ଅନଗୁଳ (ଓଡିଶା ତାଜା ନିଉଜ ) ଅନଗୁଳ 09/02/2020 :- ଏହି ବ୍ୟକ୍ତି ଜଣକ ହେଉଛନ୍ତି କୁଶଧ୍ୱଜ ସିଂ,ପିତା ତ୍ରିନାଥ ସିଂ ବୟସ ୪୨, ଅନଗୁଳ, ଗ୍ରାମ ଜରଡା, କୁଶଧ୍ୱଜ ସିଂ ଙ୍କ ମୁହଁ ବଢି ବଢି ଯାଉଛି । ବହୁତ କଷ୍ଟରେ ଅଛନ୍ତି । ସେ ଭତା ୭୦୦ପଉଛନ୍ତି । ଯାହା ସମୁଦ୍ରକୁ ଶଙ୍ଖେ ଭଳି କୈାଣସି ଜାଗାକୁ ଗଲେ ଲୋକେ ଭୟରେ ପଳାଉଛନ୍ତି । କୁଶଧ୍ୱଜ ଘରୁ ବାହାରି ପାରୁ ନାହାନ୍ତି ତେଣୁ ମୁଁ ତାଙ୍କୁ ଭଲ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଦେଖାଇବି ତେଣୁ ଉପଯୁକ୍ତ ଚିକିତ୍ସାପାଇଁ ଆପଣ ମାନଙ୍କ ସହାୟତା ଲୋଡୁଛନ୍ତି କୁଶଧ୍ୱଜ ସେ ତାଙ୍କର ମୋବାଇଲ୍ ନାହିଁ କି ବ୍ୟାଙ୍କ ଖାତା ନାହିଁ । ଆପଣ ତାଙ୍କ ଘରକୁ ଆସି କିଛି ଦାନ କରିବାକୁ ଅନୁରୋଧ କରିଛନ୍ତି କୁଶଧ୍ୱଜ ସିଂ । ପୋନ୍ – ୯୯୩୭୬୭୦୬୯୩ ।