ଣ ସ୍ୱାଇଁ, ଅନ୍ତର୍ଯ୍ୟାମୀ ସାହୁ, ଚକ୍ରଧର ଜେନା, ଦେବରାଜ ବରାଡ଼, ଗାଲେଖ ମୁଦୁଲି ଓ ସ୍ଥାନୀୟ ସରପଞ୍ଚଙ୍କ ସହଯୋଗ କ୍ରମେ ବିବାଦର ଶାନ୍ତିପୂର୍ଣ ଆପୋଷ ସମାଧାନ କରାଗଲା l (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result