ଓଡ଼ିଶା ତାଜା ନ୍ୟୁଜ ( ୯ ମାର୍ଚ୍ଚ,ମଙ୍ଗଳବାର )ଭୁବନେଶ୍ୱର :- ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମା ବୈଷ୍ନବୀ ମହିଳା ମହାସଂଘ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଶିଶୁଭବନ ଛକ ନିକଟସ୍ଥ ବସନ୍ତ ପାର୍କ ଠାରେ ସନ୍ଧ୍ୟା ୭ ଘଟିକାରେ ପାଳତ ହୋଇଯାଇଛି ।

ଏହି ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ରାଜ୍ୟ ଶିଶୁ ଅଧିକାର ଆୟୋଗ ର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ପ୍ରଧାନ,ମା ବୈଷ୍ଣବୀ ମହିଳା ମହସଂଘ ର ସଭାନେତ୍ରୀ ସମ୍ପାଦିକା ବିଜୟିନୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ
















