ରଣପୁର (ଓଡିଶା ତାଜା ନ୍ୟୁଜ୍ ) ରଣପୁର, ପ୍ରତିନିଧିଙ୍କ ରିପୋର୍ଟ 9.2.2020 :- ରଣପୁର ର ସାମ୍ବାଦିକ ସୁକାନ୍ତ ଡାକୁଆଙ୍କର ପିତା ଦଣ୍ଡପାଣି ଡାକୁଆ ଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୮୮ ବୟସ ହୋଇଥିଲା । ସେ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ସେ ଚାକିରିରୁ ଅବସର ନେବାପରେ ଜଣେ ହୋମିଓ ପାତିକ ଡାକ୍ତର ଭାବେ ରଣପୁର ରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ରଣପୁର ଅଚଂଳରେ ଶୋକର ଛାୟା ଖେଳିଯାଇଛି ।